Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
ab85ce1e
Commit
ab85ce1e
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
a23ef9be
Changes
1
Show whitespace changes
Inline
Side-by-side
Showing
1 changed file
with
18 additions
and
0 deletions
+18
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia102.txt
...gual-corpora/vikaspedia.in/vikashpedia_health_odia102.txt
+18
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia102.txt
0 → 100644
View file @
ab85ce1e
ସୂତିକାରୋଗ
ସୂତିକାରୋଗ
ଆୟୁର୍ବେଦ ଶାସ୍ତ୍ରରେ ପ୍ରସବ ପରେ ଜ୍ଵର ଆଦି ଯେକୌଣସି ରୋଗ ଉତ୍ପନ୍ନ ହୁଏ, ତାଙ୍କୁ ସୂତିକା ରୋଗ କୁହାଯାଏ ।
ପ୍ରସବର ପରେ ସାଧାରଣତଃ ଜ୍ଵର କମ୍ପ, ତୃଷା, ଦେହହାତ ବିନ୍ଧିବା ( ରକ୍ତକ୍ଷୟଜନିତ) ଦେହ ଭାରି ଲାଗିବା ( ଥଣ୍ଡା ଯୋଗୁଁ) ଅତିସାର, ଶୋଥ ଅତି ରକ୍ତସ୍ରାବ ଆଦି ଭିଭିନ୍ନ ରୋଗ ହୋଇଥାଏ ।
ତେଣୁ ନିମ୍ନୋକ୍ତ ଔଷଧଗୁଡିକ ସେବନୀୟ ସମୟ ସମୟରେ ଗର୍ଭାଶୟଟି ମଧ୍ୟ ଘୋଷାରା ମଧ୍ୟରେ ତଳକୁ ଖସିଆସେ ଯୋନିଦ୍ଵାର ଦୁଇ ତେଣୁ ଉପରୋକ୍ତ ରୋଗଗୁଡିକ ଯଦି ପ୍ରସବର ପରେ ପରେ ସଙ୍ଗେ ସଙ୍ଗେ ଚିକିତ୍ସା ନ କରାଯାଏ ତେବେ ସେ ରୋଗଗୁଡିକକ୍ରମେ ବଡ ଆକାର ଧାରଣ କରି ରୋଗୀକୁ ଅତି କଷ୍ଟରେ ପକାଇ ଥେବ ।
ଏପରିକି ମୃତ୍ୟୁମୁଖରେ ମଧ୍ୟ ପକାଇଥାଏ ।
ଚିକିତ୍ସା
ପ୍ରଥମତଃ ଦଶମୂଳ ସିଝାଇ ତାର ଜଳକୁ ସକଳ ସନ୍ଧ୍ୟାରେ ସେବନୀୟ ।
ଏହାଦ୍ଵାରା ସୂତିକା ପରର ସମସ୍ତ ରୋଗ ଭଲ ହୁଏ ।
ଶାଳପୂର୍ଣ୍ଣ, କୃଷ୍ଣପୂର୍ଣ୍ଣି, ଲବେଙ୍ଗୁଚି ଅଙ୍କରାନ୍ତି, ଗୋକ୍ଷୁରା, ନୀଳପୁଷ୍ଣ, ବାଶକେରେଣ୍ଟା, ମୁମ୍ପା, ଶୁଣ୍ଠି, ଗୁଳୁଚି ପ୍ରସାରଣି ।
ଏ ସମସ୍ତଙ୍କୁ ୫ ଗ୍ରାମ୍ ଲେଖାଏଁ ନେଇ ଆଠ ଗୁଣ ଜଳ ଦେଇ ସିଝାଇ ୧ ଗୁଣ ଜଳ ରାଖୀ ସକାଳ ସନ୍ଧ୍ୟା ସେବନୀୟ ।
ଗରମ ଭାତସହ ଶୁଣ୍ଠି ୧୦ ଗ୍ରାମ୍ ଘୃତ ୩୦ ଗ୍ରାମ୍ ପ୍ରତିଦିନ ନିତ୍ୟାନ୍ତ ସେବନୀୟ ।
ପିପ୍ପଳୀ, ପିପ୍ପଳୀ ମୂଳ, ଚଦ୍ୟମ, ଚିତ୍ରକ ଶୁଣ୍ଠି ଏ ସମସ୍ତକୁ ସମଭାଗ ଦେଇ ଗୁଣ୍ଡକରି ୧ ଚାମଚ ଲେଖାଏଁ ଦିନକୁ ତିନିଥର ଖାଇବାକୁ ଦେବେ ।
ଶାସ୍ତ୍ରୟ ଔଷଧ
ସୂତିକାପରେ ୧. ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
୨. ମୃତ ସଂଜୀବନୀ ସୁରା ୩ ଚାମଚ ଲେଖାଏଁ ଦିନକୁ ୨ ଥର ଆସେବନୀୟ ।
ଗରମ ଖାଦ୍ୟସହ ଘୃତ – ୩୦ ଗ୍ରାମ୍ ଓ ଶୁଣ୍ଠି ୧୦ ଗ୍ରାମ୍ ମିଶାଇ ସେବନୀୟବ ।
ଦିନକୁବ ୨ ଥର ରୋଗୀର ସମସ୍ତ ଶରୀରାଙ୍ଗ ଗୋଘୃତ ବା ସୋରିକ୍ଷତେଲ ଉଷୁମ କରି ମାଲିସ କରିବ ଓ ଅତି କମ୍ ରେ ୧ ମାସ ଶଯ୍ୟାରେ ଶୋଇରହିବ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment