Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
ce5fc85f
Commit
ce5fc85f
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
71ca7ca2
Changes
1
Show whitespace changes
Inline
Side-by-side
Showing
1 changed file
with
58 additions
and
0 deletions
+58
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia40.txt
...ngual-corpora/vikaspedia.in/vikashpedia_health_odia40.txt
+58
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia40.txt
0 → 100644
View file @
ce5fc85f
ଗାଜରରେ ଭରି ରହିଛି ଔଷଧୀୟ ଗୁଣ
ଗାଜର
ଭାରତରେ ଅଧିକାଂଶ ଲୋକ ଗାଜର ଖାଇବାକୁ ପସନ୍ଦ କରିଥାନ୍ତି ।
ଗାଜର ଏମିତି ଏକ ପରିବା ଯାହାକୁପ୍ରତି ଖାଦ୍ୟରେ ସାମିଲ କରାଯାଇପାରିବ ।
ଏହାକୁ ତରକାରୀ ସହ ସାଲାଡ, ଜୁସ ଓ ସୁପରେ ମଧ୍ୟ ବ୍ୟବହାର କରାଯାଏ ।
ଏଥିପାଇଁ ଗାଜର ଅଧିକାଂଶ ଭାରତୀୟଙ୍କ ପ୍ରଥମ ପସନ୍ଦ ।
କେବଳ ଗାଜର ଖାଇବାକୁ ସ୍ୱାଦିଷ୍ଟ ତାହା ନୁହେଁ ବରଂ ଏହା ଭିତରେ ଭରି ରହିଛିି ବିଭିନ୍ନ ଔଷଧୀୟ ଗୁଣ ।
ଆୟୁବେଦ ଚିକିତ୍ସାରେ ଗାଜରକୁ ବିଭିନ୍ନ ରୋଗର ଔଷଧ ଭାବେ ବର୍ଣ୍ଣନା କରାଯାଇଛି ।
ଏଥିରେ ପ୍ରବଳ ମାତ୍ରାରେ ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ଇ ଭଳି ପୋଷକ ତତ୍ତ୍ୱ ପ୍ରବଳ ମାତ୍ରାରେ ଭରି ରହିଥାଏ ।
ଏହି ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।
ତେବେ ଗାଜରରେ ଥିବା କିଛି ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ଜାଣିବା ।
ଔଷଧୀୟ ଗୁଣ
କ୍ୟାନସରରୁ ରକ୍ଷା କରିଥାଏ :
ଆଧୁନିକ ଜୀବନଶୈଳୀ ଭିତରେ ଅଧିକାଂଶ ଲୋକ ଏବେ କ୍ୟାନସର ରୋଗରେ ପୀଡିତ ।
ତେବେ ଗାଜର ଏମିତି ଏକ ପରିବା ଯାହା କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ।
ଏହା ଶରୀର ପକ୍ଷେ ବେଶ ସ୍ୱାସ୍ଥ୍ୟୃକର ।
ଗାଜର ଖାଇବା ଦ୍ୱାରା କର୍କଟ ରୋଗର କୋଷ ଗୁଡିକ ବିକଶିତ ହୋଇପାରନ୍ତି ନାହିଁ ।
ଗାଜରରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ ।
ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗ ସହ ଲଢିବାକୁ ଶକ୍ତି ପ୍ରଦାନ କରିଥାଏ ।
ଏଥିରେ ଥିବା ବିଟା କିରୋଟିନ ପୋଷକ ତତ୍ତ୍ୱ ସ୍ତନ କକର୍ଟରୁ ରକ୍ଷା କରିଥାଏ ।
ହାର୍ଟକୁ ରଖିଥାଏ ସୁସ୍ଥ :
ଜର ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ।
ଗାଜରରେ ଭରପୂର ମାତ୍ରରେ ବୀଟା-କେରୋଟିନ, ଆଲଫା କେରୋଟିନ ଭଳି ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ ।
ଯାହା କୋଲେଷ୍ଟ୍ରେଲକୁ ବଢିବାକୁ ଦେଇ ନଥାଏ ।
ଏହାଛଡା ହୃଦଘାତ ଭଳି ଆଶଙ୍କାକୁ ମଧ୍ୟ କମ କରିଥାଏ ।
ହୃତସ୍ୱନ୍ଦନ ବଢିବା ଓ ହାର୍ଟର ରୋଗ ପାଇଁ ଗାଜରକୁ ସିଝାଇ ଖାଇବା ଆବଶ୍ୟକ ।
ରକ୍ତଚାପ ନିୟନ୍ତ୍ରଣ :
ଗାଜର କେବଳ ପାଟି ସୁଆଦିଆ ପରିବା ନୁହେଁ ଏହା ଶରୀରକୁ ଫିଟ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।
ଗାଜର ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
ଗାଜରରେ ରହିଥିବା ପୋଟାସିୟମ ପୋଷକ ତତ୍ତ୍ୱ ଶରୀରର ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।
ବିଭିନ୍ନ ରୋଗର ଔଷଧ :
ଗାଜର ଅନେକ ରୋଗର ଔଷଧ ଭଳି କାମ କରିଥାଏ ।
ଜଣ୍ଡିସ ଓ ବଦହଜମି ଭଳି ସମସ୍ୟାରୁ ଗାଜର ରକ୍ଷା କରିଥାଏ ।
ଏହାଛଡା ଶରୀରର ଅସ୍ଥିକୁ ମଧ୍ୟ ଶକ୍ତିଶାଳୀ କରାଇଥାଏ ।
ଗାଜର ଖାଇବା ଦ୍ୱାରା ଗ୍ୟାସ ଓ ପେଟ ଜନିତ ସମସ୍ୟା ମଧ୍ୟ ଦେଖା ଯାଇ ନଥାଏ ।
ଗାଜରରେ ଥିବା ପୋଷକ ତତ୍ତ୍ୱ ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ ।
ଶରୀରର ରକ୍ତ ବଢାଇଥାଏ :
ଗାଜରରେ ଭରପୁର ମାତ୍ରାରେ ଆଇରନ ଅଂଶ ରହିଥାଏ ।
ଏହାଛଡା ଏଥିରେ ଥିବା ଭିଟାମିନ-ଇ ନୂଆ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ।
ଏଥିପାଇଁ ଏନିମିଆ ରୋଗରେ ପୀଡିତ ରୋଗୀଙ୍କୁ ଗାଜର ଖାଇବାକୁ ପରାମର୍ଶ ଦିଆ ଯାଇଥାଏ ।
ଏହାଛଡା ମହିଳା ମାନେ ଋତୁତ୍ସାବ ସମୟରେ ଗାଜର ଖାଇବା ଆବଶ୍ୟକ ।
ଗାଜର ପେଟ ସଫା ରଖିବା ସହ ରକ୍ତକୁ ମଧ୍ୟ ପରିଷ୍କାର ରଖିଥାଏ ।
ଏହାର ପ୍ରଭାବରେ ଚର୍ମ ଉଜ୍ଜଳ ଦେଖାଯାଏ ।
ଆଖି ସମସ୍ୟା ଦୁର କରିଥାଏ :
ଗାଜରରେ ପ୍ରବଳ ମାତ୍ରାରେ ଭିଟାମିନ-ଏ ମିଳିଥାଏ ।
ସୁସ୍ଥ ଆଖି ପାଇଁ ଭିଟାମିନ-ଏ ଅତ୍ୟନ୍ତ ଜରୁରୀ ।
ଗାଜରରେ ଥିବା ବିଟା କେରୋଟିନ ପୋଷକ ତତ୍ତ୍ୱ ମୋତିଆବିନ୍ଦୁରୁ ରକ୍ଷା କରିଥାଏ ।
ଯେଉଁ ଲୋକଙ୍କର ଦୃଷ୍ଟିଶକ୍ତି କମ ରହିଥାଏ ତାଙ୍କୁ ନିୟମିତ ଭାବେ ଗାଜର ଖାଇବା ଆବଶ୍ୟକ ।
ଗାଜର ଏକ ସୁପର ଫୁଡ଼ ଭାବେ ଘରେ ଘରେ ପରିଚିତ ।
ତେବେ ଖାସ କରି ଶୀତ ଋତୁରେ ଗାଜର ଖାଇବାକୁ ଡାକ୍ତର ଓ ସ୍ୱାସ୍ଥବିଦ୍ ମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି ।
ଯଦି ଆପଣ ଗାଜର ଖାଉ ନାହନ୍ତି ତେବେ ଏବେ ଠାରୁ ନିଜ ଡାଏଟରେ ଗାଜର ସାମିଲ କର ନିଅନ୍ତୁ ।
ଆପଣ ଜାଣିଛନ୍ତି କି ଗାଜର ଖାଇବା ଦ୍ୱାରା କଣ ଉପକାରିତା ହେଇଥାଏ ? ନିୟମିତ ରୂପେ କଞ୍ଚା ଗାଜର କିମ୍ବା ଜୁସ କରି ପିଏଇଲେ ଆମ ଶରୀର ପାଁଇ ଏହା ବହୁତ ଉପକାରୀ ହେଇଥାଏ ଓ ଗଜରାରେ ପ୍ରଚୁର ପରିମାଣରେ ଔଷଧ୍ୟ ଗୁଣ ରହିଥାଏ ଯାହା କି ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତ ନିୟମିତ ସକାଳୁ ଖାଲି ପେଟରେ ଗାଜର ଜୁସ କରି ସେଥିରେ କିଛି କଳା ଲୁଣ ଓ ପାଳଙ୍ଗ ରସ ମିଶାଇ ପିଅନ୍ତୁ ।
ଦେଖିବେ ଥକାପଣ ଜନିତ ସମସ୍ୟା ରୁ ଉପଶମ ମିଳିବ ।
ଶୀତ ସମୟରେ ଗାଜର ଜୁସ ପେଇବାଦ୍ୱାରା ଆପଣ ଙ୍କ ଶରୀର ଗରମ ରୁହେ ଏବଂ ଯଦି ଏହି ଋତୁରେ ଆପଣ ଥଣ୍ଡା ଜର ଅନୁଭବ କରୁଛନ୍ତି ତ ଗାଜର ଜୁସ କରି ସେଥିରେ ଅଳ୍ପ କଲା ଲୁଣ ପକାଇ ପିଅନ୍ତୁ ।
ଏପରି କରିବା ଦ୍ୱାରା ଥଣ୍ଡା ଜର କିମ୍ବା ଥଣ୍ଡା ଜନିତ ସମସ୍ୟା ଦୂର ହେଇଯିବ ।
ପେଟ ପାଁଇ ମଧ୍ୟ ଗାଜର ବହୁତ ଉପକାରୀ, ଯଦି ଆପଣ ଙ୍କ ପେଟ ଜନିତ କିଛି ସମସ୍ୟା ରୁହେ ତ ନିୟମିତ ଗାଜର ଜୁସ କରି ସେଥିରେ କିଛି ଲେମ୍ବୁ ଓ ପାଳଙ୍ଗ ଶାଗର ରସ ମିଶାଇ ପିଅନ୍ତୁ ଦେଖିବେ ଶୀଘ୍ର ଆରମ ମିଳିବ ।
ଗାଜର ରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଭିଟାମିନ ଏ, ବି, ସି ରହିଥାଏ ଏବଂ ହୃଦଘାତ ଜନିତ ସମସ୍ୟା ରୁ ମଧ୍ୟ ଦୂର କରେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment