From 4c5a36ffab2f3d07dcac0b64e2d1d9ad0a47654c Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:28:55 +0530 Subject: [PATCH] Upload New File --- .../vikashpedia_health_odia86.txt | 26 +++++++++++++++++++ 1 file changed, 26 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia86.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia86.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia86.txt new file mode 100644 index 0000000..1ee1b7e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia86.txt @@ -0,0 +1,26 @@ +ଯୌନ ଶକ୍ତି ବଢାଇବାର ୫ ଆୟୁର୍ବେଦୀୟ ଉପଚାର +ଉପକ୍ରମ +ଯୌନ ଶକ୍ତି ବଢାଇବା ପାଇଁ ବିଭିନ୍ନ ଗବେଷଣାମାନ ଚାଲୁ ରହିଛି । +ହେଲେ ଆମ ଭାରତୀୟ ସ୍ୱାସ୍ଥ୍ୟ ବିଜ୍ଞାନରେ ଆୟୁର୍ବେଦରେ ଏପରି ଉପାୟମାନ ଅଛି, ଯାହା ବୈଜ୍ଞାନିକଙ୍କ ଗବେଷଣାକୁ ପଛରେ ପକାଇ ଦେଇଛି । +ଏପରି ୫ଟି ଆୟୁର୍ବେଦୀୟ ଉପଚାର, ଯାହା ଯୌନ ଶକ୍ତି ବଢାଇବାରେ ସାହାୟକ ହେବ । +ଉପଚାର +ତୁଳସୀ +୫ ଗ୍ରାମ୍ ତୁଳସୀ ମଞ୍ଜି ଓ ୩୦ ଗ୍ରାମ୍ ମୁସଲୀ ନେଇ ଚୂର୍ଣ୍ଣ କରନ୍ତୁ । +୬୦ ଗ୍ରାମ୍ ମିଶ୍ରି ଚୂର୍ଣ୍ଣ କରି ଏଥିରେ ମିଶାନ୍ତୁ । +ଏହାକୁ ଏକ ବୋତଲରେ ଭର୍ତ୍ତି କରି ରଖନ୍ତୁ । +ସକାଳ ଓ ସନ୍ଧ୍ୟାରେ ଏହି ଚୂର୍ଣ୍ଣରୁ ୫ ଗ୍ରାମ୍ ଲେଖାଏଁ ଗାଈ କ୍ଷୀରରେ ଖାଆନ୍ତୁ । +ଏହାଦ୍ଵାରା ଯୌନ ଦୁର୍ବଳତା ଦୂର ହେବ । +ରସୁଣ +୨୦୦ ଗ୍ରାମ୍ ରସୁଣକୁ ପେଷ୍ଟ କରି ଏଥିରେ ମହୁ ମିଶାଇ ଏକ ସଫା ବୋତଲରେ ଏହାକୁ ଭର୍ତ୍ତି କରନ୍ତୁ ଓ ବୋତଲ ବନ୍ଦ କରି ୩୧ ଦିନ ପର୍ଯ୍ୟନ୍ତ ରଖନ୍ତୁ । +ଏହା ପରେ ଦିନକୁ ୧୦ ଗ୍ରାମ୍ ଲେଖା ୪୦ ଦିନ ଖାଆନ୍ତୁ । +ଏହାଦ୍ଵାରା ଯୌନ ଶକ୍ତି ବଢିପାରିବ । +ଡାଲଚିନି +ଦୁଇଗ୍ରାମ୍ ଡାଳିଚିନି ଚୂର୍ଣ୍ଣ ସକାଳେ- ସନ୍ଧ୍ୟାରେ କ୍ଷୀରରେ ମିଶାଇ ପିଅନ୍ତୁ । +ଏହାଦ୍ଵାରା ବୀର୍ଯ୍ୟ ବଢିବା ସହିତ ଯୌନ ଦୁର୍ବଳତା ଦୂର ହୋଇଥାଏ । +ଜାଇଫଳ +ଏକ ଗ୍ରାମ୍ ଜାଇଫଳ ଚୂର୍ଣ୍ଣ କରି ସକାଳେ ଥଣ୍ଡା ପାଣିରେ ଖାଆନ୍ତୁ । +କିଛି ଦିନ ପରେ ଯୌନ ଦୁର୍ବଳତା ଦୂର ହେବ । +ଖଜୁରୀ +ଶୀତଦିନେ ସକାଳେ ଦୁଇତିନିଟି ଖଜୁରୀ ଘିଅରେ ଭାଜି ନିୟମିତ ଖାଆନ୍ତୁ । +ଏହାପରେ ଅଳେଇଚ ଚିନି କ୍ଷୀରରେ ମିଶାଇ ଫୁଟାନ୍ତୁ ଏବଂ କିଛି ସମୟ ପରେ ପିଅନ୍ତୁ । +ଏହା ଉତ୍ତମ ଯୌନ ଶକ୍ତି ବର୍ଦ୍ଧକ ଭାବେ କାର୍ଯ୍ୟ କରିବ । -- GitLab