diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia156.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia156.txt new file mode 100644 index 0000000000000000000000000000000000000000..5471f49dbec7b972322632c634db926d931e7a7e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia156.txt @@ -0,0 +1,29 @@ +ଥାଇରଏଡ଼ +ଆଜିକାଲି ସମୟରେ ଥାଇରଏଡ଼ର ସମସ୍ୟା ଦେଖାଦେବା ଏକ ସାଧାରର ସ୍ୱାସ୍ଥ୍ୟଜନିତ ରୋଗରେ ପରିଣତ ହୋଇଛି । +ହାଇପୋଥାଇରୋଏଡ଼ିଜିମ୍‌ ହେବା ପରେ ରୋଗୀର ଓଜନ ବୃଦ୍ଧି ଅଚାନକ ବୃଦ୍ଧି ପାଇବାକୁ ଲାଗିଥାଏ । +ଅନ୍ୟପଟେ ଅନେକ ସମୟରେ ଆକ୍ରାନ୍ତଙ୍କ ଓଜନ କମିବାରେ ଲାଗିଥାଏ । +ତେବେ ଏହାକୁ ଉପଯୁକ୍ତ ଔଷଧ ଦ୍ୱାରା ନିୟନ୍ତ୍ରଣରେ ରଖାଯାଇପାରିବ । +ମାତ୍ର ଏଥିରେ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ । +ଆଜି ଆସନ୍ତୁ ଜାଣିବା ଏହି ସମୟରେ କି ସତର୍କତା ଅବଲମ୍ୱନ କରିବା । +ଓଜନ ବୃଦ୍ଧି ପରି ସମସ୍ୟା ଦେଖାଦେଉଥିଲେ କ’ଣ ଖାଇବେ +୧. ଏହି ସମୟରେ ଶସ୍ୟଜନିତ ଖାଦ୍ୟକୁ ଖାଆନ୍ତୁ । +୨. ଏହି ସମୟରେ ଆପଣ କ୍ଷୀର ପିଇ ପାରିବେ । +୩. ଏହି ସମୟରେ ମାଛ ଖାଇ ପାରିବେ । +୪. ଏହି ସମୟରେ ରାଶି ଖାଆନ୍ତୁ । +କ’ଣ ନଖାଇବେ? +୧. ଏଥିରେ ପିଡ଼ିତ ହେବା ପରେ ସୋୟାର ଉତ୍ପାଦଠାରୁ ନିଜକୁ ଦୂରେଇ ରଖନ୍ତୁ । +୨. ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । +୩. ବେଶି ମିଠାଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ । +୪. ଏହି ସମୟରେ କଫି ପିଅନ୍ତୁ ନାହିଁ । +୫. କୋବି ଏବଂ ବ୍ରୋକୋଲି ପରି ପରିବା ଖାଆନ୍ତୁ ନାହିଁ । +ପ୍ରଭାବ ପଡ଼ୁଥିଲେ କ’ଣ ଖାଇବେ? +୧. ଅଣ୍ଡା ଖାଆନ୍ତୁ । +୨. ବାଦାମ, କାଜୁ, ପେସ୍ତାବାଦାମ, କିସ୍‌ମିସ ଏବଂ ଅନ୍ୟାନ୍ୟ ନଟ୍ସ ଖାଆନ୍ତୁ । +୩. ଗହମ ଜନିତ ଖାଦ୍ୟ ଖାଆନ୍ତୁ । +୪. ସେୟା ଉତ୍ପାଦ ଖାଆନ୍ତୁ । +୫. କୋବି ବ୍ରୋକୋଲି ଆଦି ମଧ୍ୟ ଖାଇପାରିବେ । +କ’ଣ ନଖାଇବେ? +୧. ଆୟୋଡ଼ିନ୍‌ ଯୁକ୍ତ ଖାଦ୍ୟ ଯେପରି ସାମୁଦ୍ରୀକ ଲୁଣି ମାଛ ଆଦି ଖାଇବାଠାରୁ ନିବୃତ ରୁହନ୍ତୁ । +୨. ଘିଅ ଖାଆନ୍ତୁ ନାହିଁ । +୩. ଛଣାଛଣି ତଥା ତେଲ ଜନିତ ଖାଦ୍ୟ ଏବଂ ଜଙ୍କଫୁଡ଼ ଖାଆନ୍ତୁ ନାହିଁ । +୪. ଧଳା ଭାତ ଖାଆନ୍ତୁ ନାହିଁ ।