Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
cf1d129c
Commit
cf1d129c
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
59946aab
Changes
1
Show whitespace changes
Inline
Side-by-side
Showing
1 changed file
with
33 additions
and
0 deletions
+33
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia181.txt
...gual-corpora/vikaspedia.in/vikashpedia_health_odia181.txt
+33
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia181.txt
0 → 100644
View file @
cf1d129c
ଯନ୍ତ୍ରଣାମୁକ୍ତ ପ୍ରସବ
ଯନ୍ତ୍ରଣାମୁକ୍ତ ପ୍ରସବ
ପ୍ରସବ ଯନ୍ତ୍ରଣା ଖୁବ୍ କଷ୍ଟକର ।
ବେଳେ ବେଳେ ଏହା ସହିବାର ସମସ୍ତ ସୀମା ଅତିକ୍ରମ କରିଥାଏ ।
ଏହା ଦୀର୍ଘସମୟ ନେଉଥିବା ଏକପ୍ରକାର ପ୍ରକ୍ରିୟା ।
ସ୍ଵାଭାବିକ ତଥା ଯନ୍ତ୍ରଣାମୁକ୍ତ ପ୍ରସବ ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ ।
ସ୍ଵାଭାବିକ ପ୍ରସବ ସାଧାରଣତଃ ସମସ୍ତେ ଯେପରି ଭାବିଥାନ୍ତି ଏହା ଏକ ସରଳ ପ୍ରକ୍ରିୟା ।
ପ୍ରକୃତରେ ଏହା ଅନେକ ଜଟିଳ ପ୍ରକ୍ରିୟାର ସମଷ୍ଟିରେ ହେଇଥାଏ ।
ଏହି ପ୍ରକ୍ରିୟାରେ ଶରୀରରେ ଅଭ୍ୟନ୍ତରରେ ମସ୍ତିଷ୍କରୁ ବିଭିନ୍ନ ଅନ୍ତଃସ୍ରାବୀ ରସ କ୍ଷରଣ ଠାରୁ ଆରମ୍ଭ କରି ମା’ର ଗର୍ଭାଶୟରେ ଅନେକ କ୍ରିୟାପ୍ରତିକ୍ରିୟା ନିରନ୍ତର ଭାବେ ସମସ୍ତଙ୍କ ଆଗୋଚରରେ ୧୮ ରୁ ୨୪ ଘଣ୍ଟା ଧରି ଘଟିଚାଲେ ।
ଏହା କେବଳ ଯନ୍ତ୍ରଣା ଓ ବେଳେବେଳେ ଅତିଶୟ ଯନ୍ତ୍ରଣା ଆକାରରେ ବାହାରକୁ ପ୍ରକାଶ ପାଇଥାଏ ।
ଶେଷରେ ଶିଶୁଟି ଶରୀର ଅଭ୍ୟନ୍ତରରେ ପ୍ରସବ ରାସ୍ତାରେ ଥିବା ଅନେକ ବାଧାବିଘ୍ନ ଅତିକ୍ରମ କରି ଭୂମିଷ୍ଟ ହୋଇଥାଏ ।
ତେଣୁ ସବୁ ସ୍ଵାଭାବିକ ପ୍ରସବରେ ପରିଣତି ସ୍ଵାଭାବିକ ହୋଇ ନଥାଏ ।
ଉପଯୁକ୍ତ ସମୟରେ ସଠିକ ପଦକ୍ଷେପ ନ ନେଲେ ଏହା ଉଭୟ ମା’ ଓ ଶିଶୁଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ ।
ପ୍ରସୂତିର ଯତ୍ନ ନେଉଥବା ଚିକିତ୍ସକ ବା ସେବିକାଙ୍କ ଲକ୍ଷ୍ୟଥାଏ କିପରି ସ୍ଵାଭାବିକ ପ୍ରସବର ପରିଣତିରେ ମା'କୁ କୌଣସି କ୍ଷତି ନ ପହଞ୍ଚେଇ ଏକ ସୁସ୍ଥ ସ୍ଵାଭାବିକ ଶିଶୁ ଭୂମିଷ୍ଟ କରେଇବାରେ ସାହାଯ୍ୟ କରିବା ।
ଚିକିତ୍ସା
ଆଜିପର୍ଯ୍ୟନ୍ତ ସ୍ଵାଭାବିକ ପ୍ରସବ ପ୍ରକ୍ରିୟାରେ ଶରୀରର ଅଭ୍ୟନ୍ତରରେ ଘଟୁଥିବା ଏହିସବୁ ଜଟିଳ ପ୍ରକ୍ରିୟାର ଅନେକ ରହସ୍ୟ ମଣିଷ ଭେଦ କରିପାରିନାହିଁ ।
ତେଣୁ ଏହାର ଦୀର୍ଘ ସମୟ ସୀମାକୁ କମ କରି ଏହାକୁ ତତକ୍ଷଣ ସ୍ଵାଭାବିକ ପ୍ରସବରେ ପରିଣତ କରିବାରେ ସଫଳ ହେଇପାରିନାହିଁ ।
ଯଦିଓ ଉନ୍ନତ ଦେଶରେ ତଥା ଆମ ଦେଶରେ ଥିବା ଘରୋଇ ଚିକିତ୍ସାଳୟରେ ଯନ୍ତ୍ରଣାମୁକ୍ତ ସ୍ଵାଭାବିକ ପ୍ରସବର ସୁବିଧା ମିଳୁଛି ଯାହା ବ୍ୟୟବହୁଳ ।
ଯେଉଁଥିରେ ପ୍ରସବ ଯନ୍ତ୍ରଣାକୁ ବିଭିନ୍ନ ନିଶ୍ଚେତକ ଦ୍ଵାରା ହ୍ରାସ କରାଯାଇଥାଏ ।
ଆଜିର ମଣିଷ ଏବେ ଡିଜିଟାଲ ସମୟରେ ସବୁକିଛି ତତକ୍ଷଣାତ ହେଇପାରୁଥିବା ଭଳି ଆଶା କରୁଛି ।
ସ୍ଵାଭାବିକ ପ୍ରସବ ମଧ୍ୟ ତତକ୍ଷଣାତ ହୋଇଯାଉ ।
ଏହାର ଦୀର୍ଘ ସମୟ ସୀମା ୧୮ ରୁ ୨୪ ଘଣ୍ଟା, ନହେଇ ସମସ୍ତ ପ୍ରକ୍ରିୟା ୨ ରୁ ୩ ଘଣ୍ଟା ମଧ୍ୟରେ ଶେଷ ହୋଇଯାଉ ।
ଅର୍ଥବଳରେ ବୈଜ୍ଞାନିକ, ଆଧୁନିକ କୌଶଳ ଦ୍ଵାରା ଏବେ ସବୁକିଛି ସମ୍ଭବ ହେଇପାରୁଥିବା ଧାରଣାରେ ବିଶ୍ଵାସ କରୁଥବା କିଛି ବ୍ୟକ୍ତି ବୁଝିବା ପାଇଁ ପ୍ରସ୍ତୁତ ନ ଥାନ୍ତି ସ୍ଵାଭାବିକ ପ୍ରସବ ଏକ ସମୟ ସାପେକ୍ଷ ପ୍ରକ୍ରିୟା ଏବଂ ଏହା ଏକ ବିଶେଷ ପ୍ରସ୍ତୁତି ଦାବି କରିଥାଏ |
ଅନେକ ସମୟରେ ଘରୋଇ ଚିକିତ୍ସାଳୟରେ ଅଧିକ ସଂଖ୍ୟାରେ ଅସ୍ତ୍ରୋପଚାର ହେଇ ପ୍ରସବ ହେଉଥିବାରୁ ଘରୋଇ ଚିକିତ୍ସାଳୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଲାଗିଥାଏ ।
ଘରୋଇ ଚିକିତ୍ସାଳୟକୁ ଆସୁଥିବା ଅଧିକାଂଶ ପ୍ରସୂତି ସାଧାରଣତଃ ଶିକ୍ଷିତ , ଆର୍ଥିକ ସ୍ଵଚ୍ଛଳ ପରିବାରରୁ ଆସିଥାନ୍ତି; ଯେଉଁମାନେ ସାଧାରଣତଃ ପ୍ରସବ ଯନ୍ତ୍ରଣା ଦୀର୍ଘସମୟ ଧରି ସହ୍ୟ କରିବାର ବିଶେଷ ମାନସିକ ପ୍ରସ୍ତୁତି ନେଇ ଆସି ନଥାନ୍ତି ।
ସବୁକିଛି ।
ତତକ୍ଷଣ ହେଇପାରୁଥିବା ଭଳି ଯନ୍ତ୍ରଣାମୁକ୍ତ ସ୍ଵାଭାବିକ ପ୍ରସବ ର ଏକ ଅବାସ୍ତବ ପରିକଳ୍ପନା ହିଁ ଅଧୌର୍ଯ୍ୟ କରିଥାଏ ।
ସେମାନଙ୍କୁ ଏବଂ ବାଧ୍ୟ କରିଥାନ୍ତି ଚିକିତ୍ସକଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ଏହି ଯନ୍ତ୍ରଣା ଯୁକ୍ତ ପ୍ରକ୍ରିୟାକୁ ଶେଷ କରିବାକୁ ।
ବର୍ତ୍ତମାନ ସମୟରେ ଅସ୍ତ୍ରୋପଚାର ଦ୍ଵାରା ହେଉଥିବା ପ୍ରସବହାର ବୃଦ୍ଧିର ଏହା ଏକ ପ୍ରମୁଖ କାରଣ ।
ଏହା ସତ ଯେ , ଅନ୍ୟାନ୍ୟ ସମସ୍ତ ଅସ୍ତ୍ରୋପଚାର ଭଳି ଅସ୍ତ୍ରୋପଚାର ଦ୍ଵାରା ପ୍ରସବର ମଧ୍ୟ ଅନେକ ଭୟାବହତା ଅଛି ।
ତେଣୁ ଚିକିତ୍ସକ, ପ୍ରସୂତି ବା ତାଙ୍କ ପରିବାର ବର୍ଗଙ୍କ କଥାରେ ବିଚଳିତ ନହୋଇ ଉପଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ ।
ମାତ୍ର ସବୁ ସ୍ଵାଭାବିକ ପ୍ରସବର ପରିଣତିରେ ସ୍ଵାଭାବିକ ଶିଶୁ ବା ମା' ର ସ୍ଵାଭାବିକ ସ୍ଵାସ୍ଥ୍ୟ ରହିବାର କୌଣସି ନିଶ୍ଚିତତା ନଥାଏ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦକ୍ଷ ତଥା ତାଲିମପ୍ରାପ୍ତ ସେବିକା ତଥା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ଦେଲେ ଏହା ସମ୍ଭବ ହୋଇପାରନ୍ତି ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment