From 854dc565fbc89298bc8e8ec62a325699f786ff05 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:00:00 +0530 Subject: [PATCH] Upload New File --- .../vikashpedia_health_odia211.txt | 31 +++++++++++++++++++ 1 file changed, 31 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia211.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia211.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia211.txt new file mode 100644 index 0000000..cbc608a --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia211.txt @@ -0,0 +1,31 @@ +ଜାତୀୟ ସ୍ୱାସ୍ଥ୍ୟ ମିଶନ +ଜାତୀୟ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ +ଜାତୀୟ ସ୍ୱାସ୍ଥ୍ୟ ମିଶନ ନିମ୍ନଲିଖିତ ଦିଗ ଗୁଡ଼ିକ ପ୍ରତି ଲକ୍ଷ୍ୟ ସାଧନ ନିମନ୍ତେ ନିଶ୍ଚିନ୍ତ କରେ - +ମାତୃ ମୃତ୍ୟୁ ହ୍ରାସ (MMR) ୧/୧୦୦ । +ଶିଶୁ ମୃତ୍ୟୁ ହାର ହ୍ରାସ ୨୫/୧୦୦ ଜନ୍ମିତ ଶିଶୁ । +ଫଟିଲିଟି ହ୍ରାସ କରିବା ୨.୧ । +୧୫ – ୪୯ ବର୍ଷ ବୟସ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ହ୍ରାସ । +ସଂକ୍ରମଣ, ଅଣସଂକ୍ରମଣ ରୋଗରୁ ମୃତ୍ୟୁ, ମୃତ୍ୟୁ ଆଶଙ୍କାକୁ କମାଇବା । +ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଘରୁ ଖର୍ଚ୍ଚ ହେଉଥିବା ରାଶିକୁ କମ କରିବା । +ଟିବିରେ ବର୍ଷକୁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଅଧା କରିବା । +ପ୍ରତ୍ୟେକ ଜିଲ୍ଲାରେ ଲେପରସି ରୋଗୀ ସଂଖ୍ୟା ଶୂନକୁ ଆଣିବା ଓ ମୃତ୍ୟୁ ସଂଖ୍ୟା < ୧/୧୦୦୦ । +ମେଲେରିଆରେ ମୃତ୍ୟୁ ସଂଖ୍ୟା <୧/୧୦୦୦ କରିବ । +ପ୍ରତ୍ୟେକ ଜିଲ୍ଲାରେ ଫାଇଲେରିଆ ରୋଗୀ ସଂଖ୍ୟା ୧ ପ୍ରତିଶତରୁ କମ କରିବା । +କଳାଜ୍ଵରକୁ ପ୍ରତ୍ୟେକ ବ୍ଲକକୁ ୨୦୧୫ ସୁଦ୍ଧା ହଟାଇବା । +ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଂଶ +ଜାତୀୟ ସ୍ୱାସ୍ଥ୍ୟ ମିଶନର ଗଠନ ୨ଟି ମିଶନକୁ ନେଇ ଗଠନ କରାଯାଇଛି । +ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ । +ଜାତୀୟ ସ୍ୱାସ୍ଥ୍ୟ ମିଶନର ଆର୍ଥିକ ଅଂଶ +NRHM – RCH ଆର୍ଥିକ ବ୍ୟବସ୍ଥା +NUHM ଆର୍ଥିକ ବ୍ୟବସ୍ଥା +ସଂକ୍ରମଣ ରୋଗ ପାଇଁ ଆର୍ଥିକ ବ୍ୟବସ୍ଥା +ଅଣସଂକ୍ରମଣ ରୋଗ, ଆକ୍ସିଡେଣ୍ଟ ପାଇଁ ଆର୍ଥିକ ବ୍ୟବସ୍ଥା । +ଭିତ୍ତିଭୂମିର ପରିଚାଳନା +ପରିବାର କଲ୍ୟାଣ ଅଂଶ +ପ୍ରମୁଖ କାର୍ଯ୍ୟକ୍ରମ +ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା ତ୍ୱରାନିତ୍ଵ କରିବା । +ପ୍ରଜନନ, ମାତୃ – ନବଜାତଶିଶୁ ଏବଂ କିଶୋରୀ ସ୍ୱାସ୍ଥ୍ୟ । +ସଂକ୍ରମଣ ଏବଂ ଅଣସଂକ୍ରମଣ ରୋଗ । +ରାଜ୍ୟ ମାନଙ୍କୁ ଯୋଜନା କରିବା ଏବଂ ତାକୁ କାର୍ଯ୍ୟକାରୀ କରାଇବା ପାଇଁ ସ୍ଵାଧିନତା ଦିଆଯାଇଛି । +ଏହା ଦ୍ଵାରା ଅନେକ ସୁବିଧା ରହିଛି ପ୍ରଥମତ ଜିଲ୍ଲା, ବ୍ଲକ ସ୍ତରରେ ଆଞ୍ଚଳିକ ଯୋଜନାକୁ ସଂଶକ୍ତ କରିବା, ଦ୍ଵିତୀୟରେ ଏହା ଦ୍ଵାରା ଅତ୍ୟଧିକ ଆବଶ୍ୟକ ଥିବା ଜିଲ୍ଲାରେ ଯୋଜନା କରିବା ସୁବିଧା ହୁଏ । +ତୃତୀୟରେ ଜିଲ୍ଲା ଏବଂ ରାଜ୍ୟରେ ଯୋଗାଯୋଗ ସୁବିଧା ହୁଏ । -- GitLab