From a23ef9be301b74af36d5b1169b6483a6b411da6f Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:32:15 +0530 Subject: [PATCH] Upload New File --- .../vikashpedia_health_odia101.txt | 31 +++++++++++++++++++ 1 file changed, 31 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia101.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia101.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia101.txt new file mode 100644 index 0000000..45b1f49 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia101.txt @@ -0,0 +1,31 @@ +ସୂତିକାତିସାର +ସୂତିକା ପରେ ପାଣିଆ ବା ଲାଳରକ୍ତଯୁକ୍ତ ଝାଡା ବା ବାରମ୍ଭାର ଝାଡା ହୁଏ । +ତାକୁ ସୂତିକାତିସାର କୁହାଯାଏ । +କାରଣ +ଜ୍ଵରତିସାର ସହ ସମାନ +ଅତି ଗରିଷ୍ଠ ଖାଦ୍ୟସେବନ +ଅତି ରାତ୍ରି ଅନିଦ୍ରା +ଅତି ଚିନ୍ତା +ଅତି ଦୁର୍ବଳ +ସଂକ୍ରମଣ +ଅତି ଭୟଦ୍ଵାରା ହୁଏ । +ଚିକିତ୍ସା +ଅନ୍ନ ସହ ଶୁଣ୍ଠି ଓ ଜୀରା ଚୂର୍ଣ୍ଣ ½ ଚାମଚ ଲେଖାଏଁ ସେବନୀୟ । +ମସଲାଯୁକ୍ତ ବାକ ଗରିଷ୍ଠ ଖାଦ୍ୟ ନିଷେଧ । +ଗୋଘୃତ ଉଷୁମ କରି ସକାଳ ସନ୍ଧ୍ୟା 30 ଗ୍ରାମ ଲେଖାଏଁ ବା ୨ ଚାମଚ ଲେଖାଏଁ ଖାଇବ ଅନ୍ନ ସହ । +ଶୁଦ୍ଧ ସିଝା ଜଳ ପାନହ କରିବ ଓ ସର୍ବଦା ସଫାସୁତୁରା ରହିବ । +ତୁଟିକା ଚିକିତ୍ସା +ଜିରା – ୫ ଗ୍ରାମ୍ ଓ ଶୁଣ୍ଠି – ୫ ଗ୍ରାମ୍ ଶୁଦ୍ଧ ଜଳ ସହ ଦିନକୁ ୨ ଥର ସେବନୀୟ । +ମୁଥାମୂଳ ୫ଟିସହ ଜିରା – ୫ ଗ୍ରାମ୍ ମିଶାଇ ବାଟିଦିନକୁ ଚାରିଥର ସେବନୀୟ +ଡାଳିମ୍ବ ଚୋପା ୧୦ ଗ୍ରା . ବାଟି ସେଥିରେ ୫ ଗ୍ରା. ଜିରା ମିଶାଇ ଦିନକୁ ୩ ଥର ସେବନୀୟ । +ମୂଳାମୂଳ – ୪ଟି, ଡାଳିମ୍ବ – ୧୦ ଗ୍ରାମ୍ ବାସଙ୍ଗପତ୍ର ରସ – ୧/୨ ଚାମଚ, ଜିରା ୧/୨ ଚାମଚ ମିଶାଇ ଦିନକୁ ୨ ଥର ସେବନ କଲେ ସୂତିକାତିସାର ଭଲ ହୁଏ । +ଔଷଧ +କଦଳୀ – ୧୦ ଗ୍ରାମ୍, ତାମ୍ର ଭସ୍ମ – ୧୦ ଗ୍ରାମ୍, ଅଭ୍ରଭସ୍ମ – ୧୦ ଗ୍ରାମ୍ ମିଶାଇ ଅଦା ରସରେ ଭାବନା ଦେଇ ୨୫୦ ମି. ଗ୍ରା. ଲେଖାଏଁ ବଟିକା କରିବ । +୧ ଟି ଲେଖାଏଁ ବଟିକା ଦିନକୁ ୨ ଥର ଖାଇବ , । +ଜିରା ୫ ଗ୍ରାମ୍ ସହ । +ଶାସ୍ତ୍ରୟ ଔଷଧ +ବୃହତ୍ ଗର୍ଭ ଚିନ୍ତାମଣିରସ, ମହାଭ୍ରବଟୀ, ଜିରକାଦିମୋଦକ , ମେଥିମୋଦକ ବିସ୍ମୃତ ଆୟୁର୍ବେଦ ଚିକିତ୍ସା +ସୂତିକାତିସାର ନିମନ୍ତେ +ମେଥିମୋଦକ – ୧ ଚାମଚ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ । +ଜିରକାଦି ମୋଦକ – ୧ ଚାମଚ ବା ୧ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର । +ଦଶମୁଳାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର । -- GitLab