Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
95d7f455
Commit
95d7f455
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
ac59a5f8
Changes
1
Show whitespace changes
Inline
Side-by-side
Showing
1 changed file
with
28 additions
and
0 deletions
+28
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia27.txt
...ngual-corpora/vikaspedia.in/vikashpedia_health_odia27.txt
+28
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia27.txt
0 → 100644
View file @
95d7f455
ଆୟୁର୍ବେଦରେ ରହିଛି ରୋଗକୁ ସମୂଳ ନାଶର ପ୍ରକ୍ରିୟା
ଆୟୁର୍ବେଦ
ଆଧୁନିକ ଚିକିତ୍ସା ବିଶେଷଜ୍ଞ ରୋଗବ୍ୟାଧିରୁ ରକ୍ଷା ପାଇଁ ଏବେ ଆୟୁର୍ବେଦ ଆଡକୁ ମୁହାଁଇଲେଣି ।
ଏଲୋପଥିରେ ରୋଗର ଉପଚାର ନିଶ୍ଚୟ ଅଛି , କିନ୍ତୁ ରୋଗରୁ ରକ୍ଷା ହୋଇପାରିନଥାଏ ।
କିନ୍ତୁ ଆୟୁର୍ବେଦରେ ରୋଗର ଉପଚାର ସହ ଏଥିରୁ ରକ୍ଷା ବି ମିଳେ ।
ଏଥିପାଇଁ ଏଲୋପଥିର ଡାକ୍ତର ମଧ୍ୟ ଆୟୁର୍ବେଦର ଔଷଧକୁ ପ୍ରୋତ୍ସାହିତ କରୁଛନ୍ତି ।
ବିଶେଷଜ୍ଞଙ୍କ ଅନୁସାରେ ଏଲୋପଥି ଓ ଆୟୁର୍ବେଦ ର ସମାବେଶରେ ବେମାରୀର ପ୍ରଭାବକୁ ନାଶ କରିହେବ ଓ ରୋଗରୁ ଉପଶମ ମିଳିପାରିବ ।
ଆୟୁଷ ମନ୍ତ୍ରାଳୟ ଏହି ପଥିଗୁଡିକର ସମାବେଶକୁ ଖୁବ୍ ଜୋରଦେଇଛନ୍ତି ।
ମନ୍ତ୍ରାଳୟ ଚାହୁଁଛି କି ଆୟୁର୍ବେଦ ର ଔଷଧକୁ ପ୍ରୋତ୍ସାହିର କରାଯାଉ ।
ମନ୍ତ୍ରାଣୟ ଅନେକ ଏମିତି ଔଷଧକୁ ଚିହ୍ନିତ କରିଛି , ଯାହା ବଜାରରେ ବଡ ଜୋରସୋରରେ ଏଲୋପଥି ଚିକିତ୍ସକଙ୍କ ଦ୍ୱାରା ଲେଖାଯାଉଛି ।
ଏଥିମଧ୍ୟରେ ଡାଇବେଟିସ୍ ଔଷଧ ମଧ୍ୟ ଅଛି ।
ଯାହାକୁ ସିଏସଆଇଆର୍ ର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି ।
ଏହି ଔଷଧ ରୋଗୀର ସୁଗାର ଲେବଲକୁ କମ୍ କରିଦିଏ , ଯିଏ ଡାଇବେଟିସର ପ୍ରାରମ୍ଭିକ ଅବସ୍ଥାରେ ଥିବେ ।
ଆଉ ଏହା ରୋଗ ବଢିବାରେ ରୋକି ଥାଏ ।
ଏଥିରେ ଆହୁରି ଏମିତି ତତ୍ତ୍ୱ ଅଛି , ଯାହା ଆଣ୍ଟିଅକ୍ସିଡେଂଟ ଯୁକ୍ତ ହୋଇଥାଏ ।
ଏହା ପୋଷଣ ଦୃଷ୍ଟିରୁ ଉପଯୋଗୀ ଅଟେ ।
ଉପକାରିତା
ଆୟୁର୍ବେଦ ଦ୍ୱାରା କିଡନୀ ରୋଗର ଚିକିତ୍ସା ନିକଟରେ କିଡନୀ ରୋଗର ବିଶେଷଜ୍ଞଙ୍କର ଏକ ସମ୍ମିଳନୀରେ ଏଲୋପଥିର ଚିକିତ୍ସକମାନେ ଆୟୁର୍ବେଦ ଔଷଧ ନିରି କିଏଫଟିକୁ ପ୍ରସ୍ଥାବିତ କରିଛନ୍ତି ।
ପ୍ରକୃତରେ ଏହି ଔଷଧ କିଡନୀ ଖରାପକକୁ ରୋକିଥାଏ ।
ଯଦି କୈାଣସି ବ୍ୟକ୍ତିଙ୍କର କିଡନୀରେ ଖରାପ ଅବସ୍ଥା ଆସେ ତ ନିରି କିଏଫଟି ର ସେବନ ଦ୍ୱାରା ଏହାକୁ କମାଯାଇଥାଏ ।
ଦିଲ୍ଲୀର ସର ଗଙ୍ଗାରାମ ଡାକ୍ତରଖାନାର କିଡନୀ ରୋଗ ବିଶେଷଜ୍ଞ ଡା. ଉନୀଷ ମଲିକ୍ କହିଛନ୍ତି ଏଲୋପଥିରେ କିଡନୀ ବେମାରୀ ଠିକ୍ କରିବା ଔଷଧ କମ୍ ଅଛି ।
ଏଲୋପଥିରେ ଚିକିତ୍ସା ଡାୟଲିସିସ୍ ଓ ଟ୍ରାନ୍ସପ୍ଲାଟ ମଧ୍ୟ ଅଛି ।
କିନ୍ତୁ ଆୟୁର୍ବେଦ କୁ ଯଦି ଗ୍ରହଣ କରାଯାଏ ନିରି କିଏଫଟି କିଡନୀ ଖରାପ ହୋବରୁ ରୋକି ଥାଏ ।
ଏହି ଔଷଧ ଆଜି ବି କିଡନୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ବ୍ୟବହାର କରାଯାଉଛି ।
ରୋଗୀକୁ ମିଳିପାରେ ଲମ୍ବା ଆୟୁଷ ଜଣାଶୁଣା ଆୟୁର୍ବେଦ ବିଶେଷଜ୍ଞ ଡା.ରାମନିବାସ ପରାଶରଙ୍କ ଅନୁସାରେ ଏମିତି ଔଷଧର ତାଲିକା ଖୁବ୍ ଲମ୍ବା ଅଟେ ।
ଯାହା ଏଲୋପଥିର ଡାକ୍ତରଙ୍କ ଦ୍ୱାରା ନିଜର ରୋଗୀଙ୍କୁ ଲେଖା ଯାଏ ।
ଡା. ପରାଶରଙ୍କ ଅନୁସାରେ ମାନସିକ ଅବସାଦରୁ ବଂଚିବା ପାଇଁ ଆଜି ମଧ୍ୟ ଅଶ୍ୱଗନ୍ଧାକୁ ଲୋକେ ବ୍ୟବହାର କରୁଛନ୍ତି ।
ପରାଶରଙ୍କ ଅନୁସାରେ , ଏଲୋପଥି ଓ ଆୟୁର୍ବେଦର ସମାବେଶ ଲୋକଙ୍କୁ ରୋଗରୁ ରକ୍ଷା କରି ରୋଗୀଙ୍କୁ ଲମ୍ବା ଆୟୁଷ ଦେଇପାରିବ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment