From 62089c076882f72b505df4ff841bd81b6942044c Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:39:50 +0530 Subject: [PATCH] Upload New File --- .../vikashpedia_health_odia135.txt | 19 +++++++++++++++++++ 1 file changed, 19 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia135.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia135.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia135.txt new file mode 100644 index 0000000..bc84afd --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia135.txt @@ -0,0 +1,19 @@ +କିଶୋରୀଙ୍କ ଶାରୀରିକ ବିକାଶ +ଓଜନ ଓ ଇଚ୍ଚତାରେ ବୃଦ୍ଧି +କୌଶୋରାବସ୍ଥାରେ ଓଜନ ଓ ଉଚ୍ଚତା ବୃଦ୍ଧି ପାଇବା ସ୍ଵାଭାବିକ । +ଯୌବନ କୌଶୋରୀ ଶରୀର ଓଜନ ଶତକଡା ୬୦ ଭାଗ ବୃଦ୍ଧି ପାଏ । +ସେମାନଙ୍କ ଶରୀର ପ୍ରାୟତଃ ୫.୫ – ୧୦.୫ କିଲୋଗ୍ରାମ ବୃଦ୍ଧି ପାଏ । +ମୁହଁ ତେଲିଆ ହୋଇଥାଏ ଓ ବ୍ରଣ ହୋଇଥାଏ +ମୁହଁରେ ବ୍ରଣ ହୋଇପାରେ । +ପ୍ରତ୍ୟେକ ଦିନ ସାବୁନରେ ମୁହଁ ଢୋଇବା କୌଶୋରୀଙ୍କୁ ଲାଭ ଦାୟକ । +ବ୍ରଣ ପାଇଁ ବାହାରେ ମିଳୁଥିବା ପ୍ରସାଧନ ସାମଗ୍ରୀ ବ୍ୟବହାର କାରଣ ଏହା ଦ୍ଵାରା ପରିସ୍ଥିତି ଆହୁରି ଜଟିଳ ହୋଇପାରେ ଏବଂ ମୁହଁରେ ଦାଗ ପଡେ । +ସ୍ତନର ଆକାର ବୃଦ୍ଧିପାଏ । +କିଶୋରୀର ଦୁଇଟି ସ୍ତନର ଆକାର ପ୍ରାରମ୍ଭରେ ଭିନ୍ନ ହୋଇପାରେ କିନ୍ତୁ ଏଥିରେ ସମାନତା ଆସିଯାଏ । +କିଶୋରୀ ମାନଙ୍କ ମଧ୍ୟରେ ସ୍ତନର ଆକାର ଭିନ୍ନ ହେବା ସ୍ଵାଭାବିକ ଅଟେ । +ମାସିକ ଋତୁସ୍ରାବ ପୂର୍ବରୁ ବା ପରେ ସ୍ତନରେ ପୀଡା ହୋଇପାରେ । +କାଖ ସନ୍ଧିରେ ଓ ଯୌନାଙ୍ଗରେ ଲୋମଉଠେ । +ଶରୀରର ଗୋଲାଇରେ ଅର୍ଥାତ ପିଚା, ଛାତି ଓ ବାହୁର ବୃଦ୍ଧି ପଟେ । +ଭିନ୍ନ କିଶୋରୀ ମାନଙ୍କ ମଧ୍ୟରେ ଲୋମ ଉଠିବାର ମାତ୍ରାରେ ଭିନ୍ନତା ହୋଇଥାଏ । +ଶରୀରର ପ୍ରାୟ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ପରିବର୍ତ୍ତନ ଘଟିଥାଏ । +ଏହି ପରିବର୍ତ୍ତନ ଘଟିବା ସ୍ଵାଭାବିକ ଅଟେ । +କିଶୋରୀ ମାନଙ୍କର ଶାରୀରିକ ଗଠନ କିଶୋର ମାନଙ୍କଠୁ ଭିନ୍ନ ହୋଇଥାଏ । -- GitLab