From 06d1d980c09c5b2683b37781eb5fc4c043efba1e Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:57:03 +0530 Subject: [PATCH] Upload New File --- .../vikashpedia_health_odia196.txt | 21 +++++++++++++++++++ 1 file changed, 21 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia196.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia196.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia196.txt new file mode 100644 index 0000000..5270617 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia196.txt @@ -0,0 +1,21 @@ +ହାର୍ଟ ରୋଗର ଚିକିତ୍ସା କରିବ ମେସିନ +ଇଂଟେଲିଜେନ୍ସ ଟେକନିକ୍ +ଚିକିତ୍ସକ ଏବେ ହୃଦୟ ସମ୍ବନ୍ଧୀୟ ରୋଗରୁ ନେଇ କ୍ୟାନସର ଯାଏ , ସବୁ ରୋଗର ସଠିକ୍ ଚିକିତ୍ସାକରିପାରିବେ । +ଏହା କେବଳ ସମ୍ଭବ ହୋଇପାରିବ ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଟେକନିକ୍ ଦ୍ୱାରା । +ଡାକ୍ତରମାନେ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣିବାକୁ ହାର୍ଟବିଟର ଯାଂଚ କରିଥାନ୍ତି । +ଅନୁଭବୀ ଡାକ୍ତର ମଧ୍ୟ ରୋଗକୁ ଜାଣିପାରିନଥାନ୍ତି । +ଅନେକ ଥର ଦେଖାଯାଏ ରୋଗୀକୁ ସୁସ୍ଥ ଥିବା ଆଶ୍ୱାସନା ଦେଇ ଘରକୁ ପଠାଇଦେଇଥାନ୍ତି । +ପୁଣି ଅନାବଶ୍ୟକ ରୂପରେ ସର୍ଜରୀ ପାଇଁ କୁହାଯାଇଥାଏ । +ବ୍ରିଟେନର ବୈଜ୍ଞାନିକମାନେ ଏମିତି ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଟେକନିକକୁ ବିକଶିତ କରିଛନ୍ତି । +ଯାହା ହୃଦୟ ରୋଗର ଶୀଘ୍ର ଏବଂ ସଠିକ୍ ରୂପରେ ପତ୍ତା କରିପାରେ ସକ୍ଷମ ହେବ । +ଏଆଇ ଟେକନିକ୍ ସ୍କାନ୍ ରେ ଦେଖାଯାଉଥିବା ଏହି ଛୋଟ ସୂଚନାଗୁଡିକ ମଧ୍ୟ ପତ୍ତା ଲଗାଇଥାଏ । +ଯାହାକୁ ଡାକ୍ତରମାନେ ଦେଖିପାରିନଥାନ୍ତି । +ଯାଂଚ ପରେ ସିଷ୍ଟମ ଏହା ବି ଜଣାଯେ ରୋଗକୁ ହୃଦଘାତର ସମସ୍ୟା ଅଛି ନା ନାହିଁ । +ହୃଦୟର ସ୍କାନ୍ +ବ୍ରିଟେନର ରାଡକ୍ଲିଫ୍ ହସ୍ପିଟାଲରେ ବିକଶିତ କରାଯାଇଥିବା ଅଲଟ୍ରୋମିକ୍ସ ନାମକ ଏହି ସିଷ୍ଟମକୁ ଏକ ହଜାର ରୋଗୀଙ୍କ ଠାରେ ପ୍ରୟୋଗ କରାଯାଇଥିଲା । +ସେମାନଙ୍କର ହୃଦୟର ସ୍କାନ୍ କରି ରୋଗ ବିଷୟରେ ଜାଣିବାର ପ୍ରୟାସ କରାଯାଇଥିଲା । +ଏହି ସବୁ ରୋଗୀଙ୍କ ଚିକିତ୍ସା ଚିକିତ୍ସକ ପ୍ରଫେସର ପାଉଲ ଲିଜନ କରିଥିଲେ । +ପ୍ରୟୋଗରେ ଏଆଇ ସିଷ୍ଟମ ଲିଜନଙ୍କ ଠାରୁ ଭଲ ପ୍ରଦର୍ଶନ କରିଥିଲା । +ବ୍ରିଟେନର ଏକ ଷ୍ଟାଟଅପ୍ , ଫୁସଫୁସରେ କ୍ୟାନସରର ପତ୍ତା ଲଗାଇବା ପାଇଁ ମଧ୍ୟ ଏଆଇଂ ସିଷ୍ଟମ ତିଆରି କରିଥିଲେ । +ଏହା କୋଷିକାମାନଙ୍କ ସମୁହ Nodules ର ଯାଂଚ କରିଥାଏ । +ପୁଣି ଏହା ମଧ୍ୟ ଦର୍ଶାଇଥାଏ ଯେ ଏହି Nodules ଆଗକୁ କ୍ୟାନସରର ରୂପ ନେବ ନା ନାହିଁ । -- GitLab