Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
ee92801b
Commit
ee92801b
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
8b3e2651
Changes
1
Show whitespace changes
Inline
Side-by-side
Showing
1 changed file
with
28 additions
and
0 deletions
+28
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia145.txt
...gual-corpora/vikaspedia.in/vikashpedia_health_odia145.txt
+28
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia145.txt
0 → 100644
View file @
ee92801b
ଘୁଙ୍ଗୁଡ଼ିର କାରଣ ଓ ପ୍ରତିକାର
ଘୁଙ୍ଗୁଡ଼ି
ଘୁଙ୍ଗୁଡ଼ିର ପ୍ରତିରୋଧ ପାଇଁ ଆମେ ବହୁ ବ୍ୟବସ୍ଥା କରିଥାଉ, ଯେପରିକି ସ୍ଵତନ୍ତ୍ର ତକିଆ ବ୍ୟବହାର କରିବା କିମ୍ବା ମାଉଥ ସ୍ପ୍ରେ କରିବା ଆଦି ।
ଏଥିସହ ନିଃଶ୍ଵାସ ସହଜ ଭାବେ ନେବା ପାଇଁ ନାକରେ ନାଜାଲ ଡିଲେଟର ଆଦି ବ୍ୟବହାର କରିଥାଉ ।
ଏହି ସବୁ ସହଜ ଉପଚାର ଗ୍ରହଣ କରି ଆମେ ଚୁପଚାପ ବସିଯାଉ ।
ଏହା ଦ୍ଵାରା ସୁଫଳ ତ ମିଳେନାହିଁ ବରଂ ଅନ୍ୟପକ୍ଷରେ ଏହା ଅଭ୍ୟାସରେ ପରିଣତ ହୋଇ ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିର କାରଣ ବନିଯାଏ ।
କାରଣ :
ଗଳାର ଭିତର ଅଂଶ ଏକ ସିଲିଣ୍ଡର ଆକାରର ଓଭୁଲା ପରି ହୋଇଥାଏ ।
ଯେତେବେଳେ ଏହି ପଥ ପବନ ଚଳାଚଳ ପାଇଁ ଜାମ ହୋଇଯାଏ ସେତେବେଳେ ନିଃଶ୍ଵାସସ ପ୍ରଶ୍ଵାସସ ନେବା ବେଳେ କମ୍ପନ ହୋଇ ଶବ୍ଦ ସୃଷ୍ଟି ହୁଏ ।
ଅତ୍ୟଧିକ ମୋଟା ହୋଇଗଲେ ବ୍ୟକ୍ତି ଏହି ରୋଗର ଶିକାର ହୁଏ ।
ମହିଳାଙ୍କ କ୍ଷେତ୍ରରେ ବୟସ ବଢ଼ିଲେ, ଏବଂ ଋତୁସ୍ରାବ ବନ୍ଦ ହୋଇଗଲେ ଏହି ସମସ୍ୟା ଦେଖାଦିଏ ।
ଏଥିସହ ଅନ୍ୟ କେତେକ କାରଣ ହେଲା- ଆଲର୍ଜି ପାଇଁ ଗଳା ଜାମ୍ ହୋଇଯିବା, ଅତ୍ୟଧିକ ଥଣ୍ଡା, ସାଇନସ ସମସ୍ୟା ଆଦି ।
ତେବେ ଆଲକୋହଳ କିମ୍ବା ଅନ୍ୟ ନିଶା ସେବନ ମଧ୍ୟ ଏହାର କାରଣ ହୋଇଥାଏ ।
ପ୍ରତିକାର :
ଏହା ସ୍ଵାସ୍ଥ୍ୟ ପାଇଁ ବିପଦ ଆଣୁଥିବାରୁ ଏହାର ପ୍ରତିକାର ଜରୁରୀ ।
ତେବେ ଆପଣ ଏଥିପାଇଁ ପ୍ରଥମେ ନିଜକୁ ଏକ ଶ୍ରେଣୀଭୁକ୍ତ କରନ୍ତୁ ।
ଆପଣ ଭୀଷଣ ଶବ୍ଦ କରି ଘୁଙ୍ଗୁଡ଼ି ମାରୁଥିଲେ ।
ଆପଣ ନିଶ୍ଚିତ ଅଧିକ ମୋଟା ହେବା ସହ ଆପଣଙ୍କ ଉଚ୍ଚ ରକ୍ତଚାପ ଥିବ ।
ଆପଣ ଦିନରେ ଅଧିକ ସମୟ ଶୋଉ ଥିବେ ।
ଶୋଇବାବେଳେନାକପୁଡ଼ା ଜାମ୍ ହୋଇ ଯାଉଥିବ ଓ ନିଦ୍ରାହୀନତା ଜନିତ ଅସୁସ୍ଥତା ଦେଖାଯାଉଥିବ ।
ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବାଉଚିତ୍ ।
ଓଜନ କମାଇବେ :
ଯଦି ଆପଣ ଅଧିକ ମୋଟା ହୋଇଯାଇଥାନ୍ତି, ତେବେ ଓଜନ କମାଇପାରିଲେ ଘୁଙ୍ଗୁଡ଼ିର ମାତ୍ରା ଓ ଶବ୍ଦ କମିଯିବ ।
– ଧୂମପାନ କରୁଥିଲେ:
ଏହି ଅଭ୍ୟାସ ତୁରନ୍ତ ପରିତ୍ୟାଗ କରନ୍ତୁ ।
କାରଣ ଏହା ଶ୍ଵାସପଥରେ କ୍ଷତି ପହଞ୍ଚାଇଥାଏ ।
ଫଳରେ ନିଃଶ୍ଵାସପ୍ରଶ୍ଵାସନେବାରେ କଷ୍ଟ ହୁଏ ।
– ଯଦି ନାକପୁଡ଼ା ବନ୍ଦ ହୋଇଯାଏ, ତେବେ କିଛି ନାଜାଲ ଡ୍ରପ ବ୍ୟବହାର କରନ୍ତୁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment