From 69d50222a82422b69e44977e9302dcdfecdbae7c Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:12:07 +0530 Subject: [PATCH] Upload New File --- .../vikashpedia_health_odia31.txt | 56 +++++++++++++++++++ 1 file changed, 56 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia31.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia31.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia31.txt new file mode 100644 index 0000000..fa23c21 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia31.txt @@ -0,0 +1,56 @@ +ଏକଜିମାର ଆୟୁର୍ବେଦିକ ଚିକିତ୍ସା +ଏକଜିମା +ଏକଜିମା ଏକ ପ୍ରକାର ଚର୍ମ ରୋଗ । +ଏହି ରୋଗ ଡର୍ମାଟାଇଟିସ୍ ନାଁରେ ବି ପରିଚିତ । +ଶରୀରରେ ଯେଉଁସ୍ଥାନରେ ଏକଜିମା ହୋଇଥାଏ ସେହି ଜାଗାଟି ସର୍ବଦା ଶୁଷ୍କ ରହିଥାଏ । +ସେହି ସ୍ଥାନଟିକୁ ବାରମ୍ବାର କୁଣ୍ଡାଇବାକୁ ଇଚ୍ଛା ହୁଏ । +ପୁଣି ଅଧିକ କୁଣ୍ଡାଇ ଦେଲେ ସେହି ଜାଗାରୁ ରକ୍ତ ବାହାରିଥାଏ । +ଫଳରେ ଉକ୍ତ ସ୍ଥାନରେ ଚର୍ମର ବାହ୍ୟ ଅଂଶ ସୁରକ୍ଷିତ ରହେ ନାହିଁ । +ଆଉ ରୋଗଜୀବାଣୁ ଏହି ବାଟ ଦେଇ ଶରୀର ଭିତରକୁ ପଶିବା ସହଜ ହୋଇଯାଏ । +ମୁଖ୍ୟତଃ ରକ୍ତ ଅପରିଷ୍କାର ରହିଲେ ବା ରକ୍ତ ଜନିତ ସମସ୍ୟାରୁ ଏକଜିମା ହୋଇଥାଏ । +ଠିକ୍ ସମୟେର ଚିକିତ୍ସା ନକଲେ ଏହା ଶରୀର ବ୍ୟାପି ଯାଏ । +ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏକଜିମା ହୋଇପାରେ । +ତେବେ କିଛି ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ଏହି ରୋଗର ଲକ୍ଷଣକୁ ହ୍ରାସ କରାଯାଇପାରିବ । +ଚନ୍ଦନ, ନିମ୍ବ ପତ୍ର, ହରଡ଼ ଓ ହଳଦି ଆଦି ଭଳି ଘରେ ସହଜେରେ ଉପଲବ୍ଧ ହେଉଥିବା ଜିନିଷଗୁଡ଼ିକ ଏକଜିମା ପାଇଁ ଭାରି ଉପାଦେୟ ହୋଇଥାଏ । +ଯେଉଁମାନଙ୍କର ଏକଜିମା ହୋଇଛି ସେମାନେ ପ୍ରତିଦିନ ସାଫିରୁ ଦୁଇ ଚାମଚ ଲେଖାଏଁ ପିଇଲେ ଏହି ରୋଗରୁ ବହୁ ମାତ୍ରାରେ ଠିକ୍ ହୋଇଯାଇଥାଏ । +ସାଫି ହେଉଛି ଏକ ବହୁ ପ୍ରଚଳିତ ଆର୍ୟୁବେଦିକ ଔଷଧ । +ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ । +ସେହିପରି ଗୋଟିଏ ଚାମଚ ଚନ୍ଦନରେ କର୍ପୁର ମିଶାଇ ଏକଜିମା ହୋଇଥିବା ସ୍ଥାନରେ ଲଗାଇଲେ ବହୁ ଆରାମ ମିଳେ ଓ ଅନେକାଂଶେର ଏକଜିମା ଭଲ ହୋଇଥାଏ ଏବଂ ଉକ୍ତ ସ୍ଥାନଟି ଶୁଷ୍କ ଜଣାପଡ଼େ ନାହିଁ । +କଅଁଳିଆ ନିମ୍ବ ପତ୍ରକୁ ବାଟି ତା’ର ରସେର ଅଳ୍ପ ମିଶ୍ରି ପକାଇ ପ୍ରତିଦିନ ପିଇଲେ ରକ୍ତ ସଫା ରହେ ଓ ଏକଜିମା ଭଲ ହେବାକୁ ଲାଗେ । +ଚାରୋଟି ହରଡ଼କୁ ଗୋ-ମୂତ୍ରରେ ମିଶାଇ ବାଟି ପ୍ରଲେପ ତିଆରି କରନ୍ତୁ । +ଏହାକୁ ଦିନରେ ତିନି ଥର ଏକଜିମା ହୋଇଥିବା ସ୍ଥାନରେ ଲଗାନ୍ତୁ । +ଏଥିରୁ ବହୁତ ଫାଇଦା ମିଳିବ । +କ’ଣ ଖାଇବେ ଓ କ’ଣ ନଖାଇବେ +ସେହିପରି ଏକଜିମା ହୋଇଥିବା ବ୍ୟକ୍ତିମାନେ ଖାଇବା ପିଇବା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ୍ । +ବିଶେଷ କରି ସେମାନଙ୍କୁ କିଛି ଖାଦ୍ୟ ନଖାଇବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । +ଦହି ଓ ଖଟାରୁ ଦୂରେଇ ରହିବାକୁ ହେବ । +ତେବେ କଲରା ଓ ନିମ୍ବ ଫୁଲ ଖାଇଲେ ଭଲ । +ଶୁଦ୍ଧ ହଳଦୀ ଏକଜିମା ପାଇଁ ଭାରି ଭଲ । +ଏହାକୁ ବାଟି ଏକଜିମା ସ୍ଥାନରେ ଲଗାଇଲେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । +ସେହିପରି କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ଆହୁରି ଭଲ । +ତରଭୁଜ, ଗାଜର ଆଦି ଖାଇଲେ ଏକଜିମା ପାଇଁ ବହୁ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । +ପ୍ରଚୁର ପାଣି ବି ପଇଲେ ଭଲ । +ସେହିପରି ଏକଜିମା ହୋଇଥିବା ବ୍ୟକ୍ତିମାନେ ଖାଇବା ପିଇବା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ୍ । +ବିଶେଷ କରି ସେମାନଙ୍କୁ କିଛି ଖାଦ୍ୟ ନଖାଇବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । +ଦହି ଓ ଖଟାରୁ ଦୂରେଇ ରହିବାକୁ ହେବ । +ତେବେ କଲରା ଓ ନିମ୍ବ ଫୁଲ ଖାଇଲେ ଭଲ । +ଶୁଦ୍ଧ ହଳଦୀ ଏକଜିମା ପାଇଁ ଭାରି ଭଲ । +ଏହାକୁ ବାଟି ଏକଜିମା ସ୍ଥାନରେ ଲଗାଇଲେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । +ସେହିପରି କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ଆହୁରି ଭଲ । +ତରଭୁଜ, ଗାଜର ଆଦି ଖାଇଲେ ଏକଜିମା ପାଇଁ ବହୁ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । +ପ୍ରଚୁର ପାଣି ବି ପଇଲେ ଭଲ । +ଏକଜିମା ଡର୍ମାଟାଇଟିସ୍ ନାଁରେ ପରିଚିତ । +ଏହା ଏକ ପ୍ରକାର ଚର୍ମ ରୋଗ । +ଶରୀରରେ ଯେଉଁ ସ୍ଥାନରେ ଏକଜିମା ହୋଇଥାଏ ସେହି ଜାଗାଟି ସର୍ବଦା ଶୁଷ୍କ ରହିଥାଏ । +ସେହି ସ୍ଥାନଟିକୁ ବାରମ୍ବାର କୁଣ୍ଡାଇବାକୁ ଇଚ୍ଛା ହୁଏ । +ପୁଣି ଅଧିକ କୁଣ୍ଡାଇ ଦେଲେ ସେହି ଜାଗାରୁ ରକ୍ତ ବାହାରିଥାଏ । +ଫଳରେ ଉକ୍ତ ସ୍ଥାନରେ ଚର୍ମର ବାହ୍ୟ ଅଂଶ ସୁରକ୍ଷିତ ରହେ ନାହିଁ । +ଆଉ ରୋଗଜୀବାଣୁ ଏହି ବାଟ ଦେଇ ଶରୀର ଭିତରକୁ ପଶିବା ସହଜ ହୋଇଯାଏ । +ମୁଖ୍ୟତଃ ରକ୍ତ ଅପରିଷ୍କାର ରହିଲେ ବା ରକ୍ତ ଜନିତ ସମସ୍ୟାରୁ ଏକଜିମା ହୋଇଥାଏ । +ଠିକ୍ ସମୟର ଚିକିତ୍ସା ନକଲେ ଏହା ଶରୀର ବ୍ୟାପି ଯାଏ । +ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏକଜିମା ହୋଇପାରେ । +ତେବେ କିଛି ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ଏହି ରୋଗର ଲକ୍ଷଣକୁ ହ୍ରାସ କରାଯାଇପାରିବ । +ଚନ୍ଦନ, ନିମ୍ବ ପତ୍ର, ହରଡ଼ ଓ ହଳଦି ଆଦି ଭଳି ଘରେ ସହଜରେ ଉପଲବ୍ଧ ହେଉଥିବା ଜିନିଷଗୁଡ଼ିକ ଏକଜିମା ପାଇଁ ଖୁବ ଉପାଦେୟ ହୋଇଥାଏ । +ଯେଉଁମାନଙ୍କର ଏକଜିମା ହୋଇଛି ସେମାନେ ପ୍ରତିଦିନ ସାଫିରୁ ଦୁଇ ଚାମଚ ଲେଖାଏଁ ପିଇଲେ ଏହି ରୋଗରୁ ବହୁ ମାତ୍ରାରେ ଠିକ୍ ହୋଇଯାଇଥାଏ । +ସାଫି ହେଉଛି ଏକ ବହୁ ପ୍ରଚଳିତ ଆର୍ୟୁବେଦିକ ଔଷଧ । +ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ । -- GitLab