From 5bd16a64d456cc03187931f8294c9068df1bf94f Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:45:36 +0530 Subject: [PATCH] Upload New File --- .../vikashpedia_health_odia138.txt | 29 +++++++++++++++++++ 1 file changed, 29 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia138.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia138.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia138.txt new file mode 100644 index 0000000..8f2e403 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia138.txt @@ -0,0 +1,29 @@ +କୈଶୋର ସମୟରେ ମାନସିକ ବିକାଶ +ପ୍ରାରମ୍ଭିକ କୈଶୋରାବସ୍ଥା ( ୧୦ – ୧୩ ବର୍ଷ ) +ମଧ୍ୟ କୈଶୋରା ବସ୍ଥା (୧୪ – ୧୬ ବର୍ଷ ) +ଅନ୍ତିମ କୈଶୋରବସ୍ଥା ( ୧୭ – ୧୯ ବର୍ଷ ) +ପ୍ରାରମ୍ଭିକ କୈଶୋରାବସ୍ଥା ( ୧୦ – ୧୩ ବର୍ଷ ) +ଶରୀରର ପୁନଃ ଗଠନ +ନୂଆ ନୂଆ ସାଙ୍ଗ ସାଥୀମାନଙ୍କ ସହିତ ମିଳାମିଶା କରିବା +ଦୁଃସାହସିକ କାର୍ଯ୍ୟ ପ୍ରତି ମନୋଭାବ ଦେଖାଇବା +ମତିଗତି ଦ୍ରୁତ ଭାବରେ ବଦଳିଯାଏ ଓ ମନରେ ଅସ୍ଥିରତା ପ୍ରକାଶ ପାଏ । +ମଧ୍ୟ କୈଶୋରା ବସ୍ଥା (୧୪ – ୧୬ ବର୍ଷ ) +ନୂଆ ନୂଆ ଚିନ୍ତାଧାରା ପ୍ରକାଶ ପାଇବା +ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରିବା +ନିଜସ୍ଵ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବା ସଙ୍ଗାରେ ନଉତିକ ବୌଦ୍ଧିକ ଓ ବିବେକର ବିକାଶ ଘଟିବା +ବାପା ମା’ ତଥା ପରିବାରବର୍ଗଙ୍କ ଠାରୁ ଅଲଗା ରହିବା ତଥା ଭିନ୍ନମତ ପ୍ରକାଶ କରିବା +ବିପରିତ ଲିଙ୍ଗର ପୁଅଝିଅ ସହିତ ମିଳାମିଶା କରିବା +ନିଜର ଚେହେରା ସୁନ୍ଦର କରିବାରେ ବ୍ୟସ୍ତ ରହିବା +ନିଜର ପଥ ପ୍ରଦର୍ଶ (Role Model) ବଛିବା ଓ ନିଜର ଲକ୍ଷ୍ୟ ପାଇଁ ପ୍ରସ୍ତୁତ ହେବା +ଅନ୍ତିମ କୈଶୋରବସ୍ଥା ( ୧୭ – ୧୯ ବର୍ଷ ) +କର୍ମ ନିଯୁକ୍ତି ରୋଜଗାରକ୍ଷମ ତଥା ବ୍ୟକ୍ତିଗତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଚେଷ୍ଟା କରିବା +ସାମାଜିକ ମୂଲ୍ୟବୋଧର ବିକାଶ +ଲକ୍ଷ୍ୟହାସଲ କରିବା ପାଇଁ ଆବେଗ ଓ ଉତ୍କଣ୍ଠା କରିବା +ବୟସ୍କମାନଙ୍କ ପରି ଦାୟିତ୍ଵବୋଧତା ପାଇଁ ପ୍ରସ୍ତୁତ ହେବା +କିଶୋରାବସ୍ଥାରେ ନିମ୍ନଲିଖିତ ପରିବର୍ତ୍ତନ ହୋଇଥାଏ । +ଚିନ୍ତାଧାରା ଖୁବ୍ ଶୀଘ୍ର ବଳଦିଯାଏ, ଏହି ଅବସ୍ଥାରେ ଚିଡ୍ ଚିଡା ଭାବ ଦେଖାଯାଏ ଏବଂ ଆଚରଣରେ ଅତ୍ୟଧିକ ପରିବର୍ତ୍ତନ ହୋଇ ଅତ୍ୟଧିକ ରୋଗ ଉତ୍ତେଜନା କିମ୍ବା ଅତ୍ୟଧିକ ଶାନ୍ତି ସ୍ଵଭାବ ଦେଖାଯାଏ । +ପରିବାର ସଦସ୍ୟମାନଙ୍କ ଠାରୁ ଅଲଗା ରହି ସଙ୍ଗାସାଥୀମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଆନ୍ତି । +ସେମାନେ ସାଧାରଣତଃ ଦୁଃସାହିତ ହେବା ସହିତ ନିଜ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକୁ ପ୍ରୟୋଗ କରି ଥାଆନ୍ତି । +ସାଙ୍ଗସାଥୀମାନଙ୍କ କୁସଙ୍ଗ ଧୂମ୍ରପାନ କରିବା, ନିଶାଦ୍ରବ୍ୟ ସେବନ କରିବା ଗୁଟକା ଖାଇବା, ଡ୍ରଗସ୍ ସେବନର କୂଅଭ୍ୟାସାର ପଡିଥାଆନ୍ତି । +ତାଙ୍କ ଶରୀରରରେ ଘଟୁଥିବା ବିଭିନ୍ନ ଶାରୀରିକ ଓ ମାନସିକ ପରିବର୍ତ୍ତନକୁ ନେଇ ମାନସିକା ଚିନ୍ତା ଓ ଚାପରେ ରହିଥାଆନ୍ତି । +ନିଜସ୍ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବା ଓ ବ୍ୟକ୍ତିଗତ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି । -- GitLab