From b37989814dae4d6478a4018cd857748551de0423 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:38:06 +0530 Subject: [PATCH] Upload New File --- .../vikashpedia_health_odia126.txt | 38 +++++++++++++++++++ 1 file changed, 38 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia126.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia126.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia126.txt new file mode 100644 index 0000000..aa0cdc5 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia126.txt @@ -0,0 +1,38 @@ +ଆହାର +ଆହାର +ସ୍ୱାସ୍ଥ୍ୟରକ୍ଷାର ପ୍ରଥମ ଆୟୁଧ ହେଉଛି ଆହାର । +ଆହାର କାରଣରୁ ଶରୀରର ଆକାର ବୃଦ୍ଧି ପାଇଥାଏ । +ଏଥିରୁ ସ୍ୱାସ୍ଥ୍ୟ ନିର୍ଦ୍ଧାରଣ ହୋଇଥାଏ । +ସର୍ବଦା ସୁଷମ ଖାଦ୍ୟ ଉପରେ ନିର୍ଭର କରିବା ଆବଶ୍ୟକ । + ତେଣୁ ଖାଦ୍ୟ ଗ୍ରହଣ ସମୟରେ ଯଥେଷ୍ଟ ସାବଧାନତା +ଅବଲମ୍ବନ କରିବା ଆବଶ୍ୟକ +ଖାଦ୍ୟ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇ ଅଳ୍ପ । +ବିଶୁଦ୍ଧ ଜଳ ଖାଦ୍ୟ ଗ୍ରହଣ ସୁଗମ ପାଇଁ ଆଚମନ କରିବା ଉଚିତ । +ନିୟମ ଅନୁସାରେ, ସୁଷମ ଖାଦ୍ୟ ନିୟମିତ ଗ୍ରହଣ କରିବା ଉଚିତ । +କ୍ଷୁଧା ଅନୁରୂପ ପେଟ ଭରା ନଖାଇ କମଖାଦ୍ୟ ଗ୍ରହଣକରିବା ଶରୀର ପାଇଁ ଭଲ । +ନିୟମିତ ତନ୍ତୁଯୁକ୍ତ ଖାଦ୍ୟ ଯଥା: ଶାଗ, ଫଳ, ସାଲାଡ, ଡାଲି, ପନିପରିବା ଜାତୀୟ ଶାକାହାରୀ ଖାଦ୍ୟଗ୍ରହଣ କରିବା ଉଚିତ । +ଶାଗ ଜାତୀୟ ଖାଦ୍ୟ ମୁହଁର ଲୋଚାପଣ ଦୂର କରିବା ସହ ଦୃଷ୍ଟିଶକ୍ତି ବଢାଏ । +ଚା ଓ କଫି ନ ପିଇବା ଭଲ । +ଦୀର୍ଘଦିନ ଏହାକୁ ପିଇଲେ ଯକୃତରେ ହାନି ପହଞ୍ଚାଏ । +ଏଥିଯୋଗୁଁ ସ୍ନାୟବିକ ଦୁର୍ବଳତା ସୃଷ୍ଟି ହୋଇଥାଏ । +ସକାଳେ ଚା’ ପରିବର୍ତ୍ତେ ଗରମ ପାଣି ପିଇବା ଭଲ । +ଚିନି ଓ ଲୁଣ ଯେତେଦୂର ସମ୍ଭବ କମ୍ ଗ୍ରହଣ କରିବା ଉଚିତ । +ଧୂଆଁ ପତ୍ର ସେବନ, ଧୂମପାନ, ମଦ୍ୟପାନ ବା ଯେକୌଣସି ନିଶାଦ୍ରବ୍ୟ ସମ୍ପୁର୍ଣ୍ଣ ପରିହାର ବିଧେୟ । +ବିଶୁଦ୍ଧ ଜଳ ବା ଫୁଟାଯାଇଥିବା ପାଣି ଆବଶ୍ୟକ ମାତ୍ରାରେ ପିଇବା ଉଚିତ । +ବ୍ୟକ୍ତିଗତ ଅବସ୍ମାକୁ ବିଚାର କରି ମାସରେ ଥରେ ସଜଳା ନିର୍ଜଳା ସଫଳ ଉପବାସ କରିବା ଉଚିତ । +ପ୍ରତ୍ୟହ ଗଜାମୁଗ, ଗଜା ବିରି, ଗଜାମେଥି, ଗଜାସୋୟାବିନ ଓ ଗଜାଗହମ ଗ୍ରହଣ କରିବା ଭଲ । +ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟଏବଂ ମସଲା । +ଜାତୀୟ ଖାଦ୍ୟ ଅତ୍ୟଧିକ ସେବନ ହୃଦୟ ପାଇଁ କ୍ଷତିକାରକ । +ତେଣୁ ମାତ୍ରାଧ୍ୟକତାକୁ ନିୟନ୍ତ୍ରଣ କରିବା ଉଚିତ । +ଫାଷ୍ଟଫୁଡ, ଜଙ୍କଫୁଡ, ବାସି ଖାଦ୍ୟ ନ ଖାଇବା ଭଲ । +ପ୍ରତ୍ୟେକ ଦିନ ଖାଦ୍ୟରେ କଦଳୀ, କମଳା, ଲେମ୍ବୁ, ସେଓ, ଡାଳିମ୍ବା, ଅଁଳା ଆଦି ଋତୁକାଳୀନ ଫଳ ସେବନ କରିବାଉଚିତ । +କାର୍ବାଇଟ ଦ୍ଵାରା ପାଚିଥିବା ଫଳ ନଖାଇବା ଭଲ । +ଖାଦ୍ୟରେ ସଂଶ୍ଳେଷିତ ରଙ୍ଗ ଓ ସୁବାସିତ ଦ୍ରବ୍ୟ ବ୍ୟବହାର ନକରି ସାଧାରଣ ହଳଦୀ, ତେଜପତ୍ର, କେଶର, ଅଳେଇଚ, ଗୁଜୁରାତି, ହିଙ୍ଗୁ, ଜାଇତ୍ରି, ଜାଇଫଳ, ଡାଲଚିନି, ଲବଙ୍ଗ, ଭୁରସୁଙ୍ଗା ପତ୍ର, ଧନିଆଁ ପତ୍ର, ପୋଦିନା ପତ୍ର ଆଦି ପରି ପ୍ରାକୃତିକ ଦ୍ରବ୍ୟର ସୁବାସକୁ ଉପଯୋଗ କରିବା ଉଚିତା +ତେଲଜାତୀୟ ଖାଦ୍ୟର ପରିମାଣ ଯେତେ କମ୍ ହେବ ଭଲ । +ମଝିରେ ମଝିରେ ରାନ୍ଧିବା ତେଲ ଗ୍ରହଣରେ ପରିବର୍ତ୍ତନ କଲେ ଶରୀର ଆବଶ୍ୟକୀୟ ପୋଷକତତ୍ତ୍ବ ପାଇପାରିଥାଏ । +ପୂର୍ବରୁ ଗ୍ରହଣ କରିଥିବା ଖାଦ୍ୟ ହଜମ ହୋଇନଥିଲେ, ପୁନଃ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । +କାରଣ ଏହା ଖାଦ୍ୟର ଆମାବସ୍ଥା ସୃଷ୍ଟିକରି ସମସ୍ତ ରୋଗର କାରଣ ହୁଏ । +ସେହିପରି କ୍ଷୁଧା ସମୟରେ ଖାଦ୍ୟ ଗ୍ରହଣ ନକରିବା ସ୍ଵାସ୍ଥ୍ୟପାଇଁ ଅନୁକୂଳ । +କ୍ଷୁଧା ନଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ଆୟୁର୍ବେଦରେ କ୍ରମବିରୁଦ୍ଧ ଆହାର କହନ୍ତି । +ଏହିପରି ଅନେକ ବିରୁଦ୍ଧ ଆହାର ବିଷୟରେ ଦୃଷ୍ଟାନ୍ତ ରହିଛି । +ଯଥା- ମହୁକୁ ଉଷୁମ କରି ସେବନ, କଂସାପାତ୍ରରେ ଅନେକ ଦିନ ଧରିଥିବା ଘିଅ ସେବନ, ମାଛ ଓ କ୍ଷୀର ଏକତ୍ର ସେବନ, ଶୀତଋତୁରେ ଥଣ୍ଡା ପଦାର୍ଥ ଓ ଗ୍ରୀଷ୍ମ ଋତୁରେ ଉଷ୍ଣ, ଖଟା, ରାଗ ପଦାର୍ଥ ସେବନ ଇତ୍ୟାଦି । -- GitLab