diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia28.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia28.txt new file mode 100644 index 0000000000000000000000000000000000000000..1410e9eafe813240f143643713c6d198106ec8e8 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia28.txt @@ -0,0 +1,17 @@ +ଇ – ଚକର – ଇ-ଚରକ ହର୍ବ, ଆରୋମାଟିକ, କଞ୍ଚାମାଲ ଓ ଜ୍ଞାନ +ଔଷଧିୟ ବୃକ୍ଷର ଯୋଗାଣ ଚେନ +ଇଚକର ହେଉଛି ଔଷଧିୟ ବୃକ୍ଷର ଏକ ଯୋଗାଣ ଚେନ । +ଔଷଧୀୟ ବୃକ୍ଷ ପାଇଁ ଏହା ଏକ ଜ୍ଞାନଷ୍ଟପ ପ୍ରକୃତ ପ୍ରଦର୍ଶିତ ସ୍ଥାନ । +କେବଳ ଔଷଧୀୟ ବୃକ୍ଷ ନୁହେଁ ବରଂ ଏହାକୁ ସମ୍ବନ୍ଧିତ କରୁଥିବା ପଦାର୍ଥ, ସେବା, ବଜାର, ଜ୍ଞାନ ସମ୍ବନ୍ଧୀୟ ସମ୍ବଳ ଇତ୍ୟାଦି ପ୍ରଦର୍ଶିତ ହୁଏ । +ଏହା ଏକ ବହୁଭାଷୀ ମୋବାଇଲ ଆପ୍ଲିକେସନ ଯାହାକୁ ଯେତେବେଳେ, ଯେଉଁଠାରେ ବ୍ୟବହାର କରିହେବ । +ଏହି ପ୍ଲାଟଫର୍ମରେ କୃଷକ, କୋ – ଅପରେଟିଭ ଉତ୍ପାଦନ କମ୍ପାନି, ସେବାଯୋଗାଣକାରୀ, ବିଶେଷଜ୍ଞ ଇନପୁଟ ଏଜେନ୍ସି, ପ୍ରୋସେସିଙ୍ଗ କେନ୍ଦ୍ର, ଛୋଟ ବ୍ୟବସାୟୀ ଇତ୍ୟାଦି । +ପ୍ରୟୋଗର ବୈଶିଷ୍ଟ୍ୟ +ମୋବାଇଲରେ ସେବା ଉପଲବଧ । +ସ୍ଥାନୀୟ ଭାଷାର ସହାୟତା – ଇଂରେଜୀ ଛଡା ୫ଟି ଭାରତୀୟ ଭାଷାରେ ଉପଲବଧ । +ଜିଲ୍ଲାରେ ସୁବିଧା ପାଇଁ ତୃତୀୟ ପକ୍ଷ ସହିତ କାର୍ଯ୍ୟ । +ଉତ୍ପାଦ କ୍ୟଟେଗାରି ମେଡଲ । +ଆଡଭାନସ ସର୍ଚ୍ଚ ଅପରେସନ । +ଆଲୋଚନା ଦ୍ଵାରା ସମସ୍ତ ବିଷୟ ସ୍ଥିର କରିବା । +ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ଅନେକ ପ୍ରକାର ଚ୍ୟାନେଲ କାର୍ଯ୍ୟକରେ । +ପଦାର୍ଥକୁ ପ୍ରୋତ୍ସାହନ ପାଇଁ ଇ – ନିଉଜଲେଟର । +ଇ ଚରକ ହେଉଛି ଜାତୀୟ ଔଷଧୀୟ ବୋର୍ଡ (NMPB), ଆୟୁଷ ମନ୍ତ୍ରଣାଳୟ, ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନସ କମ୍ପ୍ୟୁଟିଙ୍ଗ ହାଇଦ୍ରାବାଦର ମିଳିତ ପ୍ରକଳ୍ପ ।