From 06bd1ae602ea5cc4503740b94af8840a65c30508 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:28:17 +0530 Subject: [PATCH] Upload New File --- .../vikashpedia_health_odia85.txt | 30 +++++++++++++++++++ 1 file changed, 30 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia85.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia85.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia85.txt new file mode 100644 index 0000000..d7429f8 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia85.txt @@ -0,0 +1,30 @@ +ଯୋନିକନ୍ଦ +ଗର୍ଭାଶୟ ମୁଖ ବା ଶରୀରର ଆଂଶିକ ବା ସମ୍ପୁର୍ଣ୍ଣ ଭାଗ ଯୋନି ମଧ୍ୟ ଦେଇ ବାହାରକୁ ବାହାରି ଦେଖାଗଲେ ତାକୁ ଯୋନିକନ୍ଦ ( prolapse uterus) କୁହାଯାଏ । +ଲକ୍ଷଣ +ଯଦି ଯୋନି ବାହାରକୁ ଯୋନିଦ୍ଵାର ଦେଇ ଗର୍ଭାଶୟର କୌଣସି ଜିନିଷ ବାହାରକୁ ବାହାରି ଦେଖାଯାଏ ତାକୁ ଯୋନିକନ୍ଦ କୁହାଯାଏ । +ଯୋନିଦ୍ଵାର ଭାରୀ ଭାରୀ ଲାଗିବ । +ସହବାସ ସମୟରେ ଯୋନି ମଧ୍ୟରେ ଅସ୍ଵସ୍ତିବୋଧ ହେବା । +କାରଣ +ଗର୍ଭାଶୟ ଉପରେ ଅତ୍ୟଧିକ ଉର୍ଦ୍ଧ୍ଵଚାପ ପଡିଲେ । +ସନ୍ତାନ ଜନ୍ମ ସମୟରେ ସାବଧାନତାର ସହ ସନ୍ତାନ ଜନ୍ମ କଲେ ବା ଟଣାଓଟରା କଲେ । +ବହୁତ ସନ୍ତାନ ଲାଗି ଲାଗି ଜନ୍ମ ହେଲେ । +ଗର୍ଭାଶୟର ମାଂସପେଶୀ ଶିଥିଳ ହେଲେ । +ସନ୍ତାନ ଜନ୍ମ ପରେ ସଙ୍ଗେ ସଙ୍ଗେ ଅତ୍ୟଧିକ ସହବାସ କଲେ । +ସନ୍ତାନ ଜନ୍ମ ପରେ ଅତ୍ୟଧିକ ଭାରୋତ୍ତଳନଜନିତ ପରିଶ୍ରମ କଲେ । +ଗର୍ଭାଶୟରେ ସଂକ୍ରମଣ ହେଲେ । +ଚିକିତ୍ସା +ଉପରୋକ୍ତ କାରଣଗୁଡିକ ନିଷେଧ ବା ବର୍ଜ୍ୟ । +ଚିକିତ୍ସା ସମୟରେ ସହବାସ ନିଷେଧ । +ଗର୍ଭାଶୟରେ ଯେଉଁ ଅଂସ ବାହାରକୁ ବାହାରି ଦେଖାଯାଉଥିବା ସେ ଅଂଶକୁ ପେଲି ତା ସ୍ଥାନରେ ରାଖୀ ବା ଡାକ୍ତରଙ୍କ ଦ୍ଵାରା ସ୍ଵ- ସ୍ଥାନରେ ସ୍ଥାପନ କରି ନିମ୍ନୋକ୍ତ ଔଷଧଗୁଡିକ ପ୍ରୟୋଗ ବିଧେୟ ଓ ବେସୀ ଓଜନ ଥିବା ଜିନିଷ ଉଠାଇବା ଅନୁଚିତ । +ଝାଡା ସଫା ଔଷଧ ଖାଇବେ ଅର୍ଥାତ୍ ଅମୃତଭଣ୍ଡା ଆଦି ପାରିବା ବେଶିଖାଇବେ । +ରାତ୍ରିଭୋଜନରେ ରୋଟିକୁ ଧୋଇ କରି ଖାଇବା ଉଚିତ । +ସର୍ବଦା ବସିବା । +ମସଲା ଓ ଗରିଷ୍ଠ ଖାଦ୍ୟ ଖଟା ପଖାଳ ଆଦି ନିଷେଧ । +ତୁଟୁକା ଚିକିତ୍ସା +ଲାଜକୁଳି ଲତାର ଚେର ଓ ପ୍ରତିକୁ ବାଟି ସେଥିରେ ଖଇବ 2 ଗ୍ରାମ୍ମିଶାଇ ଯୋନିଦ୍ଵାରରେ ଓ ଭିତରେ ରଖି ପିନ୍ଧିବେ । +ଲାଜକୁଳି ଭତାର ଚେର ଏବଂ ଅଶ୍ଵଗନ୍ଧା ସମଭାଗ ନେଇ ଛାଚି ଯୋନିରେ ଧାରଣ କରିବେ । +ଦୂର ଘାସ ଲାଜକୁଳି ଲତାର ଚେର ବେଲପତ୍ର ମୁଠା ସମଭାଗ ନେଇ ଛେଚି ମଣ୍ଡ କରି ଯୋନିଦ୍ଵାରରେ ଧାରଣ କରିବେ । +ଔଷଧ +ସୋମଘୁତ ବା କୁମାର କଳ୍ପଦ୍ରୁମ ଘୁତ ଧାରଣ କରିବ ଓ ଯୋନିରେ ମାଲିସ କରିବ । +ମେଥିମୋଦକ ୫ ଗ୍ରାମ୍ ବା ୧ ଚାମଚ ଲେଖାଏଁ ଉଷୁମ ଜଳରେ ଦିନକୁ ୨ ଥର । +ଦଶମୁଲାରିଷ୍ଟ ୩ ଚାମଚ ଲେଖାଏଁ ଦିନକୁ ଥର । -- GitLab