diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia88.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia88.txt new file mode 100644 index 0000000000000000000000000000000000000000..10ea5b06dc0b3bc6628f65a685d03cfb9e4857a9 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia88.txt @@ -0,0 +1,36 @@ +ରକ୍ତପ୍ରଦର +ଯୋନି ମଧ୍ୟରୁ ଅତ୍ୟଧିକ ରକ୍ତସ୍ରାବ ରକ୍ତପ୍ରଦର ରୋଗ କୁହାଯାଏ । +ଲକ୍ଷଣ +ଯୋନିରୁ ଅତ୍ୟଧିକ ରକ୍ତସ୍ରାବ ହୁଏ । +ପିଚ୍ଛିଳ ଲାଳଯୁକ୍ତ ଗନ୍ଧଯୁକ୍ତ ରକ୍ତସ୍ରାବ ମଧ୍ୟ କେତେକାଂଶରେ ହୋଇଥାଏ । +ଶରୀର ସେଟା ବା ଧଳା ଦେଖାଯିବା ସହ ଦୁର୍ବଳ ଲାଗେ । +ମାଂସପେଶୀ ଗଣ୍ଠି (joints) ବେଦନା ହୁଏ । +ଶରୀର ଗରମ ରହିଲା ଭଳି ସର୍ବଦା ଅନୁଭୂତ ହୁଏ । +କାରଣ +ଅପରିଷ୍କାର କଣା ଋତୁ ସମୟରେ ବ୍ୟବହାର କଲେ ସଂକ୍ରମଣ ହୋଇଯାଏ । +ଅତି ଉକ୍ଷ୍ମ ଆହାର ଓ ବିହାର କଲେ ହୁଏ । +ରାତ୍ରି ଜାଗରଣ ବା ନିଦ୍ରା ହେଲେ ହୁଏ । +ଅତି ଯୌନସମ୍ପର୍କ ଓ କୌଣସି କାରଣରୁ ଗର୍ଭାଶୟରେ କ୍ଷତ ବା ସଂକ୍ରମଣ ହେଲେ ହୁଏ । +ସର୍ବଦା ଗରମ ସ୍ଥାନରେ କାମ କଲେ ହୁଏ । +ସନ୍ତାନ ଜନ୍ମ ସମୟରେ ବିଶୋଧିକ ଜିନିଷ ବ୍ୟବହାର କଲେ ସଂକ୍ରମଣ ହୋଇ ମଧ୍ୟ ହୋଇଥାଏ । +ଚିକିତ୍ସା +ଉପରୋକ୍ତ କାରଣଗୁଡିକ ବର୍ଜନୀୟ +ଶ୍ଵେତପ୍ରଦରର ସମସ୍ତ ଚିକିତ୍ସା ପରି +ତୁଟୁକା ଚିକିତ୍ସା +ଛେଳି କ୍ଷୀର ଏକ ଲୁହାକୁ ଲାଲ୍ ହେବା ପର୍ଯ୍ୟନ୍ତ ତତାଇ ୧୨ ଥର ବୁଡାଇବ ଓ ସେ କ୍ଷୀରସକାଳ ସନ୍ଧ୍ୟାରେ ପାନ କରିବ । +ଏହିପରି ୧୫ ଦିନ ଛେଳି କ୍ଷୀର ପାନ କରିବ । +ରକ୍ତ ବୃଦ୍ଧି ପାଇଁ । +ଦୂର ରସ ୨ ଚାମଚ ସହ ମୁଠା ରସ ୧ ଚାମଚ ମିଶାଇ ସକାଳ, ସନ୍ଧ୍ୟା, ଖରାବେଳେ ଏହିପରି ଦିନକୁ ୩ ଥର ପାନ କରିବ ରକ୍ତ ବନ୍ଦ ପାଇଁ +କୁକୁଡା ଅଣ୍ଡା ଖୋଳର ଭସ୍ମ ୨ ଗ୍ରାମ ଲେଖାଏଁ ଦିନକୁ ୨ ଥର ମଧୁସହ ପାନ କରିବ । +ଶରୀରକୁ ଥଣ୍ଡା ଚିକିତ୍ସା କରି ଥଣ୍ଡା ରଖିବାକୁ ଚେଷ୍ଟା କରିବ । +ଚାଉଳଧୁଆ ଜଳ ସକାଳ ସନ୍ଧ୍ୟାରେ ପାନ କରିବ । +ଔଷଧ ଚିକିତ୍ସା +ଶ୍ଵେତପ୍ରଦରର ଔଷଧ ଚିକିତ୍ସା ସହ ସମାନ । +(A) ଶୋଣିତାର୍ଗଳ ରସ – ୧ଟି ଲେଖାଏଁ ବଟିକା ଦିନକୁ ୩ ଥର । +ଦୁବରସ- ୨ ଚାମଚ ସହ ରକ୍ତ ବନ୍ଦ ପାଇଁ । +(B) ପ୍ରଦରାନ୍ତ୍ରକ ଲୌହ । +ଚାଉଳଧୁଆ ଜଳ ସହ । +(C) ପୁଷ୍ୟାନୁଗ ଚୂର୍ଣ୍ଣ – ୫ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ । +(D) ବୃହତ୍ ମେଥିମୋଦକ – ୫ ଗ୍ରାମ ଲେଖାଏଁ ଦିନକୁ ୨ ଥର ଉଷୁମ କ୍ଷୀର ସହ । +(E) ଧାତକୀ ସିଝା ଜଳରେ ଗର୍ଭାଶୟ ମୁଖ ଧୌତ କରି ତୈଳ ଲଗାଇବ । +3. ଅସାକାରିଷ୍ଟକ, ଲୌହାସବ, ଚନ୍ଦନାସବ, ଆର୍ତ୍ତବ ସନ୍ଧି କ୍ଵାଥ, ଦଶମୂଳାଋଷ୍ଟ, ଅଶୋକ ଘୃତ ଆଦି ।