Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
33f6c8d6
Commit
33f6c8d6
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
098f8204
Changes
1
Show whitespace changes
Inline
Side-by-side
Showing
1 changed file
with
45 additions
and
0 deletions
+45
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia225.txt
...gual-corpora/vikaspedia.in/vikashpedia_health_odia225.txt
+45
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia225.txt
0 → 100644
View file @
33f6c8d6
ସ୍ୱାସ୍ଥ୍ୟ ସୁବିଧା ଯୋଗାଉଥିବା ବ୍ୟକ୍ତିଙ୍କର ଦକ୍ଷତା ବୃଦ୍ଧି
ANM /ନର୍ସ /ଡାକ୍ତର ମାନଙ୍କ ଭୂମିକା ଏବଂ ଦାୟିତ୍ଵ
ANM /ନର୍ସ /ଡାକ୍ତର ଙ୍କର ସମସ୍ତ ପ୍ରସବ କେନ୍ଦ୍ରରେ ଦକ୍ଷତା ବୃଦ୍ଧି ।
ସ୍ତନ୍ୟପାନ /ସମ୍ବନ୍ଧିତ ସେବାରେ ବାଧ୍ୟତାମୂଳକ ଭୂମିକା
ପ୍ରସବ ପରେ ଏକ ସଫଳ ସ୍ତନ୍ୟପାନ ବ୍ୟବସ୍ଥା ପ୍ରତିଷ୍ଠା କରିବା ସ୍ୱାସ୍ଥ୍ୟସେବା ସୁଯୋଗର ଏକ ଅଂଶ ।
ଯଦି ଥରେ ସଫଳତା ସହ ସ୍ତନ୍ୟପାନ ବ୍ୟବସ୍ଥାକୁ ଶିଶୁ ଜନ୍ମର ପରେ ପରେ ଆରମ୍ଭ କରାଯିବ ମା କୁ ଡାକ୍ତରଖାନା ଛାଡିବା ପୂର୍ବରୁ ଉଚିତ ପରାମର୍ଶ ଦିଆଯାଇପାରିବ ଏବଂ ବାରମ୍ବାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ (ପ୍ରତିଷେଧକ /ଶିଶୁ ଚିକିତ୍ସା ) ନବଜାତ ଶିଶୁ ପାଇଁ କରାହେବ ତା ହେଲେ ପ୍ରଥମ ୬ ମାସ ମଧ୍ୟରେ କେବଳ ମା କ୍ଷୀରର ଲକ୍ଷ୍ୟ ହାସଲ କରାଯାଇପାରିବ ।
ସ୍ତନ୍ୟପାନ ପାଇଁ ମୁଖ୍ୟ କଥା ହେଉଛି , ସ୍ତନ୍ୟପାନ ସମୟରେ ମା ଓ ଶିଶୁର ନିର୍ଦ୍ଧିଷ୍ଟ ସ୍ଥିତି , ଅନୁରାଗବନ୍ଧନ , ସ୍ତନ୍ୟପାନ ର ବାରମ୍ବାରତା ପରିବାର ଠାରୁ ସକାରାତ୍ମକ ସହାୟତା , ମା ର ଆତ୍ମବିଶ୍ଵାସ ବୃଦ୍ଧି , ଶିଶୁର ଚାହିଦା ମୁତାବକ ସ୍ତନ୍ୟପାନ , କ୍ଷୀର ନ ହେବା ପାଇଁ ରାତିରେ ସ୍ତନ୍ୟପାନ କର୍ମଜୀବି ମା ଙ୍କ ପାଇଁ ବିଶେଷ ପରିସ୍ଥିତି ଇତ୍ୟାଦି ।
ପ୍ରତ୍ୟେକ ସଂସର୍ଗ କେନ୍ଦ୍ରରେ ନବଜାତ ପାଇଁ ସ୍ୱାସ୍ଥ୍ୟ ସୁବିଧା ସ୍ତନ୍ୟପାନ /IYCF ପରାମର୍ଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ ।
ସ୍ତନ୍ୟପାନ ପାଇଁ ANM ଭୂମିକାକୁ ଦାୟିତ୍ଵବାନ ସହ ମହଜୁତ କରିବା ଏକ ଦିନିଆ ଅଭିମୁଖି କାରଣ ।
ANM ମାନଙ୍କ ଭୂମିକା ଏବଂ ଦାୟିତ୍ଵ ସମ୍ବନ୍ଧରେ ଏକ ଦିନିକିଆ କାର୍ଯ୍ୟକ୍ରମ (ମା କାର୍ଯ୍ୟକ୍ରମର ପରିମାପକ ସହିତ ) କରାହେବ ।
ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ସ୍ତନ୍ୟପାନ ର ସୁବିଧା ସୁଯୋଗକୁ ପ୍ରୋତ୍ସାହନ ଦେବା କାର୍ଯ୍ୟକ୍ରମ ଯାହା ୨୦୧୬ ଅଗଷ୍ଟରେ ଶୁଭାରମ୍ଭ କରାଯାଇଥିଲା ।
ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଶୀଘ୍ର ସ୍ତନ୍ୟପାନ ଏବଂ ସମ୍ବନ୍ଧରେ ଶିକ୍ଷା ଦେବା ଏବଂ ସେମାନଙ୍କୁ ପ୍ରସୂତି ମା କୁ ସହାୟତା ପ୍ରଦାନ ନିମନ୍ତେ ପ୍ରସ୍ତୁତ କରିବା ଏହି ଏକ ଦିବାସୀୟ କାର୍ଯ୍ୟକ୍ରମର ଲକ୍ଷ୍ୟ ।
ଯେ ପର୍ଯ୍ୟନ୍ତ IYCF ତାଲିମ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଏଭଳି ଭାବରେ ସ୍ୱାସ୍ଥ୍ୟକର୍ମୀକୁ ପ୍ରସ୍ତୁତ କରାଯିବ ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଡେଲିଭରି କେନ୍ଦ୍ରରେ ପରାମର୍ଶଦାତ୍ରୀ / ଷ୍ଟାଫ ନର୍ସ /ANM / ମେଡିକାଲ ଅଫିସର ଏବଂ ପ୍ରତ୍ୟେକ ଉପ-କେନ୍ଦ୍ରରେ ଥିବା ANM ମାନଙ୍କୁ ତାଲିମ ପ୍ରଦାନ କରାଯିବ ।
ପରାମର୍ଶଦାତ୍ରୀ , ANM /ଷ୍ଟାଫନର୍ସ / ମେଡିକାଲ ଅଫିସର ମାନେ ସ୍ତନ୍ୟପାନ ସହାୟତା ।
ଏହି ସଭା ଜିଲ୍ଲା ଏବଂ ବ୍ଲକ ସ୍ତରରେ କରାହେବ ।
IYCF ରେ ସ୍ୱାସ୍ଥ୍ୟ ସେବା ର କର୍ମୀମାନଙ୍କ ଭୂମିକା ଏବଂ ଦାୟିତ୍ଵ ସମ୍ବନ୍ଧରେ ସମସ୍ତ ତଥ୍ୟ ରହିଛି ।
ସ୍ୱାସ୍ଥ୍ୟ ସୁବିଧାରେ ସ୍ତନ୍ୟପାନ ଏକ ଦରକାରୀ ଉପାଦାନ ଭାବରେ IMC ସହିତ ସଲଗ୍ନ କରାଯାଇଛି ଏବଂ IMSCET ର ସୂଚନା ଏହି ଏକ ଦିବାସୀୟ କାର୍ଯ୍ୟକ୍ରମରେ ଅଗଷ୍ଟ ମାସରୁ କରାଯାଇଛି ।
ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ଅନ୍ତର୍ଗତ ସବୁ ମାସର ୯ ତାରିଖରେ ସ୍ୱାସ୍ଥ୍ୟସେବା ରେ ଗର୍ଭବତୀ ପ୍ରସ୍ତୁତି ମା କୁ ବିଶେଷ ଗୁରୁତ୍ଵ ଦିଆଯିବ ।
ସ୍ୱାସ୍ଥ୍ୟ ସେବାରେ ଖୁବଶୀଘ୍ର ସ୍ତନ୍ୟପାନ ଆରମ୍ଭ ଏବଂ ପରିବାରରେ ସଦସ୍ୟମାନଙ୍କୁ ସ୍ତନ୍ୟପାନ ବ୍ୟବସ୍ଥାରେ ସେମାନଙ୍କ ଭୂମିକା ସମ୍ବନ୍ଧରେ ଅଗଗତ ।
ANM/ନର୍ସ ମାନଙ୍କର ଦକ୍ଷତା ବୃଦ୍ଧି ଏବଂ ମାଷ୍ଟରଟ୍ରେନର ସବୁ ବିକାଶ ।
ମା କାର୍ଯ୍ୟକ୍ରମରେ ଶୁଭାରମ୍ଭ ପରେ ମାଷ୍ଟର ଟ୍ରେନର ମାନଙ୍କୁ ଏକତ୍ରିତ କରିବା ସହ ମେଡିକାଲ କଲେଜ ଶିଶୁ ବିଶେଷଜ୍ଞ /PSM ଦିବସ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳିତ କରାହେବ ।
ମାଷ୍ଟର ଟ୍ରେନର ମାନଙ୍କ ଦ୍ଵାରା ମେଡିକାଲ ଅଫିସର ସମସ୍ତ ଡେଲିଭରି ପଏଣ୍ଟ ର ଷ୍ଟାଫ ନର୍ସ , ଉପ-କେନ୍ଦ୍ରର ANM ଇତ୍ୟାଦି କୁ ପରିମାଣ କ୍ରମେ ୪ ଦିନିଆ ତାଲିମ ଦିଆଯିବ ।
ANM / ନର୍ସଙ୍କର ୪ ଦିନିଆ ତାଲିମ ପାଇଁ ଏକ ଯୋଜନା ପ୍ରସ୍ତୁତ କରାହେବ ।
ତାଲିମ ଅଗଷ୍ଟ ମାସରୁ ଆରମ୍ଭ ହୋଇ ଉପ-କେନ୍ଦ୍ର ମାନଙ୍କରେ ଜୁଲାଇ ୨୦୧୭ ସୁଦ୍ଧା ହେବାର ଲକ୍ଷ୍ୟ ରଖାଯାଇଛି ।
ଉତ୍ସର୍ଗୀକୃତ ଏବଂ ଟ୍ରେନିଙ୍ଗ ପ୍ୟାକେଜ ANM /ନର୍ସଙ୍କ ପାଇଁ ୪ ଦିନିଆ IYCF ଟ୍ରେନିଙ୍ଗ ପ୍ୟାକେଜ , ତାଲିମଦାତା ଗାଇଡ ଇତ୍ୟାଦି ମା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯାଇଛି ।
ଏକ ଦିବାସୀୟ ମତୁଲ ଅଗଷ୍ଟ ମାସର ଶୁଭାରମ୍ଭ ବେଳେ ବ୍ୟବହାର କରାଯିବ ।
ସ୍ତନ୍ୟପାନ , ପରିପ୍ୱରକ ଖାଦ୍ୟ , ପରାମର୍ଶ , ବିଶେଷ ପରିସ୍ଥିତିରେ ସ୍ତନ୍ୟପାନ ଇତ୍ୟାଦିକୁ ୪ ଦିନିଆ ତାଲିମ ବ୍ୟାପକ କରାଯାଇଛି ।
ସୁଯୋଗ ଦୃଢିକାରଣ
ଗର୍ଭାବସ୍ଥା ୱାର୍ଡ / ପ୍ରସବ ୱାର୍ଡ ଏବଂ ଗର୍ଭବତୀ କ୍ଲିନିକ ଇତ୍ୟାଦି ସମସ୍ତ ପ୍ରସବ କେନ୍ଦ୍ରରେ ସୂଚନା ଶିକ୍ଷା ଯୋଗାଇବା (IEC ) ର ସାମଗ୍ରୀମାନ ପ୍ରଦର୍ଶନ କରାଯିବ ।
କାର୍ଯ୍ୟକ୍ରମ ଅଡିଓ , ଭିଜୁଆଲ ସାମଗ୍ରୀ ପ୍ରତ୍ୟେକ ହସପିଟାଲ ଆଉଟଡୋର , ୱାର୍ଡ ମାନଙ୍କରେ ବ୍ୟବହାର କରାଯିବ , ମୂଳ ଇତ୍ୟାଦି ।
ଯାହା ରାଜ୍ୟକୁ ଯୋଗାଇ ଦିଆଯିବ ଯାହା ମଧ୍ୟରେ ସ୍ଥାନୀୟ ଭାଷାରେ ବନ୍ଧୁତ୍ଵପୂର୍ଣ୍ଣ ଶିଶୁ ଚିକିତ୍ସା ସୁବିଧା ପ୍ରଚଳନ ।
ସ୍ତନ୍ୟପାନ କୋଠରି :
ସ୍ୱାସ୍ଥ୍ୟ ସୁବିଧା ମଧ୍ୟରେ ଉତ୍ସର୍ଗୀକୃତ ଗୃହରେ ଏକ ସ୍ଥାନ /କୋଠରି ସମସ୍ତ ସ୍ତନ୍ୟପେୟୀ ମା ମାନଙ୍କୁ ଯୋଗାଇ ଦିଆଯିବ ।
ମା ମାନେ ପରାମର୍ଶ ପାଇଁ ଆସୁଥିବା ସମୟରେ ଶିଶୁକୁ ସ୍ତନ୍ୟପାନ କରାଇବା କୁ ଚାହିଁଲେ ତାକୁ ଏହି ସୁବିଧା ଯୋଗାଇ ଦିଆଯିବ ।
ସ୍ତନ୍ୟପାନ ସମ୍ବନ୍ଧୀୟ ସୂଚନା ସଦୃଶ୍ୟ ଭାବରେ ସେଠାରେ ପ୍ରଦର୍ଶିତ ହେଉଥିବା ସହ ସ୍ତନ୍ୟପାନ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବ ।
ଜାତୀୟ ସାଧନ କେନ୍ଦ୍ର ପ୍ରତିଷ୍ଠା
IYCF ର ତାଲିମ ଏବଂ ତଦାରଖ ପାଇଁ ଜାତୀୟ ସାଧନ କେନ୍ଦ୍ର ଶିଶୁ ଚିକିତ୍ସା ଦିବସ, ଚିକିତ୍ସା ବିଜ୍ଞାନ କଲେଜ ବିଶ୍ଵ ବିଦ୍ୟାଳୟ ନୂଆଦିଲ୍ଲୀ ୟୁନିସେଫରର ବୈଷୟିକ ସହାୟତା ଏବଂ BPNF ଦ୍ଵାରା ପ୍ରତିଷ୍ଠା ହୋଇଛି ।
ଜାତୀୟ ସାଧନ କେନ୍ଦ୍ର ରାଜ୍ୟମାନଙ୍କୁ ପ୍ରଥ ପ୍ରଚଳନ ଟ୍ରେନର ବିକଶିତ କାର୍ଯ୍ୟ, ରାଜ୍ୟ ଦ୍ଵାରା ଆୟୋଜିତ ଓ ଟ୍ରେନିଙ୍ଗ କାର୍ଯ୍ୟକ୍ରମ କୁ ତଦାରଖ ଇତ୍ୟାଦି, ରାଜ୍ୟ ଟ୍ରେନିଙ୍ଗ, ତଦାରଖ ଇତ୍ୟାଦି ପାଇଁ ଜାତୀୟ ସାଧନ କେନ୍ଦ୍ର ସାଙ୍ଗରେ ସମ୍ପର୍କ ରକ୍ଷା କରିବେ ।
ପୁରଷ୍କାର
ଉତ୍ତମ ଶିଶୁ ବନ୍ଧୁତ୍ଵ ପୂର୍ଣ୍ଣ ସୁବିଧା କୁ ବହୁଟି କାରଣ :
ଶକ୍ତିଶାଳି ସ୍ୱାସ୍ଥ୍ୟସେବା ର ଉଦ୍ୟମ କୁ ପ୍ରଶଂସା କରିବା , ପ୍ରତ୍ୟେକ ଡେଲିଭରି କେନ୍ଦ୍ରରେ ସ୍ତନ୍ୟପାନ ସ୍ତନ୍ୟପାନ ବ୍ୟବସ୍ଥାକୁ ପ୍ରଦର୍ଶନ କରାଯିବ ।
ସୁଯୋଗ ପାଇଁ ପୁରଷ୍କାର :
ରାଜ୍ୟ ସ୍ତରରେ ସ୍ତନ୍ୟପାନକୁ ପ୍ରୋତ୍ସାହନ ସୁରକ୍ଷା , ସହାୟତା ଯୋଗାଇ ଦେଉଥିବା ବ୍ୟବସ୍ଥା କୁ ପୁରସ୍କୃତ କରାଯିବ , ଏହାଦ୍ଵାରା କାମ ଚାଲୁରଖିବା ପାଇଁ ଆତ୍ମବିଶ୍ଵାସ ସହ ପ୍ରେରଣା ମିଳିପାରିବ ।
ପୁରଷ୍କାରସମ୍ବନ୍ଧରେ :
ମନୋନୀତ ଏବଂ ପ୍ରମାଣ ଯୋଗ୍ୟ ସୁଯୋଗ “ ମା” ପରିଷ୍କାର ଦ୍ଵାରା ସମ୍ମାନୀୟ କରାଯିବ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment