From af5c923d120f2155eb96b485eeb82976aa0c230a Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:45:47 +0530 Subject: [PATCH] Upload New File --- .../vikashpedia_health_odia139.txt | 28 +++++++++++++++++++ 1 file changed, 28 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia139.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia139.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia139.txt new file mode 100644 index 0000000..aa855ff --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia139.txt @@ -0,0 +1,28 @@ +କ୍ରୀଡା ସମ୍ବନ୍ଧୀୟ ଆଘାତ ଓ ଏହାର ନିରାକରଣ +କ୍ରିଡା ସମ୍ବନ୍ଧୀୟ ଆଘାତ +କ୍ରିଡା ସମ୍ବନ୍ଧୀୟ ଆଘାତ ଗୁଡିକ ସାଧାରଣ ଇନ୍ ଡୋର କିମ୍ବା ଆଉଟ୍ ଡୋର ଖେଳ ଗୁଡିକରେ ଦେଖାଯାଏ । +ଏହା ଦୁର୍ଘଟଣା ପାଇଁ, କମ୍ ପ୍ରଶିକ୍ଷଣ ରକ୍ଷକ ଯନ୍ତ୍ରଗୁଡିକର ଅନୁପଯୁକ୍ତ ବ୍ୟବହାର, ଏବଂ କମ୍ ୱାର୍ମଅଫ୍ ପାଇଁ ହୋଇଥାଏ । +ସାଧାରଣରେ ଗଣ୍ଠି ଆଘାତରୁ ଆରମ୍ଭକରି ହାଡଭଙ୍ଗା ପର୍ଯ୍ୟନ୍ତ ଦେଖାଯାଏ । +ଏହି ଆଘାତ ଗୁଡିକର ପ୍ରଥମ ଚିକିତ୍ସା ସବୁ ସମୟରେ ଅଙ୍ଗାର ବିଶ୍ରାମ ( ଆଘାତ କରୁଥିବା ଅଙ୍ଗର ବରଫ କପଡାର ପ୍ରୟୋଗ ଅଙ୍ଗକୁ କ୍ରିପ୍ ବ୍ୟାଣ୍ଡେଜ୍ କିମ୍ବା ସ୍ପ୍ଲିଣ୍ଟ ସାହାଯ୍ୟରେ ଆରମ ଦେବା ଏବଂ ଆଘାତ ପାଇଥିବା ଅଙ୍ଗକୁ ଉଚ୍ଚ ସ୍ଥାନରେ ଟେକି ରଖିବା ଦରକାର ଥାଏ । + ଏହି କ୍ରୀଡା ସମ୍ବନ୍ଧୀୟ ଆଘାତ ଗୁଡିକ ନିବାରଣ ପାଇଁ ନିମ୍ନଲିଖିତ ନିଯମାବଳୀକୁ ମାପିବା ଆବଶ୍ୟକ +ନିମ୍ନଲିଖିତ ନିଯମାବଳୀକୁ ମାନିବା ଆବଶ୍ୟକ +ମାଂସପେଶୀ ଗୁଡିକର ଶକ୍ତି ବଢାଇବା ପାଇଁ ବ୍ୟାୟାମ କରିବା ଆବଶ୍ୟକ । +ନିଜର ବ୍ୟାୟାମ ସ୍ତର ବଢାଇବା ଦରକାର କିନ୍ତୁନିଜର କ୍ଷମତା ବାହାରକୁ ବ୍ୟାୟାମ କରିବା ଭୟଙ୍କର । +ଖେଳ ସମୟରେ ଆଣ୍ଠୁଗଣ୍ଠି ଗୁଡିକରେ ଆଘାତ ପ୍ରତିରୋଧକ ପ୍ରଣାଳୀ ବ୍ୟବହାର କଲେ ଆଘାତ ହେବା ଥାଏ । +ଖେଳର ପୂର୍ବଓ ପରେ ଦେହର ୱାର୍ମଅଫ୍ କରିବା ଦରକାର । +ଖାଇବା ପରେ ବ୍ୟାୟାମ କରିବା ଉଚିତ୍ ନୁହେଁ । +ଉଚିତ୍ ଖାଦ୍ୟ ଖାଇବା ଦରକାର ଯାହା ମାଂସପେଶୀ ଠିକ୍ ଭ୍ୟବରେ ରଖିବ । +ଆଘାତ ଲାଗିଥିବା ସମୟରେ କ୍ରୀଡାରୁ ନିବୃତ ରହନ୍ତୁ । +ନିଜ କ୍ରୀଡାର ନିୟମାବଳୀ ଠିକ୍ ଭାବରେ ଜାଣନ୍ତୁ । +ନିଜ ଦେହକୁ ସବୁବେଳେ କ୍ରୀଡା ପାଇଁ ସଜାଗ ରଖିବା ଆବଶ୍ୟକ । + ସାଧାରଣ କ୍ରୀଡା ସମ୍ଭାନ୍ଧୀୟ ଆଘାତ ଗୁଡିକ ହେଲା- +ଆଣ୍ଠୁରେ ଲିଗାମେଣ୍ଟ ଛିଡିଯିବା, ଉପସ୍ତି ଭଣରେ ଆଘାତ ବନ୍ଧନୀ ହେବା ଓ ମେନିସକସ( ତନ୍ତୁ) ନଷ୍ଟ ହେବା ବହୁତ ସାଧାରଣ କ୍ରୀଡା ଜନୀତ ଆଘାତ । +ଏହି ଆଘାତରେ ବ୍ୟାୟାମ ସାଙ୍ଗକୁ ଅସ୍ତ୍ରୋପଚାର କରି ନଷ୍ଟ ହୋଇଥିବା ଅଙ୍ଗକୁ ସଠିକ୍ କରାଯାଏ । +ଏହା କି ହୋଲ୍ ସର୍ଜରୀ ଅଟେ ଯେଉଁଥିରେ ଛୋଟ କଟାରେ ପୁରା ଅସ୍ତ୍ରୋପଚାର ହୋଇଯାଏ । +କାନ୍ଧ ଗଣ୍ଠିର ବନ୍ଧନୀ ଗୁଡିକର ଆଘାତ ମଧ୍ୟ ସାଧାରଣରେ କ୍ରୀଡାବିତ୍ ମାନଙ୍କର ଦେଖାଯାଏ । +ଯେଉଁମାନେ ବଲକୁ ଫୋପାଡିବା କାମ କରନ୍ତି ସେହି ଖେଳାଳୀମାନଙ୍କର କାନ୍ଧର ବନ୍ଧନୀ ଓ ତନ୍ତୁ ଗୁଡିକର କ୍ଷୟ ହୋଇଥାଏ । +ଏହା ପ୍ରଥମ ଅବସ୍ଥାରେ ଉଚିତ୍ ବ୍ୟାୟାମରେ ଠିକ୍ ହୁଏ । +କିନ୍ତୁ ପରବର୍ତ୍ତୀ ସମୟରେ ଆର୍ଥୋସ୍କୋପି ଅସ୍ତ୍ରୋପଚାର ଦରକାର ପଡେ । +ଆଣ୍ଠୁ ଓ କାନ୍ଧ ପରି ନଳଗଣ୍ଠି, ମଣିବନ୍ଧ ଓ ମେରୁଦଣ୍ଡ ମଧ୍ୟ ଆଘାତ ହୋଇପାରେ ଯାହା ସଠିକ୍ ବ୍ୟାୟାମ ଓ ଅସ୍ତ୍ରୋପଚାର ଦ୍ଵାରା ଠିକ୍ ହୋଇପାରେ । +ତେଣୁ କ୍ରୀଡାବିତ୍ ମାନେ ନିଜର ଗଣ୍ଠି, ମାଂସେପେଶୀ ବନ୍ଧନୀ ଓ ଉପାସ୍ତିର ଯତ୍ନ ନେବା ସାଙ୍ଗକୁ ସଠିକ୍ ବ୍ୟାୟାମ କରିବା ଦରକାର । +ଏହି ସମସ୍ୟାରେ ପଡିଲେ ଡାକ୍ତରୀ ପରାମର୍ଶ ନେବା ମଧ୍ୟ ନିହାତି ଆବଶ୍ୟକ । -- GitLab