Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
2d9339c3
Commit
2d9339c3
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1377b76f
Changes
1
Show whitespace changes
Inline
Side-by-side
Showing
1 changed file
with
32 additions
and
0 deletions
+32
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia205.txt
...gual-corpora/vikaspedia.in/vikashpedia_health_odia205.txt
+32
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia205.txt
0 → 100644
View file @
2d9339c3
ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ
ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଏବଂ ଏହାର ଚିକିତ୍ସା ଯଦି ବ୍ୟୟ ସାପେକ୍ଷ ହୋଇଥାଏ ତେବେ ଜଣେ ସାଧାରଣ ଲୋକ ପାଇଁ ଏହା ସମସ୍ୟା ସୃଷ୍ଟି କରେ ।
ଆର୍ଥିକ ଭାବରେ ଦୁର୍ବଳ ଥିବା ବ୍ୟକ୍ତିଟି ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଯାଏ ।
ତେଣୁ ୨୦୧୧ ଜୁନ ମାସରେ କେନ୍ଦ୍ର ସରକାରଙ୍କ ଦ୍ଵାରା ‘ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ କରାଗଲା ।
ଏହି ଯୋଜନା ଅନ୍ତର୍ଗତ ସଙ୍କଟାପନ୍ନ ଗର୍ଭବତୀ ମହିଳା ଓ ଅସୁସ୍ଥ ନବଜାତ ଶିଶୁଙ୍କୁ ମାଗଣାରେ ଚିକିତ୍ସା କରାଯିବ ।
ଗର୍ଭବତୀ ମହିଳାଙ୍କ ମାଗଣା ସେବା
ମୁକ୍ତ, ମାଗଣା ପ୍ରସବ
ମୁକ୍ତ ସି- ବିଭାଗ
ମାଗଣା ଔଷଧ ଓ ଅନ୍ୟାନ୍ୟ ଉପକରଣ
ମାଗଣା ପରୀକ୍ଷା, ନିରୀକ୍ଷା
ଡାକ୍ତରଖାନାରେ ଥିବା ପର୍ଯ୍ୟନ୍ତ ମାଗଣା ଭୋଜନ
ମାଗଣା ରକ୍ତ ଯଦି ଦରକାର ହୁଏ ।
ୟୁର୍ଜସ ଫି ଦେବାକୁ ପଡେ ନାହିଁ ।
ମାଗଣାରେ ଘରଠାରୁ ଡାକ୍ତରଖାନା ଆସିବା ।
ଯଦି ଅନ୍ୟ କୌଣସି ହସ୍ପିଟାଲକୁ ଯିବାକୁ ପଡ଼େ ତାହାହେଲେ ଯିବା ଆସିବା ମାଗଣା ।
୪୮ଘଣ୍ଟା ରହିବା ମାଗଣାରେ ଘରେ ଛାଡିବା ।
ଜନ୍ମର ୩୦ଦିନ ପରେ ଅସୁସ୍ଥ ନବଜାତ/ ଜନ୍ମରୁ ଅସୁସ୍ଥ ଶିଶୁଙ୍କ ପାଇଁ ମାଗଣା ସୁବିଧା
ମାଗଣା ଚିକିତ୍ସା
ମାଗଣାରେ ଔଷଧ ଓ ଅନ୍ୟାନ୍ୟ ସୁବିଧା
ମାଗଣା ପରୀକ୍ଷା
ମାଗଣା ରକ୍ତ ଯୋଜନା
ୟୁଜର୍ସ ଫି ଦେବାକୁ ପଡ଼େ ନାହିଁ ।
ଘରଠାରୁ ହସ୍ପିଟାଲ ଯିବା ଆସିବା ମାଗଣା ।
ଅନ୍ୟ ହସ୍ପିଟାଲକୁ ଯିବା ଆସିବା ମାଗଣା ।
ହସ୍ପିଟାଲରୁ ଘରକୁ ମାଗଣାରେ ଯିବା ।
ଯୋଜନାର ମୁଖ୍ୟ ଅଂଶ
ସରକାରୀ ଡାକ୍ତରଖାନାରେ ମାଗଣାରେ ପ୍ରସବ ।
ଏହି ଯୋଜନାରେ ମାଗଣା ଔଷଧ, ମାଗଣା ଖାଦ୍ୟ ସାଧାରଣ ପ୍ରସବ ହେଲେ ୩ଦିନ ଅପରେସନ ହେଲେ ୭ଦିନ ପର୍ଯ୍ୟନ୍ତ ମିଳିବ ।
ଏହାଛଡା ଯଦି ରକ୍ତ, କିମ୍ବା ଅନ୍ୟକୌଣସି ପରୀକ୍ଷା ଦରକାର ତା ମଧ୍ୟ ମାଗଣାରେ କରାଯାଏ ।
ସେଇଭଳି ନବଜାତ ଶିଶୁ ଅସୁସ୍ଥ ହେଲେ ୩୦ ଦିନ ପର୍ଯ୍ୟନ୍ତ ତାର ଚିକିତ୍ସା ମାଗଣାରେ କରାଯାଏ ।
ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ଏହି ଯୋଜନା ଦ୍ଵାରା ୧୨ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେଉଛନ୍ତି ଏବଂ ଏହି ଯୋଜନା ଦ୍ଵାରା ଗର୍ଭବତୀ ମହିଳା ଘରେ ପ୍ରସବ ପାଇଁ ଉତ୍ସାହିତ ହେଉଛନ୍ତି ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment