Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
027c41be
Commit
027c41be
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
f73134cd
Changes
1
Show whitespace changes
Inline
Side-by-side
Showing
1 changed file
with
56 additions
and
0 deletions
+56
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia198.txt
...gual-corpora/vikaspedia.in/vikashpedia_health_odia198.txt
+56
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia198.txt
0 → 100644
View file @
027c41be
ହୃଦୟ ପାଇଁ କ୍ଷତିକାରକ
ଉପକ୍ରମ
ସ୍ୱଳ୍ପ ସମୟରେ ଅଧିକ ଅର୍ଥ ରୋଜଗାର ଓ ପ୍ରାଶ୍ଚିତ୍ୟ ଜୀବନଶୈଳୀ ପ୍ରତି ଆଜିର ଯୁବପିଢିଙ୍କୁ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି ।
ଏଭଳି ଆଗ୍ରହ ସେମାନଙ୍କୁ ଯେ ହୃଦ୍ ଘାତପ୍ରବଣତା ଆଡକୁ ଟାଣି ନେଉଛି, ତାହା ସେମାନେ ଜାଣିପାରୁ ନାହାଁନ୍ତି ।
ଏହି ଜୀବନଶୈଳୀର କେତେକ ବଦ୍ ଭ୍ୟାସ ଯୁବପିଢିଙ୍କ ହୃଦ୍ ପନ୍ତ୍ର ପାଇଁ ଘାତକ ସାଜିଛି ତେବେ ଆସନ୍ତୁ ଜାଣିବା କାରଣଗୁଡିକ କ’ଣ କ’ଣ ? ଆଉ ଏଗୁଡିକଠାରୁ ଦୂରେଇ ରହି ନିଜର ହୃଦୟକୁ ସୁସ୍ଥତା ଆଡକୁ ଆଗେଇ ନେଇ ଚାଳନ୍ତୁ ନା ।
ଆଧୁନିକ ଜୀବନ ଯାପନ ହିଁ ହୃଦ୍ ଘାତକୁ ନିମନ୍ତ୍ରଣ କରୁଛି ବୋଲି ବହୁ ସମୟରେ ପ୍ରମାଣ ମିଳିଛି ।
ତେବେ ଏଥିପାଇଁ ପ୍ରତିଥର ହେଉଥିବା ରିସର୍ଚ୍ଚରେ ନୂଆ ନୂଆ ତଥ୍ୟ ପ୍ରକାଶ କରାଯାଇଥାଏ ।
କିନ୍ତୁ ଲାଇଫଷ୍ଟାଇଲ ହିଁ ହୃଦ୍ଘାତର ପ୍ରମୁଖ କାରଣ ବୋଲି ଜଣାପଡିଛି ।
ମୁଖ୍ୟତଃ ଧୂମପାନ, ଆଲକହଲ, ମାତ୍ରାଧିକ ଖାଦ୍ୟ ଗ୍ରହଣ ଏକ୍ସରସାଇଜ୍ ର ଅଭାବ ଆଦି ହୃଦଘାତର ମୁଖ୍ୟକାରଣ ଏଗୁଡ଼ିକୁ ଦୂରେଇ ରଖିପାରିଲେ, ଆପଣ ଏକ ସୁସ୍ଥା ଜୀବନଜାପାନ କରିପାରିବେ ।
କ୍ଷତିକାରକ
ଅଧିକା ଟିଭି ଦେଖିବା :
ଅଧିକା ସମୟ ଟିଭି ଦେଖିବା ହୃଦୟପାଇଁ କ୍ଷତିକାରକ ।
୨୦୧୧ ରେ ‘ଆମେରିକାନ୍ କଲେଜ ଅଫ୍ କାର୍ଡିଓଲୋଜି’ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏହା ପ୍ରକାଶ ପାଇଥିଲା ।
ଏପରିକୁ ଯଦି ଆପଣ ନିୟମିତ ଏକ୍ସରସାଇଜ୍ କରିବା ସହ ଦିନକୁ ୪ ଘଣ୍ଟା ଟିଭି ଦେଖନ୍ତୁ, ତେବେ ବି ତାହା ହାଟ୍ ଷ୍ଟ୍ରୋକ୍ ଆଶଙ୍କାକୁ ଦ୍ଵିଗୁଣିତ କରିଥାଏ ।
କେବଳ ଏମିତି ନୁହେଁ ବରଂ ଏହା ଆପଣଙ୍କ ମୃତ୍ୟୁର କାରଣ ବି ସାଜିପାରେ ।
ଡାଏଟ୍ ସୋଢା :
ସୋଢାର ଅତ୍ୟଧିକ ବ୍ୟବହାର ହୃଦୟକୁ ହାନି ପହଞ୍ଚାଇଥାଏ ।
ଏହାର ନିୟମିତ ବ୍ୟବହାର ହୃଦୟଘାତ ଓ ଷ୍ଟ୍ରୋକ୍ ର ଆଶଙ୍କା ଦ୍ଵିଗୁଣିତ କରିଥାଏ ।
ଏପରିକି ପରିବାର ହୃଦ୍ ଘାତର ଇତିହାସ ଣ ଥିଲେ ମଧ୍ୟ ଏହି ରୋଗର ଆଶଙ୍କା ସୃଷ୍ଟି ହୋଇଥାଏ ।
ଆଲକହଲ:
ରେଡ୍ ୱାଇନ୍ ବା ମଦ ହୃଦୟ ପାଇଁ କେତେକ ଦୃଷ୍ଟିକୋଣରୁ ଭଲ ହୋଇଥିଲେ ମଧ୍ୟ ଅତ୍ଯାଧିକ ମାତ୍ରାରେ ମଦ୍ୟପାନ ହାନିକାରକ ହୋଇପଡିଥାଏ ।
ଆଲକହଲର ଅତ୍ୟାଧିକ ବ୍ୟବହାର ଶରୀରର କ୍ୟାଲୋରୀକୁ ବଢାଇବା ସହ ଶୋଇବାଶୈଳୀକୁ ପ୍ରଭାବିତ କରିଥାଏ ।
ଜୀବନଶୈଳୀ ଉପରେ ଏହାର କୁପ୍ରଭାବ ପକାଇବା ସହିତ ହୃଦୟକୁ କ୍ଷତି ପହଞ୍ଚାଇବାରେ ସହାୟକ ହୋଇଥାଏ ।
ଶୋଇବା (ଅଧିକ ବା କମ୍)
୫ ଘଣ୍ଟାର କମ୍ ବା ୯ ଘଣ୍ଟାରୁ ଅଧିକ ଶୋଇବା ଫଳରେ ଶରୀରରରକ୍ତଚାପ ଓ ଷ୍ଟ୍ରୋକ୍ ବୃଦ୍ଧି ପାଇଥାଏ ।
ତା ସହିତ ଶରୀରରେ ହୃଦ୍ ରୋଗଜନିତ ରୋଗର ଆଶଙ୍କାକୁ ମଧ୍ୟା ବଢିଥାଏ ।
ଘୁଙ୍ଗୁଡି
ଶୋଇବା ସମୟରେ ଅଧିକାଂଶ ଲୋକ ଖୁବ୍ ଜୋରରେ ଘୁଙ୍ଗୁଡି ମାରିଥାନ୍ତି ।
ଏମାନଙ୍କ କ୍ଷେତ୍ରରେ ହୃଦ୍ ରୋଗ ହେବାର ଆଶଙ୍କା ଅଧିକ ଥାଏ ।
ଏହି ଲୋକମାନେ ଶୋଇଥିବା ବେଳେ ମଝିରେ ମଝିରେ ହୁଦ୍ ସ୍ପନ୍ଦନ ଅତ୍ୟଧିକ କମ୍ ବା ଅଧିକ ହୋଇଥାଏ ।
ଫଳରେ ରକ୍ତଚାପ ବଢିବାର ସମ୍ଭାବନା ଥାଏ ।
ନିରାଶା
ଅତ୍ୟଧିକ ମାନସିକ ଚାପରୁ କେବେ କେବେ ଅବସାଦ ଓ ନିରାଶା ସୃଷ୍ଟି ହୋଇଥାଏ ।
ପରେ ଏହା ଅନ୍ୟ ରୋଗକୁ ଟାଣି ଆଣିଥାଏ ।
ଆପଣ ଚାହିଁଲେ ଏହି ନିରାଶା ବା ଅବସାଦରୁ ନିଜକୁ ସହଜରେ ଦୂରେଇ ରଖିପାରିବେ ।
ନଚେତ୍ ଆପଣ ହୃଦ୍ ଘାତର ଶିକାର ହୋଇପାରନ୍ତି ।
ଅଧିକ ବ୍ୟାୟାମ
ବ୍ୟାୟାମ ଶରୀର ପାଇଁ ହିତକାରକ ମାତ୍ରା ଆବଶ୍ୟକଠାରୁ ଅଧିକ ବ୍ୟାୟାମ ଶରୀରକୁ ପ୍ରଭାବିତ କରିବା ସହ ହୃଦୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
ତେଣୁ ବ୍ୟାୟାମ କରିବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
ଅଧିକାଂଶ ଲୋକ ଅଧିକ ସମୟ ପର୍ଯ୍ୟନ୍ତ ଉପରତଳ ହୋଇ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥାଏ ।
ସେମାନଙ୍କ ମଧ୍ୟରୁ ବହୁ ଲୋକ ଏଭଳି ହୃଦ୍ ଘାତର ଶିକାର ହୋଇଥାନ୍ତି ।
ମୁଖର ଯତ୍ନ
ମୁଖର ସଠିକ୍ ଯତ୍ନ ନ ନେଲେ ଶ୍ଵାସକ୍ରିୟା ଉପରେ ଏହାର କୁପ୍ରଭାବ ପଡିଥାଏ ।
ଯାହା ଆପଣଙ୍କ ଶରୀରରେ ହୃଦ୍ ରୋଗଜନିତ ଆଶଙ୍କାକୁ ବୃଦ୍ଧି କରିଥାଏ ।
ମୁଖ ଓ ହୃଦୟର ସଂପର୍କ ରହିଛି ।
ତେଣୁ ମୁଖରେ ଦୂଷିତ ବ୍ୟାକ୍ଟୋରିଆ ରହିବା ଫଳରେ ତାହା ରକ୍ତକଣିକା ମଧ୍ୟରେ ପ୍ରବେଶ କରିଥାଏ ।
ଫଳରେ ରକ୍ତ ପ୍ରବାହର ବେଗ ଧୀମା ହୋଇଥାଏ ।
ଆଉ ଏହା ପ୍ରଭାବ ହୃଦୟ ଉପରେ ହିଁ ପଡିଥାଏ ।
ଅଧିକ ଖାଦ୍ୟ ଗ୍ରହଣ
ମୋଟାପଣ ହୃଦ୍ ଘାତର ପ୍ରମୁଖ କାରଣ ବୋଲି କୁହାଯାଇପାରେ ।
ଆଉ ମୋଟାପଣ ହେଉଛି ଅତ୍ୟଧିକ ଖାଇବା ସହ ଏକ୍ସରସାଇଜ୍ ନ କରିବାର ଫଳାଫଳ ତେଣୁ କମ୍ ମିଠା ଖାଇବା ସହ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଚେଷ୍ଟା କରନ୍ତୁ ।
ଫଳରେ ଏକ ସୁସ୍ଥ ଶରୀରର ଅଧିକାରୀ ହୋଇପାରିବେ ।
ଧୂମପାନ
ଯଦି ଦିନକୁ ଗୋଟିଏ ସିଗାରେଟ୍ ଶରୀରରେ ହୃଦ୍ଘାତଜନିତ ରୋଗର ଆଶଙ୍କାକୁ ଦ୍ଵିଗୁଣିତ କରିଥାଏ ।
କେବଳ ହୃଦ୍ ଘାତ ନୁହେଁ କ୍ୟାନସରକୁ ମଧ୍ୟ ଡାକି ଆଣିଥାଏ ।
ତା ସହିତ ଅନ୍ୟାନ୍ୟ ବହୁ ରୋଗକୁ ନିୟନ୍ତ୍ରଣ ହୋଇଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment