Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
61bbd28a
Commit
61bbd28a
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
755a3491
Changes
1
Show whitespace changes
Inline
Side-by-side
Showing
1 changed file
with
41 additions
and
0 deletions
+41
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia174.txt
...gual-corpora/vikaspedia.in/vikashpedia_health_odia174.txt
+41
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia174.txt
0 → 100644
View file @
61bbd28a
ମିଶନ୍ ଇନ୍ଦ୍ରଧନୁଷ
ଉପକ୍ରମ
ନିମ୍ନଲିଖିତ ୭ଟି ରୋଗରୁ ରକ୍ଷା ପାଇବା ପାଇଁ ମିଶନ୍ ଇନ୍ଦ୍ରଧନୁଷ ଦ୍ଵାରା ଟୀକାକରଣ କରାନ୍ତୁ ।
ଅଧୁଷ୍ଟଙ୍କାର
କଣ୍ଠ ଅଳତୀ
ଯକ୍ଷ୍ମା
ମିଳିମିଳା
ପୋଲିଓ
ହେପାଟାଇଟିସ୍ –ବି
ଲହରା କାଶ
ପେଣ୍ଟାଭଲେଣ୍ଟ ଭ୍ୟାକସିନ୍ ଦ୍ଵାରା ୫ଟି ରୋଗରୁ ନିଜ ଶିଶୁକୁ ରକ୍ଷା କରାନ୍ତୁ ।
ନବଜାତ ସ୍ୱାସ୍ଥ୍ୟ
ସଅଳ ତଥା କେବଳ ମାତୃ ସ୍ତନ୍ୟପାନକୁ ସୁନିଶ୍ଚିତ କରିବା ।
ଆଶାକର୍ମୀ ଜରିଆରେ ନବଜାତକୁ ଘରେ ସମସ୍ତ ଯତ୍ନ ଯୋଗାଇଦେବା ।
ସମସ୍ତ ପ୍ରସବ କେନ୍ଦ୍ରମାନଙ୍କରେ ଜରୁରୀ ଏବଂ ଆବଶ୍ୟକୀୟ ନବଜାତ ସେବା ପ୍ରଦାନ
ଉଚ୍ଚ ତାଲିମ୍ ପ୍ରାପ୍ତ ସେବା ପ୍ରଦାନକାରୀ ତଥା ଅନ୍ୟ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଥିବା ସ୍ଵତନ୍ତ୍ର ନବଜାତ ଚିକିତ୍ସା କେନ୍ଦ୍ର ।
ANM ଙ୍କ ଦ୍ଵାରା ଗୋଷ୍ଠୀ ସ୍ତରରେ ଜେଣ୍ଟାମାଇସିନ୍ ଔଷଧର ବ୍ୟବହାର ।
ପ୍ରଜନନ ସ୍ୱାସ୍ଥ୍ୟ
ସନ୍ତାନ ଜନ୍ମରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପଦ୍ଧତିବିଶେଷତଃ ପ୍ରସବ ପରେ ପରେ ‘କପର-ଟି’ (PPIUCD) ବ୍ୟବହାର ଉପରେ ଗୁରୁତ୍ଵ ।
ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଉପକେନ୍ଦ୍ର ଗୁଡିକରେ ନିର୍ଦ୍ଧାରିତଦିନ ମାନଙ୍କରେ ମଧ୍ୟାନ୍ତର ‘କପଟ-ଟି’ ବ୍ୟବହାର ପାଇଁ ପ୍ରବର୍ତ୍ତାଇବା ।
ଆଶାକର୍ମୀମାନଙ୍କ ମାଧ୍ୟମରେ ଯୋଗ୍ୟ ଦମ୍ପତିଙ୍କ ପାଇଁ ଗର୍ଭନିରୋଧକ ସୁବିଧା ଘର ପାଖରେ ପହଞ୍ଚାଇବା ଏବଂ ସନ୍ତାନ ଜନ୍ମରେ ବ୍ୟବଧାନକୁ ସୁନିଶ୍ଚିତ କରିବା ।
ଗର୍ଭ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ‘ନିଶ୍ଚିତ’ କିଟ୍ କୁ ସୁବିଧାରେ ଉପଲବ୍ଧ କରାଇବା ଏବଂ ଗର୍ଭପାତ ଜନିତ ସମସ୍ୟା ପାଇଁ ଥିବା ସେବାଯତ୍ନକୁ ବଳିଷ୍ଠ କରିବା ।
ଗୁଣାତ୍ମକ ବନ୍ଧ୍ୟାକରଣ ସେବାକୁ ବଜାୟ ରଖିବା ।
କୈଶୋର ସ୍ୱାସ୍ଥ୍ୟ
କିଶୋରୀ ଅବସ୍ଥାରେ ଗର୍ଭଧାରଣ ସମସ୍ୟା ଓ ସମାଧାନ ଏବଂ କିଶୋର କିଶୋରୀମାନଙ୍କ ପାଖରେ ବହୁଳ ମାତ୍ରାରେ ଗର୍ଭନିରୋଧକର ସହଜ ମାଧ୍ୟମ ଉପଲବ୍ଧ କରାଇବା ।
ସମାଜର ସମ୍ମାନସ୍ପଦ ଗୁରୁଜନମାନଙ୍କ ଜରିଆରେ ଗୋଷ୍ଠୀଭିତ୍ତିକ ସେବା ପ୍ରଚଳନ କରିବା ।
(ARSH) କ୍ଲିନିକ୍ ଗୁଡିକୁ ପ୍ରଭାବଶାଳୀ କରିବା ।
ସାପ୍ତାହିକ ଲୌହସାର ବଟିକା ପ୍ରଦାନ ସହ ଜାତୀୟ ଲୌହସାର+ କାର୍ଯ୍ୟକ୍ରମର ଶୁଭାରମ୍ଭ ।
ମାସିକ ଋତୁଚକ୍ର ସମ୍ବନ୍ଧୀୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ଉତ୍ସାହିତ କରିବା ।
ମାତୃ ସ୍ୱାସ୍ଥ୍ୟ
ମାତୃ ଓ ଶିଶୁ ଚିହ୍ନଟ ପାଇଁ ଥିବା ପ୍ରକ୍ରିୟାକୁ ବ୍ୟବହାର କରି, ଗର୍ଭବତୀ ମାନଙ୍କର ଯଥା ଶୀଘ୍ର ପଞ୍ଜୀକରଣ କରାଇବା ଏବଂ ପ୍ରସବ ପୂର୍ବ ସମସ୍ତ ସୁବିଧା ପ୍ରଦାନକୁ ସୁନିଶ୍ଚିତ କରିବା ।
ବିପଦପୂର୍ଣ୍ଣ ଗର୍ଭାବସ୍ଥାକୁ ଚିହ୍ନଟ କରିବା, ରକ୍ତହୀନତାର ଶୀକାର ହୋଇଥିବା ଗର୍ଭବତୀଙ୍କୁ ତାଳିକାଭୁକ୍ତ କରି ସେସବୁର ସଠିକ୍ ପରିଚାଳନାକୁ ସୁନିଶ୍ଚିତ କରିବା ।
ପ୍ରସବକାଳୀନ ସେବା ପ୍ରଦାନକାରୀ ଅନୁଷ୍ଠାନ ଗୁଡିକରେ ତାଲିମ୍ ପ୍ରାପ୍ତ ସେବାକାରୀଙ୍କୁ ଉପଲବ୍ଧ କରାଇବା ସହ ‘ ରେଫେରାଲ ୟୁନିଟ୍’ ଜରିଆରେ ଜରୁରୀ ସେବାପାଇଁ ଅନ୍ୟତ୍ର ପହଞ୍ଚାଇବା ତଥା ଆବଶ୍ୟକ ସ୍ଥଳେ ତତ୍ ସମ୍ବନ୍ଧୀୟ ବିଶେଷଜ୍ଞଙ୍କ ସହାୟତା ନେବା ।
ମାତୃ, ନବଜାତ ଓ ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ କରି ସେସବୁକୁ ରୋକିବା ପାଇଁ ବିହିତ ପଦକ୍ଷେପ ନେବା ।
ବହୁ ସଂଖ୍ୟାରେ ଘରେ ପ୍ରସବ କରାଉଥିବା ଗାଁ ଗୁଡିକୁ ଚିହ୍ନଟକରି, ବଛାଯାଇଥିବା ମହିଳାଙ୍କୁ ଗର୍ଭର ୮ମ ମାସର ୩ୟ ଅବସ୍ଥାରେ ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ଔଷଧ (Misprostol) ଯୋଗାଇ ଦେବା ଏବଂ ଘରେ ପ୍ରସବରେ ସହାୟତା କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ।
ଶିଶୁ ସ୍ୱାସ୍ଥ୍ୟ
ଲୌହସାର ତଥା ଅନ୍ୟାନ୍ୟ ପୁଷ୍ଟିସାର ମିଶ୍ରିତ ପରିପୂରକ ଖାଦ୍ୟ ପ୍ରତି ଗୁରୁତ୍ଵ ।
ORS ଦ୍ରବଣ ଏବଂ ଜିଙ୍କ୍ ବ୍ୟବହାର କରି ଗୋଷ୍ଠୀ ସ୍ତରରେ ତରଳ ଝାଡାର ନିୟନ୍ତ୍ରଣ ।
ନିମୋନିଆ (ଥଣ୍ଡାଜନିତ) ରୋଗର ସୁପରିଚାଳନା ।
ସମସ୍ତ ଶିଶୁଙ୍କ ସମ୍ପୁର୍ଣ୍ଣ ଟୀକାକରଣ ।
ରାଷ୍ଟ୍ରାୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ( ଆର.ବି.ଏସ୍.କେ) ଅନୁଯାୟୀ ୪ଟି ଡି- ଅର୍ଥାତ୍ ଜନ୍ମ ସମୟର ତୃଟି ବିଳମ୍ବିତ ବିକାଶଧାରା, ଅଭାବଜନିତ ସମସ୍ୟା ୦ ରୋଗ) କୁ ତଦାରଖ ଓ ଚିହ୍ନଟ କରି ତାର ପରିଚାଳନା କରିବା ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment