From d2247c2f1e74b04ba88aa3d53d973d5a07b62121 Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:12:03 +0530 Subject: [PATCH] Upload New File --- .../vikashpedia_health_odia30.txt | 25 +++++++++++++++++++ 1 file changed, 25 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia30.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia30.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia30.txt new file mode 100644 index 0000000..f35a307 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia30.txt @@ -0,0 +1,25 @@ +ଋତୁ କଷ୍ଟ +ଋତୁ ସମୟରେ ପୂର୍ବରୁ ବା ପରେ ତଳି ପେଟରେ କଷ୍ଟକୁ ଋତୁ କଷ୍ଟ କୁହାଯାଏ । +ଏହି ରୋଗ ପ୍ରାୟତଃ ବହୁ ସ୍ତ୍ରୀଲୋକଙ୍କ ନିକଟରେ ଦେଖାଯାଏ । +ଋତୁ ପୂର୍ବରୁ ବା ଋତୁ ସମୟରେ ଅତ୍ୟଧିକ କାଟିଲାପରି ତଳିପେଟରେ କଷ୍ଟ ହୁଏ । +ଏପରିକ ରୋଗୀ କଷ୍ଟରେ ପେଟକୁ ଧରି ଗଡିଥାଏ । +ଲକ୍ଷଣ +ତଳିପେଟରେ ଋତୁ ସମୟରେ ବା ପୂର୍ବରୁ କର୍ତ୍ତନବତ୍ ଅତି ପୀଡା ହୁଏ । +ରୋଗୀର ସମସ୍ତ ଶରୀରରେ ଯନ୍ତ୍ରଣା ହୁଏ । +ଋତୁ ସମୟ ଶେଷରେ ବାତ ଗତୁ ହୋଇଗଲେ ଉକ୍ତ ଯନ୍ତ୍ରଣା ଉପଶମ ହୋଇଥାଏ । +ବେଦନା ସମୟରେ ରୋଗୀ ନିଜର ସ୍ଥିତି ମଧ୍ୟ ସମୟସମୟରେ ଭୁଲିଯାଏ । +ଉକ୍ତ ସମୟରେ ରୋଗୀ ଛିଡିଛିଡା ମଧ୍ୟ ହୋଇଥାଏ । +କାରଣ +ଏହାର କାରଣ ସେପରି ପ୍ରାୟତଃ କିଛି ନାହିଁ । +ଏହା ଶରୀରକୁ ନେଇ ହୋଇଥାଏ । +କେତେକଙ୍କର ହୁଏ କେତେକଙ୍କର ହୁଏ ନାହିଁ ମଧ୍ୟ । +ଏହା ଜନ୍ମଗତ କାରଣରୁ ଅର୍ଥାତ୍ ମା’ର ଥିଲେ ଝିଅର ମଧ୍ୟ କେତେକାଂଶରେ ହୋଇଥାଏ । +କେତେଙ୍କର ବିବାହ ପରେ ମଧ୍ୟ ଏହା କମିଯାଇଥାଏ । +ତୁଟୁକା ଚିକିତ୍ସା +ଜବାଫୁଲ ଶୋଧିତ ହିଙ୍ଗୁ ଓ ସୁଣ୍ଠି ସମଭାଗ ନେଇ ମିଶାଇ ୨୫୦ ମି.ଗ୍ରାର ବଟିକା କରିବ ଓ ତାକୁ ସକାଳ ସନ୍ଧ୍ୟାରେ ଖାଲି ପେଟରେ ଜଳ ସହ ପାନ କରିବ । +ଜବାଫୁଲସହ ପୁରୁଣା ଆଖୁ ଗୁଡ ମିଶାଇ ସକାଳ ସନ୍ଧ୍ୟା ଖାଇବ । +ଔଷଧ +ରାଜପ୍ରବର୍ତ୍ତନୀ ବଟା ୧ଟି ଲେଖାଏଁ ବଟିକା ଉକ୍ଷମ ଜଳ ସହ ଦିନକୁ ୨ ଥର । +ବୃହତ୍ ମେଥିମୋଦକ – ଆର୍ତ୍ତବସୁଦ୍ଧି କ୍ଵାର୍ଥ ସହ ଦିନକୁ ୨ ଥର ୫ ଗ୍ରାମ୍ ଲେଖାଏଁ । +ଆସୋକାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର । +ଅନ୍ୟାନ୍ୟ ଔଷଧ – ଅଶୋକ, ଘୃତ, ଦଶମୁଲାରିଷ୍ଟ ଇତ୍ୟାଦି । -- GitLab