Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
82e8401a
Commit
82e8401a
authored
Sep 22, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
db33d63b
Changes
1
Show whitespace changes
Inline
Side-by-side
Showing
1 changed file
with
44 additions
and
0 deletions
+44
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia55.txt
...ngual-corpora/vikaspedia.in/vikashpedia_health_odia55.txt
+44
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia55.txt
0 → 100644
View file @
82e8401a
ନିରାମୟ ଜୀବନ
ଜୀବନର ଚାରିଗୋଟି ବିଶେଷତ୍ଵ
ଜୀବନର ଚାରିଗୋଟି ବିଶେଷତ୍ଵ ଅଛି : ଏହା ଅବସ୍ଥିତି ଜାହିର କରେ, ବିବର୍ତ୍ତିତ ହୋଇଥାଏ, ପ୍ରକାଶିତ ହୁଏ ଏବଂ ନିଶିହ୍ନ ହୋଇଯାଏ ।
ଏଥିନିମନ୍ତେ ପଞ୍ଚଭୂତ (ପୃଥିବୀ, ଜଳ, ବାୟୁ, ଆକାଶ ଓ ଅଗ୍ନି) ଉପରେ ନିର୍ଭର କରିଥାଏ ।
ଜୀବନ ସମ୍ପର୍କରେ ଅଧ୍ୟୟନ ହେଉଛି ଆୟୁର୍ବେଦ ।
ବେଦ ଅର୍ଥ ଜ୍ଞାନ, ଜ୍ଞାତବ୍ୟ ଏବଂ ଆୟୁର୍ଜୀବନ ଅଟେ ।
ଆୟୁର୍ବେଦର ସାମଗ୍ରିକ ଆବେଦନ ମଧ୍ୟରେ ଶାରୀରିକ ବ୍ୟାୟାମ, ସନ୍ତୁଳିତ ଆହାର, ଶ୍ଵାସକ୍ରିୟା ଏବଂ ଧ୍ୟାନ ଅନ୍ତର୍ଭୁକ୍ତ ।
ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ କିପରି ହୋଇପାରିବ ?
ପ୍ରଥମତଃ, ବ୍ରହ୍ମାଣ୍ଡ ତତ୍ତ୍ଵଗୁଡିକୁ ଅନୁଭବ କରିବା ଯାହା ପିଣ୍ଡର ଉପାଦାନ ଅଟେ ।
ଯଦି ମନ ବିଭିନ୍ନ ବ୍ୟତିକ୍ରମ ଏବଂ ଭାବନା ମଧ୍ୟରେ ଅବରୁଦ୍ଧ, ତେବେ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିନିଷ୍ଟ କରି ଶରୀରକୁ ରୋଗାକ୍ରାନ୍ତ କରିଥାଏ ।
ମନ ଯଦି ସ୍ଵଚ୍ଛ, ସ୍ଥିର, ଧ୍ୟାନକେନ୍ଦ୍ରିତ ଶକ୍ତି ବୃଦ୍ଧି ପାଏ ।
ଏହାପରେ ଆସେ ବାୟୁ ତତ୍ତ୍ଵ ।
ଏ କ୍ଷେତ୍ରରେ ସଙ୍ଗଠିତ ପରିବର୍ତ୍ତନ ନିମନ୍ତେ ଶ୍ଵାସକ୍ରିୟା, ସୁଗନ୍ଧ ଆଘ୍ରାଣ ପୂର୍ବକ ଚିକିତ୍ସା ଇତ୍ୟାଦିକୁ ଆପଣେଇ ନିଆଯାଇପାରେ ।
ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଜଳତତ୍ତ୍ଵ ।
ଜଳ ସହିତ ପ୍ରଣାଳୀକୁ ଉପବାସ ଏବଂ ପବିତ୍ରକରଣ ଦ୍ଵାରା ପ୍ରଣାଳୀରେ ଅନେକ ସନ୍ତୁଳନ ଆସିପାରିବ ।
ଅବଶ୍ୟ ଶେଷ ଉପାୟ ହେଉଛି ବିଭିନ୍ନ ଚେରମୂଳୀ, ଔଷଧ ଏବଂ ଶଲ୍ୟ ଚିକିତ୍ସା ଯାହା ପୃଥିବୀର ଉପାଦାନ ଅଟେ ।
ଆମକୁ ଅନୁପ୍ରେରିତ କଲାପରି ଆମ ଶ୍ଵାସକ୍ରିୟାରେ ଅନେକ ରହସ୍ୟ ଭାରି ରହିଛି କାରଣ ମନର ପ୍ରତ୍ୟକ ଭାବନା ନିମନ୍ତେ ଶ୍ଵାସରେ ସମାନ ତାଳ ଆସିଥାଏ ।
ପ୍ରତ୍ୟକ ତାଳ ଶାରୀରିକ ଭାବେ ଶରୀରର ନିର୍ଦ୍ଧିଷ୍ଟ ଅଂଶକୁ ପ୍ରଭାବିତ କରିଥାଏ ।
କେବଳ ଏହାକୁ ଅନୁଧ୍ୟାନ କରିବାର ଅଛି ଏବଂ ଏହା ମଧ୍ୟ ଅନୁଭବ କରିପାରିବେ ।
ଚେତନାଶକ୍ତି ଏବଂ ମନୋଭାବ ମଧ୍ୟରେ ଥିବା ଏହି ସମ୍ପର୍କକୁ ଜାଣିବା ହେଉଛି ଧ୍ୟାନ, ଏହାକୁ ଆପଣେଇବା ବି ଧ୍ୟାନ ।
ତା’ପରେ ଆସେ ଉପଯୁକ୍ତ ଖାଦ୍ୟାଭ୍ୟାସ ।
ଉପଯୁକ୍ତ ଖାଦ୍ୟର ଅର୍ଥ ହେଉଛି ଯେ, ଯେତିକି ଆବଶ୍ୟକ ସେତିକି ମାତ୍ର ଖାଇବେ ।
ଏହା ଉତ୍ତମ ଭାବେ ହଜମ ହେବା ଜରୁରୀ ।
ଏପରିକି ଯେତେବେଳେ ବିଛଣାକୁ ଯାଆନ୍ତି କିମ୍ବା ସକାଳେ ଉଠନ୍ତି ଅବା ଧ୍ୟାନ ପ୍ରସ୍ତୁତି କରନ୍ତି ସେତେବେଳେ ଯେମିତି ଅତ୍ୟଧିକ ଖାଇବାର ଅନୁଭବ ନ କରନ୍ତି ।
ଖାଦ୍ୟର ଉପଯୁକ୍ତ ପରିମାଣ ମଧୁର, ତଟକା ଏବଂ କମ୍ ମସଲାଯୁକ୍ତ ହେବା ଆବଶ୍ୟକ ।
ତେବେ ଅନ୍ତତଃ ବର୍ଷରେ ଗୋଟିଏ ସପ୍ତାହ ବାହାର କରି ପ୍ରକଟୁତି କୋଳରେ ନିଜକୁ ସମର୍ପି ଦେବା ।
ଏହି ସମୟରେ ବାସ୍ତବିକ ଦୈନନ୍ଦିନ ଧାଧଉଡଠାରୁ ଦୂରରେ ମାନସିକସ୍ତରରେ ଲାଘବ ଅନୁଭବ ନିମନ୍ତେ ସୂର୍ଯ୍ୟଉଦୟ ସମୟରେ ସମୟରେ ଉଠିବା ସହ ସ୍ୱାସ୍ଥ୍ୟ ପାଇଁ ହିତକର ଖାଦ୍ୟ ଗ୍ରହଣ କରିବା ।
ଏଥିସହିତ ଯୋଗ, ବ୍ୟାୟାମ ଏବଂ ଅନୁଲୋମ ବିଲୋମ ଭଳି ଦୀର୍ଘଶ୍ଵାସ ପ୍ରକ୍ରିୟାଗତ ପ୍ରାଣାୟମ, କିଛି ମୂହୁର୍ତ୍ତ ପାଇଁ ସଙ୍ଗୀତ ଗାନ, ମୌନବ୍ରତ ରକ୍ଷା ସହ ସୃଷ୍ଟିର ବିଚିତ୍ରଲୀଳା ଓ ଚମତ୍କାରିତାକୁ ପ୍ରାଣଭରି ଉପଲବ୍ଧି କରିବା ।
ପ୍ରକୃତି ସହ ନିଜକୁ ଖାପ ଖୁଆଇବା ଦ୍ଵାରା ସମଗ୍ର ସତ୍ତା ଏବଂ ଶରୀରରେ ଏକ ନୂତନ ସ୍ଫୁରଣ ଆସିଥାଏ ।
ଏହାଦ୍ଵାରା ଏକ ଅଫୁରନ୍ତ ଉନ୍ମାଦନା, ଆନନ୍ଦ ତଥା ନୂତନ ଇଚ୍ଛାଶକ୍ତି ଅନ୍ତରରେ ଜାଗ୍ରତ ହୋଇଥାଏ ।
ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା
ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ୭୦ତମ ବାର୍ଷିକୀରେ ପ୍ରଥମ କରି ଆଜିର ଦିବସରେ ସ୍ମାରକୀ ଡାକଟିକଟ ଜାରି କରାଯାଉଛି ।
ୟୁନାଇଟେଡ ନେଶନ୍ସ ପୋଷ୍ଟାଲ ଆଡମିନିଷ୍ଟ୍ରେଶନ (ୟୁଏନ୍ ପିଏ) ଦ୍ଵାରା ଜାରି କରାଯାଉଥିବା ଏହି ଷ୍ଟାମ୍ପ ଶାନ୍ତିର ବାର୍ତ୍ତା ବହନ କରୁଛି ।
ସମଗ୍ର ବିଶ୍ଵରେ ମାନବିକ ଅଧିକାର, ପରିବେଶ, ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା ସମେତ ଶାନ୍ତି ବଜାୟ ରଖିବା ବର୍ତ୍ତମାନ ସମୟର ଏକ ସାର୍ବଜନୀନ ପ୍ରସଙ୍ଗ ।
ଉତ୍ତମ ସ୍ୱାସ୍ଥ୍ୟ ଦେଶବାସୀଙ୍କର ମୌଳିକ ଅଧିକାର ।
ଏହାର ସଫଳତା ମାନବ ସମାଜ ପାଇଁ ସ୍ମରଣୀୟ ହୋଇ ରହିବ ।
କୌଣସି ଗରିବ ଲୋକ ରୋଗାକ୍ରାନ୍ତ ନ ହେଉ କିମ୍ବା ଅର୍ଥ ଅଭାବରୁ ତା’ର ମୃତ୍ୟୁ ନ ହେଉ ।
ଅର୍ଦ୍ଧାଧିକ ବିଶ୍ଵବାସୀ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି ।
ଏକଶହ ନିୟୁତ ଲୋକ ଅତି ଗରିବ ଅବସ୍ଥାରେ ଅଛନ୍ତି ।
ଦିନକୁ ଶହେ ଟଙ୍କା ଆୟରେ ଜୀବନଯାପନ କରୁଛନ୍ତି ସେମାନଙ୍କର ଚିକିତ୍ସା ବ୍ୟୟ ସେମାନେ ନିଜେ ବହନ କରୁଛନ୍ତି ।
ତେଣୁ ସମସ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପ୍ରଶାସନର ମୌଳିକ କର୍ତ୍ତବ୍ୟ ।
ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ୨୦୧୮ ବିଶ୍ଵସ୍ୱାସ୍ଥ୍ୟ ଦିବସର ପ୍ରତୀକ ।
ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଏହାର ଲାଗି ଶଯ୍ୟା, ଔଷଧ ଓ ଟିକାର ବ୍ୟବସ୍ଥା, ଗରିବ ଏବଂ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ।
ଦେଶର କୌଣସି ନାଗରିକ ଅର୍ଥାଭାବରୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇପାରିବେ ନାହିଁ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment