Commit 62089c07 authored by Nayan Ranjan Paul's avatar Nayan Ranjan Paul

Upload New File

parent 7c0951ea
କିଶୋରୀଙ୍କ ଶାରୀରିକ ବିକାଶ
ଓଜନ ଓ ଇଚ୍ଚତାରେ ବୃଦ୍ଧି
କୌଶୋରାବସ୍ଥାରେ ଓଜନ ଓ ଉଚ୍ଚତା ବୃଦ୍ଧି ପାଇବା ସ୍ଵାଭାବିକ ।
ଯୌବନ କୌଶୋରୀ ଶରୀର ଓଜନ ଶତକଡା ୬୦ ଭାଗ ବୃଦ୍ଧି ପାଏ ।
ସେମାନଙ୍କ ଶରୀର ପ୍ରାୟତଃ ୫.୫ – ୧୦.୫ କିଲୋଗ୍ରାମ ବୃଦ୍ଧି ପାଏ ।
ମୁହଁ ତେଲିଆ ହୋଇଥାଏ ଓ ବ୍ରଣ ହୋଇଥାଏ
ମୁହଁରେ ବ୍ରଣ ହୋଇପାରେ ।
ପ୍ରତ୍ୟେକ ଦିନ ସାବୁନରେ ମୁହଁ ଢୋଇବା କୌଶୋରୀଙ୍କୁ ଲାଭ ଦାୟକ ।
ବ୍ରଣ ପାଇଁ ବାହାରେ ମିଳୁଥିବା ପ୍ରସାଧନ ସାମଗ୍ରୀ ବ୍ୟବହାର କାରଣ ଏହା ଦ୍ଵାରା ପରିସ୍ଥିତି ଆହୁରି ଜଟିଳ ହୋଇପାରେ ଏବଂ ମୁହଁରେ ଦାଗ ପଡେ ।
ସ୍ତନର ଆକାର ବୃଦ୍ଧିପାଏ ।
କିଶୋରୀର ଦୁଇଟି ସ୍ତନର ଆକାର ପ୍ରାରମ୍ଭରେ ଭିନ୍ନ ହୋଇପାରେ କିନ୍ତୁ ଏଥିରେ ସମାନତା ଆସିଯାଏ ।
କିଶୋରୀ ମାନଙ୍କ ମଧ୍ୟରେ ସ୍ତନର ଆକାର ଭିନ୍ନ ହେବା ସ୍ଵାଭାବିକ ଅଟେ ।
ମାସିକ ଋତୁସ୍ରାବ ପୂର୍ବରୁ ବା ପରେ ସ୍ତନରେ ପୀଡା ହୋଇପାରେ ।
କାଖ ସନ୍ଧିରେ ଓ ଯୌନାଙ୍ଗରେ ଲୋମଉଠେ ।
ଶରୀରର ଗୋଲାଇରେ ଅର୍ଥାତ ପିଚା, ଛାତି ଓ ବାହୁର ବୃଦ୍ଧି ପଟେ ।
ଭିନ୍ନ କିଶୋରୀ ମାନଙ୍କ ମଧ୍ୟରେ ଲୋମ ଉଠିବାର ମାତ୍ରାରେ ଭିନ୍ନତା ହୋଇଥାଏ ।
ଶରୀରର ପ୍ରାୟ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ପରିବର୍ତ୍ତନ ଘଟିଥାଏ ।
ଏହି ପରିବର୍ତ୍ତନ ଘଟିବା ସ୍ଵାଭାବିକ ଅଟେ ।
କିଶୋରୀ ମାନଙ୍କର ଶାରୀରିକ ଗଠନ କିଶୋର ମାନଙ୍କଠୁ ଭିନ୍ନ ହୋଇଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment