From 3665ac366267f1d5627fbd2b4cb80e39bcc19872 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:00:29 +0530 Subject: [PATCH] Upload New File --- .../vikashpedia_health_odia214.txt | 24 +++++++++++++++++++ 1 file changed, 24 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia214.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia214.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia214.txt new file mode 100644 index 0000000..319b161 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia214.txt @@ -0,0 +1,24 @@ +ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (NUHM) +ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମ୍ବନ୍ଧରେ +ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ଅଂଶ ଭାବରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନକୁ କ୍ୟାବିନେଟରେ ୨୦୧୩, ୧ ତାରିଖରେ ସ୍ଵୀକୃତି ଦିଆଗଲା । +ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ । +ଗରିବ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖିରେ ରଖି ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । +ବସ୍ତି ଅଞ୍ଚଳରେ ରହୁଥିବା ଲୋକ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଯୋଜନା ଯେପରି ପାନୀୟ ଜଳ, ପରିଷ୍କାର ପରିଚ୍ଛନ୍ନ, ସ୍କୁଲ ଶିକ୍ଷା ଇତ୍ୟାଦି । +ଏହା ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା କାର୍ଯ୍ୟ କରେ । +NUHM ସମସ୍ତ ରାଜ୍ୟ ରାଜଧାନୀରେ କାର୍ଯ୍ୟ କରେ । +୫୦,୦୦ରୁ ଅଧିକ ଲୋକସଂଖ୍ୟା ଥିବା ସହରରେ ଏହା କାର୍ଯ୍ୟ କରେ । +NUHM ଲକ୍ଷ୍ୟ +ଦରକାର ଥିବା ସହରରେ ଗରିବ, ଅବହେଳିତ ଲୋକ ମାନଙ୍କ ପାଇଁ ଏହା କାର୍ଯ୍ୟ କରେ । +ଦ୍ରୁତଗତିରେ ବଢୁଥିବା ସହରାଞ୍ଚଳ ଜନସଂଖ୍ୟାଙ୍କର ସଂଖ୍ୟା ପାଇଁ NUHM ଗଠନ ଓ ପରିଚାଳନା କରାଇବା । +ଗୋଷ୍ଠୀର ସହଭାଗିତା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଯୋଜନା, ତଦାରଖ ଇତ୍ୟାଦି କରିବା । +ସହରାଞ୍ଚଳ ଗରିବ ଲୋକଙ୍କୁ ଦରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇବା । +NGOଙ୍କ ସହ ସହଭାଗିତା କରି ସ୍ୱାସ୍ଥ୍ୟ ସେବା ଯୋଗାଇବା । +କାର୍ଯ୍ୟକ୍ରମ ପାଇଁ NUHMର ଫ୍ରେମୱାର୍କ +ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ NUHM, NHM ଅଧିନରେ ଗଠନ କରାଗଲା । +ମୁନିସିପାଲଟି କର୍ପୋରେସନ, ମୁନିସପାଲଟି ବିଜ୍ଞପତି ଅଞ୍ଚଳ, କମିଟି ଏବଂ ସହର ପଞ୍ଚାୟତ ଇତ୍ୟାଦି ମିଳିମିଶି ସହରାଞ୍ଚଳ ସ୍ୱାସ୍ଥ୍ୟ ପାଇଁ ଯୋଜନା ତିଆରି କରନ୍ତି । +NUHM ଅଞ୍ଚଳ +NUHM ସମସ୍ତ ରାଜ୍ୟ ରାଜଧାନୀ ଜିଲ୍ଲା ମୁଖ୍ୟାଳୟ ଏବଂ ସହର/ଟାଉନ ଯାହାର ଲୋକ ସଂଖ୍ୟା ୫୦,୦୦୦ରୁ ଅଧିକ । +ପ୍ରାଥମିକ ସ୍ତରରେ ଏହା ବସ୍ତି ଅଞ୍ଚଳ ଏବଂ ଅବହେଳିତ ଗୋଷ୍ଠୀ ଯେପରି ରିକ୍ସା ଚାଳକ, ଫୁଟପାଥ ବିକାଳି, ରେଲୱେ, ବସ କୁଲି, ଘରନଥିବା ଲୋକ, ରାସ୍ତାକଡ଼ର ଶିଶୁ, ନିର୍ମାଣ ଯାଗାର କର୍ମଚାରୀ । +ରାଶି ବଣ୍ଟନ +କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଶି ୭୫ : ୨୫ ହିସାବରେ ଖର୍ଚ୍ଚ କରାଯାଏ । +ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସିକିମ, ଜାମ୍ମୁ କାଶ୍ମୀର, ହିମାଞ୍ଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ମାନଙ୍କରେ କେନ୍ଦ୍ର ଓ ରାଜ୍ୟ ରାଶି ୯୦ : ୧୦ ହିସାବରେ ଖର୍ଚ୍ଚ କରାଯାଏ । -- GitLab