Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
4a1849e3
Commit
4a1849e3
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1156ca3b
Changes
1
Show whitespace changes
Inline
Side-by-side
Showing
1 changed file
with
37 additions
and
0 deletions
+37
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_22
...lingual-corpora/odiasahitya.com/sent_odiasahitya_lekha_22
+37
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_22
0 → 100644
View file @
4a1849e3
ଅନୁରକ୍ତି
ଲକ୍ଷ୍ମୀନାରାୟଣ ମହାନ୍ତି
ତା: ଅକ୍ଟୋବର୍ ୮, ୨୦୧୫
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ବୈଶାଖର ପ୍ରଚଣ୍ଡ ରୌଦ୍ର ।
ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲି ଯାଇଛନ୍ତି ।
ମୁଁ ଏଠି ଏକା ।
ହୋଟେଲ୍ରେ ଖାଉଥାଏଁ ।
ମନ ଭଲ ନଥାଏ ।
ନିତି ଡାକକୁ ଅନାଇ ବସିଥାଏଁ ।
ହଠାତ୍ ଦିନେ ତାର ପାଇଲି – ବାବା ଆଉ ନାହାଁନ୍ତି ।
ଚାକର ହୋଟେଲ୍ରୁ ଭାତ ଧରି ପହଞ୍ଚିଲା ।
କହିଦେଲି “ ଫୋପାଡ଼ି ଦେ ।”
କ୍ଷୁତ୍ପ୍ରପୀଡ଼ିତ ଜରାବ୍ୟାଧିଗ୍ରସ୍ତ କୁକୁରଟି ମହା ଆନନ୍ଦରେ ସେତକ ଉଦରସ୍ଥ କରିଦେଲା ।
ସେହି ଦିନଠାରୁ ବୁଲା କୁକୁରଟି ମୋ ଦାଣ୍ଡ ପିଣ୍ଡାରେ ଶୋଇ ରହିଥାଏ ।
ମୁଁ ଥାଏ ବା ନ ଥାଏଁ ।
ବାବାଙ୍କ ଅନ୍ତେଷ୍ଟି- କ୍ରିୟା ସମାପନ କରି କର୍ମକ୍ଷେତ୍ରକୁ ପୁନରାଗମନ କଲି ।
ଅନ୍ଧାର ଦ୍ରୁତ ଗତିରେ ମାଡ଼ି ଆସୁଥାଏ ।
ଦୁଆର ମୁହଁରେ କୁକୁରଟି ‘ଭୋ’ ‘ଭୋ’ ରଡ଼ି କଲା ।
ମତେ ଚିହ୍ନିପାରି ସେଟା ତୁନି ହେଲା ।
ଭାଇଟି ମୋର ଏତେ ଦିନେ ସବ୍ଡେପୁଟି ଚାକିରି ପାଇଛି ।
ମୋର ଅଜସ୍ର ଅର୍ଥ ବ୍ୟୟ ସାର୍ଥକ ହୋଇଛି ।
ରବିବାର ।
ଗସ୍ତରେ ଯିବାଲାଗି ତରତର ହେଉଛି ।
ଖାଇ ବସିଛି ।
ଚାକର ଖଣ୍ଡେ ଚିଠି ବଢ଼େଇ ଦେଲା ।
ଭୋଜନ ଶେଷ ନକରି କୁତୁହଳ ପରବଶ ହୋଇ ଚିଠିଟି ତୁରନ୍ତ ଖୋଲି ପକାଇଲି ।
ଗୃହିଣୀ ଲେଖିଛନ୍ତି-“ ପ୍ରବୃଦ୍ଧକୁ ଏତେ ଟଙ୍କା ଖର୍ଚ୍ଚ କରି ପଢ଼ାଇଥିବାର ଭାବ ପାଅ ।
ଦି ଦିନ ହେଲା ଆସି ସମ୍ପତ୍ତି ବାଡ଼ି ଭାଗବଣ୍ଟା କରିଦେବା ଲାଗି ମୋ ସାଙ୍ଗରେ ଜିଗର ଧରି ବସିଛି ।
ମତେ ଶୋଇ ବସେଇ ଦଉ ନାହିଁ ।
ତୁମେ ଛୁଟି ନେଇ ଶୀଘ୍ର ଆସିବ ।”
ଅଲକ୍ଷ୍ୟରେ ମୋ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା ।
ଆଉ ଖାଇ ହେଲା ନାହିଁ ।
ହାତ ଧୋଇ ପକାଇଲି ।
କୁକୁରଟି ଦୁଆର ମୁହଁରେ ଶୋଇ ରହି ଲାଙ୍ଗୁଡ଼ ହଲାଉଥାଏ ।
୧୯୪୪ ମସିହାରେ ସେତେବେଳର ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ସହକାର’ରେ ପ୍ରଥମେ ଏହି କୁନି ଗପଟି ପ୍ରକାଶିତ ହୋଇ ପାଠକ ମହଲରେ ବେଶ୍ ଚର୍ଚ୍ଚିତ ହୋଇଥିଲା ।
ପରବର୍ତ୍ତୀ ସମୟରେ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଥିଲା ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment