Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
191d96f4
Commit
191d96f4
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1492dbd0
Changes
1
Show whitespace changes
Inline
Side-by-side
Showing
1 changed file
with
26 additions
and
0 deletions
+26
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia78.txt
...ngual-corpora/vikaspedia.in/vikashpedia_health_odia78.txt
+26
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia78.txt
0 → 100644
View file @
191d96f4
ଭିଟାମିନ୍ ସିରେ ଭରପୁର ଅଁଳା ରସ
ଅଁଳା ରସ
ସୁସ୍ଥ ରହିବା ପାଇଁ ପ୍ରତିଦିନ ଜଣେ ବ୍ୟକ୍ତିଙ୍କୁ ୫୦ ମିଲିଗ୍ରାମ୍ ଭିଟାମିନ୍ ସି ଆବଶ୍ୟକ ହୋଇଥାଏ ।
ଆଉ ଭିଟାମିନରେ ଭରପୁର ଅଁଳା ।
ଯଦି ଆପଣ ପ୍ରତିଦିନ ଅଁଳା ରସ ସେବନ କରନ୍ତି ତେବେ ଶରୀରରେ ଥିବା ଭିଟାମିନ୍ ସି ର ଅଭାବ ଦୂର ହୋଇଥାଏ ।
ଏବେ ନଜର ପକାନ୍ତୁ ଅଁଳା ଔଷଧୀୟ ଗୁଣ ଉପରେ ।
ଅଁଳା ଔଷଧୀୟ ଗୁଣ
ପ୍ରତିଦିନ ଅଁଳା ରସ ସହ ମହୁ ମିଶାଇ ଖାଆନ୍ତୁ ।
ଏହି ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ।
ନଡିଆ ପାଣି ସହ ଅଁଳା ରସ ମିଶାଇ ପିଇଲେ ଆମ୍ବିଳା ହାକୁଟି ବନ୍ଦ ହୋଇଯାଏ ।
ଅଁଳା ରସ ପାଚନ କ୍ରିୟାକୁ ବଢାଇ ଥାଏ ।
ଏହା ସହ କୋଷ୍ଠକାଠିନ୍ୟ ଭଳି ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ ।
ସେହିପରି ପିଲାଙ୍କ ଦାନ୍ତ ଉଠିବା ସମୟରେ ପ୍ରତିଦିନ ମହୁ ସହ ଅଁଳା ରସ ମିଶାଇ ଦେଲେ ଲାଭ ମିଳିଥାଏ ।
ଦାନ୍ତ ବିନ୍ଧା ପାଇଁ ଲାଭଦାୟକ ଅଁଳା ।
ଅଳ୍ପ କପୁର ସହ ଅଁଳା ରସ ମିଶାଇ ଦାନ୍ତରେ ଲଗାଇଲେ ତୁରନ୍ତ ଦାନ୍ତ ବିନ୍ଧା ଭଲ ହୋଇଯାଏ ।
ଏହା ସହ ଦାନ୍ତ ପୋକ ଲାଗିଥିଲେ ଭଲ ହୋଇଯାଏ ।
ଯଦି ମାସିକଧର୍ମ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେଲେ ଦିନକୁ ତିନି ଥିର କଦଳୀ ସହ ଅଁଳା ରସ ଖାଆନ୍ତୁ ।
ପ୍ରତିଦିନ ସକାଳେ ମହୁ ସହ ଅଁଳା ରସ ସହ ପିଇଲେ ତ୍ୱଚାରେ ଚମକ ଆସିଥାଏ ।
କେଶକୁ ସୁନ୍ଦର ,ମୁଲାୟମ, ମଜଭୁତ ଓ ସିଲ୍କି କରିବା ପାଇଁ ଅଁଳା ମଧ୍ୟ ବ୍ୟବହାର କରନ୍ତୁ ।
ଅଁଳାକୁ ନଡିଆ ତେଲରେ ମିଶାଇ କେଶ ମୂଳରେ ମାଲିସ କରନ୍ତୁ ।
ସପ୍ତାହରେ ଥରେ ଏପରି କଲେ ଆପଣଙ୍କ କେଶ ମଜଭୁତ ହେବା ସହ ସିଲ୍କି ରହେ ।
ଅଁଳା, ଶିକାକାଇ, ଭୃଗରାଜକୁ ଗୁଣ୍ଡ କରି ରଖନ୍ତୁ ଓ ଏହି ଗୁଣ୍ଡକୁ ପାଣିରେ ଗୋଳାଇ ଲୁହା ପାତ୍ରର ରଖନ୍ତୁ ।
ନିୟମିତ ବ୍ୟବଧାନରେ ଏହି ଲେପକୁ କେଶରେ ଲଗାନ୍ତୁ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ ।
ଏପରି କରିବା ଦ୍ୱାରା କେଶର ସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।
ଏହା ବ୍ୟତୀତ କେବଳ ଅଁଳା ଗୁଣ୍ଡକୁ ମଧ୍ୟ ଚୁଟିରେ ଲଗାଇଲେ, କେଶ ମଜଭୁତ ହୁଏ ।
କେବଳ ଏତିକି ନୁହଁ ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment