Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
3fb69127
Commit
3fb69127
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
45ed62a0
Changes
1
Show whitespace changes
Inline
Side-by-side
Showing
1 changed file
with
37 additions
and
0 deletions
+37
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia165.txt
...gual-corpora/vikaspedia.in/vikashpedia_health_odia165.txt
+37
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia165.txt
0 → 100644
View file @
3fb69127
ବଦହଜମି ସମସ୍ୟା ଓ ସମାଧ୍ୟାନ
ବଦହଜମି
ବଦହଜମି ଏକ ସାଧାରଣ ସମସ୍ୟା ।
ପୃଥିବୀର ଶତକଡ଼ା କୋଡ଼ିଏ ଭାଗ ଲୋକ ସବୁ ସମୟରେ ଏହି ରୋଗରେ ପୀଡ଼ିତ ଥାଆନ୍ତି ।
ଏହି ରୋଗରେ ଉପର ପେଟରେ ଯନ୍ତ୍ରଣା ହୁଏ ।
ଏହା ଏକମାସରୁ ଊର୍ଦ୍ଧ୍ଵ ଲାଗି ରହିଲେ, ବଦହଜମି ପାଇଁ ପରୀକ୍ଷା କରାଇନେବା ଉଚିତ ।
ଯନ୍ତ୍ରଣା ସହିତ ଛାତି ପେଡ଼ିବା, ପେଟଫୁଲିବା, ଆମ୍ବିଳା ହାକୁଟି ମାରିବା ଭଳି ମଧ୍ୟ ଲକ୍ଷଣ ପ୍ରକାଶ ପାଇପାରେ ।
ଏଭଳି ହେଲେ ସାଧାରଣତଃ ପାକସ୍ଥଳୀ ।
ଏଣେଣ୍ଡାସ୍କୋପି ପରୀକ୍ଷା କରି ଖାଦ୍ୟନଳୀ, ପାକସ୍ଥଳୀ ଓ ଗ୍ରହଣୀରେ ଘା’, କ୍ୟାନସର ପ୍ରଭୃତି ହୋଇଛି କି ନାହିଁ ବୋଲି ଦେଖିନେବା ଭଲ ।
ସେହି ସମୟରେ ପାକସ୍ଥଳୀ କାନ୍ଥକୁ ଧୋଇ ସେହି ପାଣିରେ ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଜୀବାଣୁ ଅଛି କି ନାହିଁ ମଧ୍ୟ ପରୀକ୍ଷା କରାଯାଏ ।
ଏହି ଜୀବାଣୁ ଆବିଷ୍କାର କରି ଅଷ୍ଟ୍ରେଲିଆର ଦୁଇଜଣ ।
ବୈଜ୍ଞାନିକ ଡା, ବାରି ମାର୍ସାଲ ଏବଂ ଡା. ରବିନ ୱାରେନ୍ ୧୯୦୫ ମସିହାରେ ମେଡିସିନ୍ରେ ନୋବେଲ ପୁରସ୍କାର ପାଇଥିଲେ ।
ଆଗରୁ କୁହାଯାଉଥିଲା ।
ପାକସ୍ଥଳୀର ଘା (ପେୟିକ ଅଲସର) ।
‘ହରି ଓରି କରି ଯୋଗୁଁ ହୋଇଥାଏ ।
ଏହାର ଅର୍ଥବ୍ୟସ୍ତବହୁଳ ଜୀବନରେ ଖାଇବା ।
ପିଇବା ଠିକ୍ ନହେଲେ ଅଧିକ ଚିନ୍ତାଗ୍ରସ୍ତ ହୋଇ କନ୍ଦାକଟା କରି ଅବସାଦରେ ରହିଲେ କିମ୍ବା ବେଶୀ ମସଲା ତରକାରି ଖାଇଲେ ' ପାକସ୍ଥଳୀରେ ଘା ଓ ବଦହଜମି ହୁଏ ।
ଏବେ କିନ୍ତୁ ଏହି ଜୀବାଣୁ ଏଚ୍. ପାଇଲୋରି ଏହାର ନିର୍ଦ୍ଦିଷ୍ଟ କାରଣ ବୋଲି କୁହାଯାଉଛି ଏବଂ ସ୍ଵତନ୍ତ୍ର ଆଣ୍ଟିବାୟୋଟିକ୍ ଚିକିତ୍ସା ଦ୍ଵାରା ଏହା ଭଲ ହେଉଛି ।
ଫଳରେ ପାକସ୍ଥଳୀର ଘା' ଆଉ ଅପରେସନ୍ ହେବା ଆବଶ୍ୟକ ହେଉନାହିଁ ।
୨୦୧୭ ମସିହା ମାଇଁ ମାସରେ ବଦହଜମି ରୋଗ ଚିକିତ୍ସା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାର ପେଟରୋଗ ବିଶେଷଜ୍ଞ ଦଳ ମିଳିତ ଭାବେ ଏକ ଚିକିତ୍ସା ସାରଣୀ ପ୍ରସ୍ତୁତ କରିଛନ୍ତି ।
ଏହା ଆମେରିକାନ୍ ଜର୍ଣ୍ଣାଲ ଅଫ ଗାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ପ୍ରକାଶିତ ହୋଇଛି ।
ସେଗୁଡ଼ିକ ହେଲା –
ସମସ୍ୟା ଓ ସମାଧ୍ୟାନ
ଷାଠିଏ ବର୍ଷରୁ ଊର୍ଦ୍ଧ୍ଵ ସବୁ ବଦହଜମି ରୋଗୀ ପେଟର ଏଣ୍ଡୋସ୍କୋପି କରି ପାକସ୍ଥଳୀରେ କନ୍ୟାନସର ଅଛିକି ନାହିଁ ଦେଖିନେବା ଦରକାର ।
କ୍ଷାଠିଏ ବର୍ଷରୁ କମ୍ ବୟସର ଲୋକମାନେ ଏଚ. ପାଇଲୋରୀ ଜୀବାଣୁ ପାଇଁ ପରୀକ୍ଷା କରାଇବା ଜରୁରୀ ।
ଏହିଭଳି ରୋଗୀମାନଙ୍କୁ ପାଣ୍ଟ୍ରୋପ୍ରାଜଳ ଲିଭୋ ସଲପ୍ରାଇଡ୍ ଓ ଆଣ୍ଟିବାୟୋଟିକ ଭଳି ଔଷଧ ମାଧ୍ୟମରେ ଚିକିତ୍ସା କରିବା ଆବଶ୍ୟକ -- ଅସ୍ତ୍ରୋପଚାର ଦରକାର ପଡ଼େ ନାହିଁ ।
ଯେଉଁ ବଦହଜମି ରୋଗୀମାନଙ୍କର ଏଣ୍ଡୋସ୍କୋପି ପରୀକ୍ଷାରେ ପାକସ୍ଥଳୀ ଘା’, ପାକସ୍ଥଳୀ ପ୍ରଦାହ ଭଳି କିଛି ରୋଗ ବାହାରୁନାହିଁ, ଅଥଚ ସବୁବେଳେ ଉପରପେଟ ପୋଡ଼ାଜଳା କରୁଛି ତଥା ମାନସିକ ସ୍ତରରେ ସେମାନେ ଅସ୍ଥିରତା ଓ ବିଷାଦ ଭୋଗ କରୁଛନ୍ତି, ସେମାନଙ୍କୁ ପୂର୍ବ ଔଷଧ ସହିତ ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ଔଷଧ ଦିଆଯିବା ଆବଶ୍ୟକ ।
ଏହା ସେମାନଙ୍କୁ ପେଟ ପୋଡ଼ାଜଳାରୁ ସୁରକ୍ଷା ଏବଂ ବିଷାଦରୁ ମୁକ୍ତି ଦେଇଥାଏ ।
ଏଭଳି ରୋଗୀଙ୍କୁ ବାରମ୍ବାର ପରୀକ୍ଷା ନକରାଇ ଏହି ପ୍ରକାର ଔଷଧ ସହ ଆୟୁର୍ବେଦୀୟ ଔଷଧ, ତୁଟୁକା ଔଷଧ, ହୋମିଓପାଥ୍ କିମ୍ବା ସିଦ୍ଧ ଔଷଧ ଦିଆଯାଇପାରେ; କିନ୍ତୁ ଏଥିରେ ବେଶି ଉପକାର ମିଳି ନଥାଏ ।
ଏହା ସହିତ ଯୋଗ, ପ୍ରାଣାୟାମ, ଧ୍ୟାନ, ଧାରଣା, ଜଳନେତି ଭଳି ଚିକିତ୍ସା ମଧ୍ୟ ସାହାଯ୍ୟ କରେ ।
ପାକସ୍ଥଳୀ ଭିତରେ ରୋଗ ନଥିବା ବଦହଜମିକୁ ଫଙ୍କସନାଲ ଡିସପେପସିଆରୀ କୁହାଯାଏ ।
ସେଥିପାଇଁ ମନ ନିୟନ୍ତ୍ରଣ ଏକ ଗୁରୁତ୍ଵପୂର୍ଣ୍ଣ ଉପାୟ ।
ଏଥିରେ ନିରୋଳା ଆତ୍ମଚିନ୍ତନ ଉପକାର ଦେଇଥାଏ ।
ବେଳେବେଳେ ଅନ୍ତନଳୀର କାର୍ଯ୍ୟରେ ବାଧା (ଗାଷ୍ଟ୍ରେପରେ ସିସ୍) ଜଟିଳ ଡାଇବେଟିସ୍ ରୋଗ ଯୋଗୁଁ ହୋଇଥାଏ ।
ସେସବୁ କ୍ଷେତ୍ରରେ ଡାଇବେଟିସର ସଘନ ଚିକିତ୍ସା କରିବା ଆବଶ୍ୟକ ।
ତୁଟୁକା ଚିକିତ୍ସାରେ ଅଦା, ଶୁଣ୍ଠି ଲେପୁରସ, ଲବଙ୍ଗ, ପାନମହୁରି ମଧ୍ୟ ଏକକ ଭାବରେ ବଦହଜମି ପାଇଁ ବ୍ୟବହାର କରାଯାଏ ।
ଜୀବନଶୈଳୀରେ ପରିବର୍ତ୍ତନ, ସିଗାରେଟ, ବିଡ଼ି, ପାନ, ଗୁଣ୍ଡି, ଗୁଡ଼ାଖୁ ଗୁଟଖା, ମଦପାନରୁ ବିରତି ଏହି ରୋଗରୁ ସୁରକ୍ଷା ଦେଇଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment