From 51095c55940bf152c9a9c0412f2e2ef5b239bf7e Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:12:35 +0530 Subject: [PATCH] Upload New File --- .../vikashpedia_health_odia33.txt | 43 +++++++++++++++++++ 1 file changed, 43 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia33.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia33.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia33.txt new file mode 100644 index 0000000..13e6145 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia33.txt @@ -0,0 +1,43 @@ +ଏସିଡିଟି ପାଇଁ ଘରୋଇ ଉପଚାର +ଏସିଡିଟି +ବର୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କ ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି । +ଏସିଡ଼ିଟି ଏବଂ ଗ୍ୟାସ ରୋଗ ଅସମୟ ରେ ଖାଇବା ଯୋଗୁ ହୋଇ ଥାଏ । +ପ୍ରଥମେ ପ୍ରଥମେ ଏସିଡ଼ିଟି ହୋଇଥିଲେ , ଏହା ଘରୋଇ ଉପଚାର ଦ୍ଵାରା ଜଲଦି ଭଲ ହୋଇଯିବ । +ଏସିଡ଼ିଟି ବହୁତ ଦିନର ହେଲେ ଏହା ବହୁତ ଅସୁବିଧା କରାଇଥାଏ । +ଏହା ଗୋଟିଏ ସାଧାରଣ ରୋଗ କିନ୍ତୁ ଯଦି ଆମେ ଏହାର ଉପଚାର ନ କରନ୍ତି ଏହା ବହୁତ କଷ୍ଟ ଦେଇ ଥାଏ ଯେପରିକି ମୁଣ୍ଡ ବିନ୍ଧ, ପେଟ ବିନ୍ଧ ଓ ପେଟ ଫୁଲିବା । +ଯଦି ଏହାର ଠିକ ରେ ଯତ୍ନ ନ ନେବା ବେଳେ ବେଳେ ଏସିଡ଼ିଟି ମଧ୍ୟ ମୃତ୍ୟୁ ର କାରଣ ହୋଇ ଥାଏ । +ଏଲୋପାଥିକ ମେଡ଼ିସିନ ଅସ୍ଥାୟୀ ସମାଧାନ ଅଟେ ,ଆମେ ଘରୋଇ ଉପଚାର ରେ ଏସିଡ଼ିଟି ଏବଂ ଗ୍ୟାସ କୁ ସମ୍ପୂର୍ଣ ଭାବେ ଉପଚାର କରି ପାରିବା । +ଏସିଡିଟି ପାଇଁ ଘରୋଇ ଉପଚାର : +ଧ୍ୟାନଦେବା ଉଚିତ : +ସବୁବେଳେ ଚା କଫି ନେବା ବନ୍ଦ କରନ୍ତୁ । +ପ୍ରଚୁର ପାଣି ପିଅନ୍ତୁ । +ଫାଷ୍ଟ ଫୂଡ଼ ଖାଇବା ବନ୍ଦ କରନ୍ତୁ । +କମ କମ ବେଶୀ ଥର ଖାଦ୍ୟ ଗ୍ରହଣ କରନ୍ତୁ । +ତୁଳସୀ ପତ୍ର +ତୁଳସୀ ଗଛ ର ପତ୍ର ଜଲଦୀ ମିଳି ଯାଏ । +ସକାଳୁ ଗାଧୋଇ ୪ ରୁ ୫ ଟା ତୁଳସୀ ପତ୍ର କୁ ଚାବି ତା ସହ କିଛି ପାଣି ପିଅନ୍ତୁ| ଏସିଡ଼ିଟି ପାଇଁ ଏଇଟା ବହୁତ ଭଲ କାମ ଦେବ । +ସବୁଦିନ ତୁଳସୀ ପତ୍ର ଖାଇଲେ ମଧ୍ୟ ଥଣ୍ଡା ଏବଂ କାଶ ହେବନି । +ଜୁଆଣୀ +ଏହା ମଧ୍ୟ ଘରେ ଜଲଦୀ ମିଳି ଯାଏ ଏବଂ ଏସିଡ଼ିଟି ପାଇଁ ବହୁତ ଉପକାରୀ । +କିଛି ପରିମାଣ ର ଜୁଆଣି କୁ ଗୋଟେ କପ ପାଣି ରେ ଫୁଟାନ୍ତୁ ଯେମିତି ସେଇ ଗୋଟେ କପ ଅଧା କପ ହୋଇ ଯିବା । +ଜୁଆଣି କୁ ପାଣି ରୁ ଛାଣି ଥଣ୍ଡା କରି ପିଅନ୍ତୁ । +ଅଁଳା +ଅଁଳା ଏସିଡ଼ିଟି ପାଇଁ ବହୁତ ଭଲ । +ଯଦି ଆପଣଙ୍କର ଏସିଡ଼ିଟି ସବୁଦିନ ବାହାରୁଚି ତା ହେଲେ ସବୁଦିନ କିଛି କଞ୍ଚା ସବୁଜ ଅଁଳା ଖାନ୍ତୁ । +ଯଦି କଞ୍ଚା ଅଁଳା ମିଳୁନି ତା ହେଲେ ସବୁ ଦିନ ସକାଳେ ଖାଲି ପେଟ ରେ ଅଁଳା ଗୁଣ୍ଡ ରେ ପାଣି ମିଶାଇ ପିଅନ୍ତୁ । +ଜିରା +କିଛି ପରିମଣର ଜିରା କୁ ବାଟି ଗୁଣ୍ଡ କରନ୍ତୁ ଏବଂ ଏହାକୁ କଲା ଲୁଣ ସହ ମିଶାଇ ଖାଇଲେ ଏସିଡ଼ିଟିରୁ ସଂଗେ ସଂଗେ ଉପଶମ ମିଳେ +ଜମୁ କୋଳି +ଜାମୁ କୋଳିରେ ବହୁତ ଔଷଧୀୟ ଗୁଣ ଥାଏ | ଏଥିରେ କ୍ଲୋରିନ ,କାଲସିଅମ, ଆଇରନ, ମ୍ୟାଗ୍ନେସିଅମ, ପୋଟାସିଅମ ଏବଂ ଫଲିକ ଏସିଡ । + କିଛି ଜିର କୁ ଗରମ ତାକୁ ଗୁଣ୍ଡ କରନ୍ତୁ |ସେଥିରେ କିଛି କଳା ଲୁଣ ମିଶାନ୍ତୁ | ସେଇ ମିଶ୍ରଣ କୁ ଜାମୁ କୋଳି ସହ ଖାଇଲେ ଏସିଡ଼ିଟି ପାଇଁ ବହୁତ ଭଲ କାମ ଦିଏ | +ଗାଜର +ଗାଜରରେ ବି ବହୁତ ଔଷଧୀୟ ଗୁଣ ଅଛି| ସଫା ଗାରରର ୩-୪ ଟୁକୁଡା କୁ ଅଧା କପ ପାଣି ସହ ବାଟି ପିଅନ୍ତୁ| ଏହା ଏସିଡ଼ିଟି ପାଇଁ ବହୁତ ଭଲ କାମ ଦେବ | ଏହାର ମଧ୍ୟ ଆଣ୍ଟି ଏଜିଙ୍ଗ ପ୍ରକୃତି ଅଛି | ଏହା ମଧ ହୃଦ ରୋଗ ରୁ ରକ୍ଷା କରେ, ଦେହରେ ରକ୍ତ ବଢ଼ାଏ, ଦେହର ରଙ୍ଗ ଫିଟାଏ ଏବଂ କେଶ ବଢିବା ରେ ସାହାଯ୍ୟ କରେ | +ଦୁବ ଘାସ: +କିଛି ଦୁବ ଘାସକୁ ପାଣିରେ ଫୁଟାଇ ଥଣ୍ଡା କରନ୍ତୁ । +ଥଣ୍ଡା ହେଲାପରେ ତାକୁ ପେଇଲେ ଏସିଡ଼ିଟି ଦୂର ହୁଏ । +ଏହା ଏସିଡ଼ିଟି ପାଇଁ ଭଲ କାମ ଦିଏ । +ପୁଦିନା ପତ୍ର +ସବୁଦିନ ଖାଦ୍ୟରେ ପୁଦିନା ପତ୍ର ଖାଇଲେ ବା ସାଲାଡ଼ରେ ପୁଦିନା ପତ୍ର କାଟି ମିଶେଇ ଖାଇଲେ ଏସିଡ଼ିଟି ଦୂର ହୁଏ । +ବେଲ ପତ୍ର +ପ୍ରତିଦିନ ତିନି ଡେମ୍ଫଥିବା ତିନୋଟି ବେଲ ପତ୍ରକୁ ୫ଟି ଗୋଲମରିଚ ଏବଂ କିଛି କଳାଲୁଣ ସହ ମିଶାଇ ଛାବନ୍ତୁ । +ତାକୁ ଢ଼ୋକି ୫ ମିନଟ ପରେ କିଛି ପାଣି ପିଅନ୍ତୁ । -- GitLab