diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia100.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia100.txt new file mode 100644 index 0000000000000000000000000000000000000000..877cab82ac2e3869271d7ef62b41c9fab49dbce6 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia100.txt @@ -0,0 +1,15 @@ +ସୂତିକା ସନ୍ନିପାତ +ସୂତିକା ସନ୍ନିପାତ ସାଧାରଣତଃ ସୂତିକା ସମୟରେ କଫ ଥଣ୍ଡାଦ୍ଵାରା ହୋଇଥାଏ । +ତେଣୁ ସୂତିକା ସମୟରେ ଗର୍ଭିଣୀକୁ ଯେତେପାର ଜଳଠାରୁ ବା ଥଣ୍ଡାଠାରୁ ଦୂରରେ ରଖିବା ଉଚିତ୍ ନ ହେଲେ ଥଣ୍ଡା ହୋଇ ମା’ ଓ ପିଲା ଉଭୟ କ୍ଷତିରେ ବା ରୋଗାକାନ୍ତ ହୋଇଥାନ୍ତି । +ମା’କୁ ଯେଉଁ ରୋଗ ହୁଏ ତାହା ପ୍ରାୟତଃ ସଂକ୍ରମିତ ହୋଇ କ୍ଷୀର ସହ ଯାଇ ଶିଶୁକୁ ହୋଇଥାଏ । +କାରଣ +ଉପରୋକ୍ତ କାରଣ ଓ ସୂତିକାରିସାର ଓ ସୂତିକା ଜ୍ଵର କାରଣ ସହ ପ୍ରାୟତଃ ସମାନ । +ଚିକିତ୍ସା +ଉପରୋକ୍ତ କାରଣଗୁଡିକି ବର୍ଜନୀୟ । +ତୁଟୁକା ଚିକିତ୍ସା +ଖଡିସିଝୁର ଚେର ୨ ଗ୍ରାମପାଣିରେ ବତୁରାଇ ସେଥିରେ ୧ ଗ୍ରାମ୍ ପିପ୍ପଳୀ ମିଶାଇ ବାଟିକରି ସକାଳ ସନ୍ଧ୍ୟା ପିଆଇବ ରୋଗୀକୁ । +ଖଡିସିଝୁ ଆଣି ସୋରିଷ ବା ରାଶିତେଲେରେ ଫୁଟାଇ ସେ ତେଲକୁ ମୁଣ୍ଡକୁ ଛାଡି ପାଦ, ତଳିପାଦ, ହସ୍ତ ସମସ୍ତ ଶରୀରରେ ଘାସିବ ବା ମାଲିସ୍ କରିବ । +ସୀତାଫଳ ଗଛର ଛାଲି ୨ ଗ୍ରାମ୍ ରେ ପିପ୍ପଳୀ ୧ ଗ୍ରାମ୍ ମିଶାଇ ବାଟି +ରୋହି ମାଛର ପିତ୍ତକୁ ଖୁଆଇଲେ ଦେହ ଗରମ ହୋଇ ଥଣ୍ଡା ଛାଡିଯାଏ । +ଶାସ୍ତ୍ରୀୟ +କସ୍ତୁରୀ ଭୈରବ ରସ, ମତୃସଞ୍ଜୀବନୀ ରସ, ମୁତସଞ୍ଜୀବନୀ ସୁରା ଘୋର ନୃସିଂହ ରସ, ଦଶମୂଳ କ୍ଵାଥ ।