Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
99a5e1c2
Commit
99a5e1c2
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2d9339c3
Changes
1
Show whitespace changes
Inline
Side-by-side
Showing
1 changed file
with
27 additions
and
0 deletions
+27
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia206.txt
...gual-corpora/vikaspedia.in/vikashpedia_health_odia206.txt
+27
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia206.txt
0 → 100644
View file @
99a5e1c2
ଜନନୀ ସୁରକ୍ଷା ଯୋଜନା
ସମ୍ପର୍କିତ ଆଧାର
ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ଵ ପାଇଁ ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି ।
ଗର୍ଭବତୀ ମା’ ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇ ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାରକୁ କମ୍ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ଏହି ଯୋଜନା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଚଳନ କରାଯାଇଛି ଏବଂ କେତେକ ପଛୁଆ ରାଜ୍ୟରେ ଏହାକୁ ଅଧିକ ତ୍ୱରାନିତ୍ଵ କରାଯାଇଛି ।
ଜାତୀୟ ମାତୃତ୍ଵ ସୁବିଧା ଯୋଜନା ପରିବର୍ତ୍ତେ ଏପ୍ରିଲ ୨୦୦୫ରେ ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଗଲା ।
ଅଗଷ୍ଟ ୧୯୯୫ ମସିହାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତରେ ଜାତୀୟ ମାତୃତ୍ଵ ସୁବିଧା ଯୋଜନା କରଯାଇଥିଲା ।
୨୦୦୧-୦୨ରେ ଗ୍ରାମୀଣ ବିକାଶ ବିଭାଗରୁ ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ସ୍ଥାନାନ୍ତର କରଯାଇଥିଲା ।
ଏହି ଯୋଜନାରେ ବିପିଏଲ ପରିବାରର ପ୍ରତ୍ୟକ ଗର୍ଭବତୀମାନଙ୍କୁ ଯାହାଙ୍କୁ ୧୯ବର୍ଷରୁ ଊର୍ଦ୍ଧ୍ଵ ହୋଇଥିବ ୨ଟି ଜନ୍ମତ ଛୁଆଙ୍କ ପାଇଁ ୫୦୦ଟଙ୍କା ପ୍ରଦାନ କରାଯାଉଥିଲା ।
ଯାହା ସାରା ଦେଶରେ ଏକକ ଭାବରେ ପ୍ରଚଳନ କରାଯାଉଥିଲା ।
ସାରା ଦେଶରେ ଏହି ଯୋଜନା ଦ୍ଵାରା ମହିଳାମାନେ ଉପକୃତ ହେଉଥିବା ବେଳେ ରାଜ୍ୟମାନଙ୍କୁ କମ ପ୍ରଦର୍ଶନ ଓ ଅଧିକ ପ୍ରଦର୍ଶନ ଭାବରେ ବିଭକ୍ତ କରାଯାଇଛି ।
କମ ଓ ବେଶୀ ପ୍ରଦର୍ଶନ ରାଜ୍ୟରେ କେତେକ ମହିଳା ଡାକ୍ତରଖାନାରେ ପ୍ରସବ କରାଇଛନ୍ତି ତା ଉପରେ ନିର୍ଭର କରେ ।
ଯେଉଁ ରାଜ୍ୟରେ ୨୫ପ୍ରତିଶତ କିମ୍ବା ତା' ଠାରୁ କମ୍ ପ୍ରସବ ଡାକ୍ତରଖାନାରେ ହୋଇଥାଏ ତେବେ ତାକୁ କମ ପ୍ରଦର୍ଶନ ରାଜ୍ୟ ଭାବରେ ଅତିହିତ କରାଯାଏ ।
ଭାରତର ୮ଟି ରାଜ୍ୟ ଉତ୍ତାରଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀର, ଓଡ଼ିଶା, ଓ ଆସାମ ଇତ୍ୟାଦି କମ ପ୍ରଦର୍ଶନ ରାଜ୍ୟ ଭାବରେ ଗଣାହୁଏ ।
ଅନ୍ୟ ରାଜ୍ୟଗୁଡ଼ିକ ଅଧିକ ପ୍ରଦର୍ଶନ ଭାବରେ ଗଣାଯାଏ ।
ଜନନୀ ସୁରକ୍ଷା ଯୋଜନାର ପ୍ରାକ୍ କଥନ
ଗର୍ଭାବସ୍ଥାର ଜଟିଳତା ପାଇଁ ଭାରତରେ ୫୬,୦୦୦ମହିଳା ପ୍ରତ୍ୟେକ ବର୍ଷ ପ୍ରାଣ ହାରନ୍ତି ।
ସେହିପରି ପ୍ରତ୍ୟେକ ବର୍ଷ ୧୩ଲକ୍ଷ ନବଜାତ ଶିଶୁ ନିଜର ପ୍ରଥମ ଜନ୍ମବାର୍ଷିକ ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି ।
୨/୩ ତୃତୀୟାଂଶ ଶିଶୁ ଜନ୍ମର ପ୍ରଥମ ୪ ସପ୍ତାହ ମଧ୍ୟରେ ପ୍ରାଣହରାନ୍ତି ।
ଏହାଛଡ଼ା ୭୫ଶିଶୁ ପ୍ରତିଶତ ମୃତ୍ୟୁ ଜନ୍ମର ପ୍ରଥମ ସପ୍ତାହ କିମ୍ବା ୨ଦିନ ମଧ୍ୟରେ ହୋଇଥାଏ ।
ମାତୃମୃତ୍ୟୁ ହାର ଶିଶୁ ମୃତ୍ୟୁହାରକୁ କମାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ଡାକ୍ତରଖାନାରେ ପ୍ରସବକୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ କରାଗଲା ।
ଏହାଦ୍ୱାରା ଦକ୍ଷ ତାଲିମପ୍ରାପ୍ତ କର୍ମଚାରି ତଥା ଡାକ୍ତରଙ୍କ ତତ୍ତ୍ଵାବଧାନରେ ପ୍ରସବ କରାଗଲେ ଗର୍ଭବତୀଙ୍କ ପାଇଁ ବିପଦ ଆଶଙ୍କା କମିଯିବ ।
ଲକ୍ଷ୍ୟ – ମାତୃମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ରୋକିବା ଏବଂ ଡାକ୍ତରଖାନାରେ ପ୍ରସବକୁ ଉତ୍ସାହିତ କରାଇବା ।
ଧାର୍ଯ୍ୟ ହିତାଧିକାରୀ ଏବଂ ସୁବିଧା
ବିପିଏଲ, ଆଦିବାସୀ ତଥା ଅନ୍ୟାନ୍ୟ ଯୋଗ୍ୟ ସମସ୍ତ ଗର୍ଭବତୀ ମହିଳାଙ୍କୁ, ସରକାରୀ ଚିକିତ୍ସାଳୟ କିମ୍ବା ସରକାରୀ ଅନୁଦାନ ପ୍ରାପ୍ତ ଯେ କୌଣସି ଡାକ୍ତରଖାନାରେ ପ୍ରସବ କରାଇଲେ ଆବିକ ସୁବିଧା ଯୋଗାଇଦିଆଯିବ ।
ଏହି ଯୋଜନା ଅନ୍ତର୍ଗତ ମହିଳା ସ୍ୱାସ୍ଥ୍ୟ କର୍ମୀ ଆଶା ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଏ ।
ଯୋଗ୍ୟ ଗର୍ଭବତୀ ମହିଳାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment