Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
68e91584
Commit
68e91584
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
3da93a17
Changes
1
Show whitespace changes
Inline
Side-by-side
Showing
1 changed file
with
25 additions
and
0 deletions
+25
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia147.txt
...gual-corpora/vikaspedia.in/vikashpedia_health_odia147.txt
+25
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia147.txt
0 → 100644
View file @
68e91584
ଜିକା ଜ୍ୱର
ଜିକା ଜ୍ୱର, ଅନ୍ୟ ନାମ ଜିକା ଭୁତାଣୁ ରୋଗ, ଏକ ରୋଗ ଯାହା ଜିକା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ ।
ଏହାର ଲକ୍ଷଣ ଡେଙ୍ଗୁ ଜ୍ୱର ସହିତ ସଦୃଶ ।
ଅଧିକାଂଶ ସମୟରେ (୬୦–୮୦%) କୌଣସି ଲକ୍ଷଣ ନ ଥାଏ ।
ସାଧାରଣତଃ ଏହାର ଲକ୍ଷଣରେ ଜ୍ୱର, ଲାଲ ଆଖି, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବଥା ଓ ମାକୁଲୋପାପୁଲାର ରାସ୍ ଦେଖାଯାଏ ।
ସାଧାରଣତଃ ଏହାର ଲକ୍ଷଣ ସାମାନ୍ୟ ଧରଣର ହୁଏ ଓ ୭ ଦିନରୁ କମ ସମୟ ରହେ ।
ସନ ୨୦୧୫ ସୁଦ୍ଧା କୌଣସି ମୃତ୍ୟୁ ହୋଇନାହିଁ ।
ଏହି ସଂକ୍ରମଣର ଗୁଲେନ-ବାରି ସିଣ୍ଡ୍ରୋମ ସହ ସଂଯୋଗ ଅଛି ।
ସନ ୧୯୪୭ ରେ ଏହି ରୋଗର ଭୁତାଣୁ ପୃଥକୀକୃତ କରାଯାଇଥିଲା ।
ଫେଡେରେଟେଡ ଷ୍ଟେଟ ଅଫ ମାଇକ୍ରୋନେସିଆରେ ସନ ୨୦୦୭ରେ ପ୍ରଥମ ରୋଗ ଆବିର୍ଭାବ ହେବା ଲିଖିତ ଅଛି ।
ଆମେରିକୀୟ ସ୍ଥାନମାନଙ୍କର ୨୦ଟି ସ୍ଥାନରେ ଏହି ରୋଗ ହେବା ସନ ୨୦୧୬ରେ ଜଣାଯାଇଛି ।
ଏସିଆ, ଆଫ୍ରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଏହି ରୋଗ ହେଉଛି ।
ସନ ୨୦୧୫ରେ ବ୍ରାଜିଲରେ ଏହି ରୋଗ ଆରମ୍ଭ ହେବାରୁ ଫେବୃଆରି ୨୦୧୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ଏହାକୁ ଆନ୍ତର୍ଜାତୀୟ ଚିନ୍ତାଜନକ ଜନସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କଲେ ।
କାରଣ ଓ ନିର୍ଣ୍ଣୟ
ଜିକା ଜ୍ୱର ମୁଖ୍ୟତଃ ଏଡିସ ଧରଣର ମଶା କାମୁଡ଼ିବା ଯୋଗୁ ବ୍ୟାପେ ।
ଯୌନ ସଙ୍ଗମ ଓ ରକ୍ତ ଅନ୍ତର୍ଭରଣ ସମୟରେ ମଧ୍ୟ ଏହାର ସଞ୍ଚାର ସମ୍ଭାବନା ଅଛି ।
ଏହା ଗର୍ଭରେ ମାଆଠାରୁ ଶିଶୁକୁସଂକ୍ରମିତ ହୋଇ ଶିଶୁର କ୍ଷୁଦ୍ର ଶିର (microcephaly) ହୋଇପାରେ ।
ରୋଗାକ୍ରାନ୍ତ ଲୋକର ରକ୍ତ, ପରିସ୍ରା ବା ଲାଳ ସଂଗ୍ରହ କରି ସେଥିରେ ଭୁତାଣୁର ଆରଏନଏ ଉପସ୍ଥିତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ।
ପ୍ରତିଷେଧ ଓ ଚିକିତ୍ସା
ରୋଗ ପ୍ରବଣ ଇଲାକାମାନଙ୍କରେ ମଶା କାମୁଡ଼ା ପ୍ରତିରୋଧ କରିବା ଆବଶ୍ୟକ ।
ଏଥି ନିମନ୍ତେ କୀଟ ବିଡ଼କ (insect repelent), ମଶାରୀ ବ୍ୟବହାର, ସମ୍ପୁର୍ଣ୍ଣ ଦେହ ଆବୃତ ଇତ୍ୟାଦି କରିବା ସହ ମଶା ପ୍ରଜନନ କରୁଥିବା ସ୍ଥିର ଜଳ ନିଷ୍କାସନ ବ୍ୟବସ୍ଥା ଦରକାର ।
ଏହା ନିମନ୍ତେ କୌଣସି ଟିକା ବାହାରି ନାହିଁ ।
ବ୍ରାଜିଲର ସ୍ୱାସ୍ଥ୍ୟ କର୍ମଚାରୀମାନେ ସନ ୨୦୧୫ରେ ଗର୍ଭାଧାନ ନ କରିବା ନିମନ୍ତେ ଉପଦେଶ ଦେଉଥିଲେ ଓ ଜିକା ପ୍ରବଣ ଇଲାକାକୁ ଅନ୍ୟ ସ୍ଥାନରୁ ଗର୍ଭାଧାନ କରିଥିବା ମହିଳାଙ୍କୁ ଯିବାକୁ ବାରଣ କରୁଥିଲେ ।
ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ଓ କେବଳ ପାରାସେଟାମୋଲ (ଆସେଟାମିନୋଫେନ) ଦେଇ ଏହାର ଲକ୍ଷଣ ନିୟନ୍ତ୍ରଣ କରାଯାଏ ।
ଡାକ୍ତରଖାନାରେ ଆଡମିସନ କ୍ୱଚିତ ଆବଶ୍ୟକ ହୁଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment