Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
027c41be
Commit
027c41be
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
f73134cd
Changes
1
Show whitespace changes
Inline
Side-by-side
Showing
1 changed file
with
56 additions
and
0 deletions
+56
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia198.txt
...gual-corpora/vikaspedia.in/vikashpedia_health_odia198.txt
+56
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia198.txt
0 → 100644
View file @
027c41be
ହୃଦୟ ପାଇଁ କ୍ଷତିକାରକ
ଉପକ୍ରମ
ସ୍ୱଳ୍ପ ସମୟରେ ଅଧିକ ଅର୍ଥ ରୋଜଗାର ଓ ପ୍ରାଶ୍ଚିତ୍ୟ ଜୀବନଶୈଳୀ ପ୍ରତି ଆଜିର ଯୁବପିଢିଙ୍କୁ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି ।
ଏଭଳି ଆଗ୍ରହ ସେମାନଙ୍କୁ ଯେ ହୃଦ୍ ଘାତପ୍ରବଣତା ଆଡକୁ ଟାଣି ନେଉଛି, ତାହା ସେମାନେ ଜାଣିପାରୁ ନାହାଁନ୍ତି ।
ଏହି ଜୀବନଶୈଳୀର କେତେକ ବଦ୍ ଭ୍ୟାସ ଯୁବପିଢିଙ୍କ ହୃଦ୍ ପନ୍ତ୍ର ପାଇଁ ଘାତକ ସାଜିଛି ତେବେ ଆସନ୍ତୁ ଜାଣିବା କାରଣଗୁଡିକ କ’ଣ କ’ଣ ? ଆଉ ଏଗୁଡିକଠାରୁ ଦୂରେଇ ରହି ନିଜର ହୃଦୟକୁ ସୁସ୍ଥତା ଆଡକୁ ଆଗେଇ ନେଇ ଚାଳନ୍ତୁ ନା ।
ଆଧୁନିକ ଜୀବନ ଯାପନ ହିଁ ହୃଦ୍ ଘାତକୁ ନିମନ୍ତ୍ରଣ କରୁଛି ବୋଲି ବହୁ ସମୟରେ ପ୍ରମାଣ ମିଳିଛି ।
ତେବେ ଏଥିପାଇଁ ପ୍ରତିଥର ହେଉଥିବା ରିସର୍ଚ୍ଚରେ ନୂଆ ନୂଆ ତଥ୍ୟ ପ୍ରକାଶ କରାଯାଇଥାଏ ।
କିନ୍ତୁ ଲାଇଫଷ୍ଟାଇଲ ହିଁ ହୃଦ୍ଘାତର ପ୍ରମୁଖ କାରଣ ବୋଲି ଜଣାପଡିଛି ।
ମୁଖ୍ୟତଃ ଧୂମପାନ, ଆଲକହଲ, ମାତ୍ରାଧିକ ଖାଦ୍ୟ ଗ୍ରହଣ ଏକ୍ସରସାଇଜ୍ ର ଅଭାବ ଆଦି ହୃଦଘାତର ମୁଖ୍ୟକାରଣ ଏଗୁଡ଼ିକୁ ଦୂରେଇ ରଖିପାରିଲେ, ଆପଣ ଏକ ସୁସ୍ଥା ଜୀବନଜାପାନ କରିପାରିବେ ।
କ୍ଷତିକାରକ
ଅଧିକା ଟିଭି ଦେଖିବା :
ଅଧିକା ସମୟ ଟିଭି ଦେଖିବା ହୃଦୟପାଇଁ କ୍ଷତିକାରକ ।
୨୦୧୧ ରେ ‘ଆମେରିକାନ୍ କଲେଜ ଅଫ୍ କାର୍ଡିଓଲୋଜି’ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏହା ପ୍ରକାଶ ପାଇଥିଲା ।
ଏପରିକୁ ଯଦି ଆପଣ ନିୟମିତ ଏକ୍ସରସାଇଜ୍ କରିବା ସହ ଦିନକୁ ୪ ଘଣ୍ଟା ଟିଭି ଦେଖନ୍ତୁ, ତେବେ ବି ତାହା ହାଟ୍ ଷ୍ଟ୍ରୋକ୍ ଆଶଙ୍କାକୁ ଦ୍ଵିଗୁଣିତ କରିଥାଏ ।
କେବଳ ଏମିତି ନୁହେଁ ବରଂ ଏହା ଆପଣଙ୍କ ମୃତ୍ୟୁର କାରଣ ବି ସାଜିପାରେ ।
ଡାଏଟ୍ ସୋଢା :
ସୋଢାର ଅତ୍ୟଧିକ ବ୍ୟବହାର ହୃଦୟକୁ ହାନି ପହଞ୍ଚାଇଥାଏ ।
ଏହାର ନିୟମିତ ବ୍ୟବହାର ହୃଦୟଘାତ ଓ ଷ୍ଟ୍ରୋକ୍ ର ଆଶଙ୍କା ଦ୍ଵିଗୁଣିତ କରିଥାଏ ।
ଏପରିକି ପରିବାର ହୃଦ୍ ଘାତର ଇତିହାସ ଣ ଥିଲେ ମଧ୍ୟ ଏହି ରୋଗର ଆଶଙ୍କା ସୃଷ୍ଟି ହୋଇଥାଏ ।
ଆଲକହଲ:
ରେଡ୍ ୱାଇନ୍ ବା ମଦ ହୃଦୟ ପାଇଁ କେତେକ ଦୃଷ୍ଟିକୋଣରୁ ଭଲ ହୋଇଥିଲେ ମଧ୍ୟ ଅତ୍ଯାଧିକ ମାତ୍ରାରେ ମଦ୍ୟପାନ ହାନିକାରକ ହୋଇପଡିଥାଏ ।
ଆଲକହଲର ଅତ୍ୟାଧିକ ବ୍ୟବହାର ଶରୀରର କ୍ୟାଲୋରୀକୁ ବଢାଇବା ସହ ଶୋଇବାଶୈଳୀକୁ ପ୍ରଭାବିତ କରିଥାଏ ।
ଜୀବନଶୈଳୀ ଉପରେ ଏହାର କୁପ୍ରଭାବ ପକାଇବା ସହିତ ହୃଦୟକୁ କ୍ଷତି ପହଞ୍ଚାଇବାରେ ସହାୟକ ହୋଇଥାଏ ।
ଶୋଇବା (ଅଧିକ ବା କମ୍)
୫ ଘଣ୍ଟାର କମ୍ ବା ୯ ଘଣ୍ଟାରୁ ଅଧିକ ଶୋଇବା ଫଳରେ ଶରୀରରରକ୍ତଚାପ ଓ ଷ୍ଟ୍ରୋକ୍ ବୃଦ୍ଧି ପାଇଥାଏ ।
ତା ସହିତ ଶରୀରରେ ହୃଦ୍ ରୋଗଜନିତ ରୋଗର ଆଶଙ୍କାକୁ ମଧ୍ୟା ବଢିଥାଏ ।
ଘୁଙ୍ଗୁଡି
ଶୋଇବା ସମୟରେ ଅଧିକାଂଶ ଲୋକ ଖୁବ୍ ଜୋରରେ ଘୁଙ୍ଗୁଡି ମାରିଥାନ୍ତି ।
ଏମାନଙ୍କ କ୍ଷେତ୍ରରେ ହୃଦ୍ ରୋଗ ହେବାର ଆଶଙ୍କା ଅଧିକ ଥାଏ ।
ଏହି ଲୋକମାନେ ଶୋଇଥିବା ବେଳେ ମଝିରେ ମଝିରେ ହୁଦ୍ ସ୍ପନ୍ଦନ ଅତ୍ୟଧିକ କମ୍ ବା ଅଧିକ ହୋଇଥାଏ ।
ଫଳରେ ରକ୍ତଚାପ ବଢିବାର ସମ୍ଭାବନା ଥାଏ ।
ନିରାଶା
ଅତ୍ୟଧିକ ମାନସିକ ଚାପରୁ କେବେ କେବେ ଅବସାଦ ଓ ନିରାଶା ସୃଷ୍ଟି ହୋଇଥାଏ ।
ପରେ ଏହା ଅନ୍ୟ ରୋଗକୁ ଟାଣି ଆଣିଥାଏ ।
ଆପଣ ଚାହିଁଲେ ଏହି ନିରାଶା ବା ଅବସାଦରୁ ନିଜକୁ ସହଜରେ ଦୂରେଇ ରଖିପାରିବେ ।
ନଚେତ୍ ଆପଣ ହୃଦ୍ ଘାତର ଶିକାର ହୋଇପାରନ୍ତି ।
ଅଧିକ ବ୍ୟାୟାମ
ବ୍ୟାୟାମ ଶରୀର ପାଇଁ ହିତକାରକ ମାତ୍ରା ଆବଶ୍ୟକଠାରୁ ଅଧିକ ବ୍ୟାୟାମ ଶରୀରକୁ ପ୍ରଭାବିତ କରିବା ସହ ହୃଦୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
ତେଣୁ ବ୍ୟାୟାମ କରିବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
ଅଧିକାଂଶ ଲୋକ ଅଧିକ ସମୟ ପର୍ଯ୍ୟନ୍ତ ଉପରତଳ ହୋଇ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥାଏ ।
ସେମାନଙ୍କ ମଧ୍ୟରୁ ବହୁ ଲୋକ ଏଭଳି ହୃଦ୍ ଘାତର ଶିକାର ହୋଇଥାନ୍ତି ।
ମୁଖର ଯତ୍ନ
ମୁଖର ସଠିକ୍ ଯତ୍ନ ନ ନେଲେ ଶ୍ଵାସକ୍ରିୟା ଉପରେ ଏହାର କୁପ୍ରଭାବ ପଡିଥାଏ ।
ଯାହା ଆପଣଙ୍କ ଶରୀରରେ ହୃଦ୍ ରୋଗଜନିତ ଆଶଙ୍କାକୁ ବୃଦ୍ଧି କରିଥାଏ ।
ମୁଖ ଓ ହୃଦୟର ସଂପର୍କ ରହିଛି ।
ତେଣୁ ମୁଖରେ ଦୂଷିତ ବ୍ୟାକ୍ଟୋରିଆ ରହିବା ଫଳରେ ତାହା ରକ୍ତକଣିକା ମଧ୍ୟରେ ପ୍ରବେଶ କରିଥାଏ ।
ଫଳରେ ରକ୍ତ ପ୍ରବାହର ବେଗ ଧୀମା ହୋଇଥାଏ ।
ଆଉ ଏହା ପ୍ରଭାବ ହୃଦୟ ଉପରେ ହିଁ ପଡିଥାଏ ।
ଅଧିକ ଖାଦ୍ୟ ଗ୍ରହଣ
ମୋଟାପଣ ହୃଦ୍ ଘାତର ପ୍ରମୁଖ କାରଣ ବୋଲି କୁହାଯାଇପାରେ ।
ଆଉ ମୋଟାପଣ ହେଉଛି ଅତ୍ୟଧିକ ଖାଇବା ସହ ଏକ୍ସରସାଇଜ୍ ନ କରିବାର ଫଳାଫଳ ତେଣୁ କମ୍ ମିଠା ଖାଇବା ସହ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଚେଷ୍ଟା କରନ୍ତୁ ।
ଫଳରେ ଏକ ସୁସ୍ଥ ଶରୀରର ଅଧିକାରୀ ହୋଇପାରିବେ ।
ଧୂମପାନ
ଯଦି ଦିନକୁ ଗୋଟିଏ ସିଗାରେଟ୍ ଶରୀରରେ ହୃଦ୍ଘାତଜନିତ ରୋଗର ଆଶଙ୍କାକୁ ଦ୍ଵିଗୁଣିତ କରିଥାଏ ।
କେବଳ ହୃଦ୍ ଘାତ ନୁହେଁ କ୍ୟାନସରକୁ ମଧ୍ୟ ଡାକି ଆଣିଥାଏ ।
ତା ସହିତ ଅନ୍ୟାନ୍ୟ ବହୁ ରୋଗକୁ ନିୟନ୍ତ୍ରଣ ହୋଇଥାଏ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment