From d875d9eb5cf6546d78e1d5b38d5bea8d01f4d36b Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:11:45 +0530 Subject: [PATCH] Upload New File --- .../vikashpedia_health_odia29.txt | 38 +++++++++++++++++++ 1 file changed, 38 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia29.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia29.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia29.txt new file mode 100644 index 0000000..ccd3e76 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia29.txt @@ -0,0 +1,38 @@ +ଉପଦଂଶ +ଉପଦଂଶ ଏକ ସଂକ୍ରାମକ ଅସୁରକ୍ଷିତ ଯୌନ ସମ୍ପର୍କିତ ରୋଗ । +ଏହା ସ୍ତ୍ରୀ ପୁରୁଷ ଏ ସନ୍ତାନକୁ ମଧ୍ୟ ହୋଇଥାଏ । +ଉପଦଂଶ ସଂକ୍ରମିତ ପୁରୁଷ ସ୍ତ୍ରୀ ସହ ଓ ସ୍ତ୍ରୀ ପୁରୁଷ ସହ ଯୌନସମ୍ପର୍କ ରଖିଲେ ହୋଇଥାଏ । +ପୁରୁଷ ସଂକ୍ରମିତ ହୋଇଥିଲେ ଯେତେ ଶୀଘ୍ର ସ୍ତ୍ରୀକୁ ନ ହୁଏ ମାତ୍ର ସ୍ତ୍ରୀ ସଂକ୍ରମଣ ହୋଇଥିଲେ ପଥମଥର ମିଳିନରେ ମଧ୍ୟ ପୁରୁଷକୁ ଉକ୍ତ ରୋଗ ସଂକ୍ରମିତ ହୋଇଥାଏ । +ଲକ୍ଷଣ +ପୁରୁଷ +ବହଳିଆ ସବୁଜଯୁକ୍ତ ଦଳଦିଆ ଗନ୍ଦସ୍ରାବ ଯୌନନେନ୍ଦ୍ରିୟରୁ ହୁଏ । +ପରିସ୍ରା ସମୟରେ ଅତ୍ୟଧିକ କଷ୍ଟ ହୁଏ । +ଲିଙ୍ଗର ଅଗ୍ରଭାସ ଫୁଲିକରି ଦରଜ ଅନୁଭବ ହୁଏ , । +ବେଶି ସ୍ରାବ ହେଲେ ଲିଙ୍ଗର ପାର୍ଶ୍ଵରେ ଥିବା ଗ୍ରନ୍ଥି ଫୁଲିଯାଏ । +Prostategland ଟି ଫୁଲିଯାଏ । +ଶୁକ୍ରନଳୀଟି ଚାପିଲେ ଫୁଲିଳା ଭଳି ଜଣାଯାଏ । +ଗଣ୍ଠିଗୁଡିକ ଦରଜ ରହେ । +ଶରୀର ଅତ୍ୟନ୍ତ ଦୁର୍ବଳ ଲାଗିବା ସହ ବିନ୍ଧା ଓ ଦରଜ ଲାଗେ । +ସମୟ ସମୟରେ ସ୍ଥାନିକ ଜ୍ଵଳନ ହୋଇପାରି ବୋଧହୁଏ । +10. ଉକ୍ତ ଲସା ବାହାରିବା ସମୟରେ ଅତି ପୀଡା ହୁଏ । +ସ୍ତ୍ରୀ +ଯୋନିରୁ ଦୁର୍ଗନ୍ଧଯୁକ୍ତ ସ୍ରାବ ହୁଏ । +ଏଥିରେ ସାଧାରଣତଃ ଗର୍ଭାଶୟ ମୁଖ ( cervix)ଟି ଫୁଲିଥାଏ । +ପରିସ୍ରା ବାରମ୍ବାର ବା କମ୍ ହୁଏ । +ଗ୍ରନ୍ଥି ଗୁଡିକ ପ୍ରାୟ ମୁଖ୍ଯତଃ ଜଂଘ ଗ୍ରନ୍ଥି ( Inguinalgland) ପ୍ରାୟତଃ ଫୁଲିଥାଏ । +ଗଣ୍ଠିଗୁଡିକ ଦରଜ । +ବିନ୍ଧା ବା ଫୁଲିଥାଏ । +ପରିସ୍ରା ନଳୀ ରେ ଫୁଲା ଥାଏ ବା ଦରଜ ଥାଏ । +କ୍ରମଶଃ ଗଣ୍ଠିବିନ୍ଧା ଓ ଦରଜ ହୁଏ । +ଚକ୍ଷୁଗୁଡିକ ଲାଲ ବା ଫୁଲା ରହେ ବା ପାଣି ଗଦେ । +ଶେଷରେ ଉକ୍ତ ରୋଗର ଚିକିତ୍ସା ନ କଲେ କର୍କଟ ମଧ୍ୟ ହୋଇପାରେ । +ଚିକିତ୍ସା +ସଂକ୍ରମିତ ପୁରୁଷ, ସ୍ତ୍ରୀ ଇଭୟ ମିଲନ ନିଷେଧଯେତେ ପର୍ଯ୍ୟନ୍ତ ଉକ୍ତ ସଂକ୍ରମଣ ନ କମିଛି । +ପ୍ରତ୍ଯେକ ଦିନ କିଛି ନିମ୍ବ ଛାଲି ବା ପାତ୍ର ନେଇ ତା’ର ଚାରିଗୁଣ ଜଳ ଦେଇ ନିଆଁରେ ଶିଝାଇବେ । +୧ ଗୁଣ ଜଳ ରହିଲେ ଓହ୍ମାଳ ଛାଣି ସେହି ଜଳରେ ପୁରୁଷର ଳିଙ୍ଗ ଓ ସ୍ତ୍ରୀର ଯାଉନାଙ୍ଗ ଓ ଗର୍ଭାଶୟ ମୁଖ୍ୟ ( Cervix) କୁ ସକାଳ ଓ ସନ୍ଧ୍ୟାରେ ୨ ଥର ଧୌତ କରିବା ଉଚିତ୍ । +ଯୌନେନ୍ଦ୍ରିୟକୁ ବା ଜନନେନ୍ଦ୍ରିୟକୁ ଧୌତ ପରେ ଖାଣ୍ଟି ଗୋଘୁତ – ୧୦୦ ଗ୍ରାମ ନିମ୍ବ ଛାଲି ଗୁଣ୍ଡ – ୫୦ ଗ୍ରାମହଳଦୀ – ୫୦ ଗ୍ରାମ, କାଶୀଶ – ୨୦ ଗ୍ରାମ ଗୁଣ୍ଡକରି ମିଶାଇ ମଲମ ଭଳି ହେଲେ ଳିଙ୍ଗ ଓ ଗର୍ଭାଶୟ ମୁଖ୍ୟରେ ଲଗାଇବେ । +ଆବସ୍ଥିକ ଲକ୍ଷଣକୁ ନେଇ ଚିକିତ୍ସା କରିବା ଉଚିତ୍ । +ଅର୍ଥାତ୍ ଦେହ ଦରଜ ଥିଲେ ଦେହଦରଜ ଔଷଧ ଖାଇବ । +ମୁଣ୍ଡ ବିନ୍ଧା ହେଲେ ମୁଣ୍ଡବିନ୍ଧା ଔଷଧ ଖାଇବ ଇତ୍ୟାଦି । +ନିମ୍ନୋକ୍ତ ଔଷଧକୁ ଉଭୟ ସ୍ତ୍ରୀ ଓ ପୁରୁଷ ପାନ କରିବେ ତଥା ମୈଥୁନ ବର୍ଜନୀୟ ଓ ସର୍ବଦା ସଂକ୍ରମଣରୁ ଦୂରରେ ରହିବା ପାଇଁ ଚେଷ୍ଟିତ ହେବେଯଥା – ଲୁଗାପଟା ପ୍ରତ୍ୟେହ ଗରମ ପାଣିରେ +ଧୌତ କରିବେ ଓ ସର୍ବଦ ସଫା ରହିବାକୁ ଚେଷ୍ଟା କରିବେ । -- GitLab