From ab85ce1e1002da01a0f894510ec74468697e39e6 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:32:54 +0530 Subject: [PATCH] Upload New File --- .../vikashpedia_health_odia102.txt | 18 ++++++++++++++++++ 1 file changed, 18 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia102.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia102.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia102.txt new file mode 100644 index 0000000..27277bc --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia102.txt @@ -0,0 +1,18 @@ +ସୂତିକାରୋଗ +ସୂତିକାରୋଗ +ଆୟୁର୍ବେଦ ଶାସ୍ତ୍ରରେ ପ୍ରସବ ପରେ ଜ୍ଵର ଆଦି ଯେକୌଣସି ରୋଗ ଉତ୍ପନ୍ନ ହୁଏ, ତାଙ୍କୁ ସୂତିକା ରୋଗ କୁହାଯାଏ । +ପ୍ରସବର ପରେ ସାଧାରଣତଃ ଜ୍ଵର କମ୍ପ, ତୃଷା, ଦେହହାତ ବିନ୍ଧିବା ( ରକ୍ତକ୍ଷୟଜନିତ) ଦେହ ଭାରି ଲାଗିବା ( ଥଣ୍ଡା ଯୋଗୁଁ) ଅତିସାର, ଶୋଥ ଅତି ରକ୍ତସ୍ରାବ ଆଦି ଭିଭିନ୍ନ ରୋଗ ହୋଇଥାଏ । +ତେଣୁ ନିମ୍ନୋକ୍ତ ଔଷଧଗୁଡିକ ସେବନୀୟ ସମୟ ସମୟରେ ଗର୍ଭାଶୟଟି ମଧ୍ୟ ଘୋଷାରା ମଧ୍ୟରେ ତଳକୁ ଖସିଆସେ ଯୋନିଦ୍ଵାର ଦୁଇ ତେଣୁ ଉପରୋକ୍ତ ରୋଗଗୁଡିକ ଯଦି ପ୍ରସବର ପରେ ପରେ ସଙ୍ଗେ ସଙ୍ଗେ ଚିକିତ୍ସା ନ କରାଯାଏ ତେବେ ସେ ରୋଗଗୁଡିକକ୍ରମେ ବଡ ଆକାର ଧାରଣ କରି ରୋଗୀକୁ ଅତି କଷ୍ଟରେ ପକାଇ ଥେବ । +ଏପରିକି ମୃତ୍ୟୁମୁଖରେ ମଧ୍ୟ ପକାଇଥାଏ । +ଚିକିତ୍ସା +ପ୍ରଥମତଃ ଦଶମୂଳ ସିଝାଇ ତାର ଜଳକୁ ସକଳ ସନ୍ଧ୍ୟାରେ ସେବନୀୟ । +ଏହାଦ୍ଵାରା ସୂତିକା ପରର ସମସ୍ତ ରୋଗ ଭଲ ହୁଏ । +ଶାଳପୂର୍ଣ୍ଣ, କୃଷ୍ଣପୂର୍ଣ୍ଣି, ଲବେଙ୍ଗୁଚି ଅଙ୍କରାନ୍ତି, ଗୋକ୍ଷୁରା, ନୀଳପୁଷ୍ଣ, ବାଶକେରେଣ୍ଟା, ମୁମ୍ପା, ଶୁଣ୍ଠି, ଗୁଳୁଚି ପ୍ରସାରଣି । +ଏ ସମସ୍ତଙ୍କୁ ୫ ଗ୍ରାମ୍ ଲେଖାଏଁ ନେଇ ଆଠ ଗୁଣ ଜଳ ଦେଇ ସିଝାଇ ୧ ଗୁଣ ଜଳ ରାଖୀ ସକାଳ ସନ୍ଧ୍ୟା ସେବନୀୟ । +ଗରମ ଭାତସହ ଶୁଣ୍ଠି ୧୦ ଗ୍ରାମ୍ ଘୃତ ୩୦ ଗ୍ରାମ୍ ପ୍ରତିଦିନ ନିତ୍ୟାନ୍ତ ସେବନୀୟ । +ପିପ୍ପଳୀ, ପିପ୍ପଳୀ ମୂଳ, ଚଦ୍ୟମ, ଚିତ୍ରକ ଶୁଣ୍ଠି ଏ ସମସ୍ତକୁ ସମଭାଗ ଦେଇ ଗୁଣ୍ଡକରି ୧ ଚାମଚ ଲେଖାଏଁ ଦିନକୁ ତିନିଥର ଖାଇବାକୁ ଦେବେ । +ଶାସ୍ତ୍ରୟ ଔଷଧ +ସୂତିକାପରେ ୧. ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର । +୨. ମୃତ ସଂଜୀବନୀ ସୁରା ୩ ଚାମଚ ଲେଖାଏଁ ଦିନକୁ ୨ ଥର ଆସେବନୀୟ । +ଗରମ ଖାଦ୍ୟସହ ଘୃତ – ୩୦ ଗ୍ରାମ୍ ଓ ଶୁଣ୍ଠି ୧୦ ଗ୍ରାମ୍ ମିଶାଇ ସେବନୀୟବ । +ଦିନକୁବ ୨ ଥର ରୋଗୀର ସମସ୍ତ ଶରୀରାଙ୍ଗ ଗୋଘୃତ ବା ସୋରିକ୍ଷତେଲ ଉଷୁମ କରି ମାଲିସ କରିବ ଓ ଅତି କମ୍ ରେ ୧ ମାସ ଶଯ୍ୟାରେ ଶୋଇରହିବ । -- GitLab