Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
99a5e1c2
Commit
99a5e1c2
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2d9339c3
Changes
1
Show whitespace changes
Inline
Side-by-side
Showing
1 changed file
with
27 additions
and
0 deletions
+27
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia206.txt
...gual-corpora/vikaspedia.in/vikashpedia_health_odia206.txt
+27
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia206.txt
0 → 100644
View file @
99a5e1c2
ଜନନୀ ସୁରକ୍ଷା ଯୋଜନା
ସମ୍ପର୍କିତ ଆଧାର
ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ଵ ପାଇଁ ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି ।
ଗର୍ଭବତୀ ମା’ ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇ ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାରକୁ କମ୍ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ଏହି ଯୋଜନା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଚଳନ କରାଯାଇଛି ଏବଂ କେତେକ ପଛୁଆ ରାଜ୍ୟରେ ଏହାକୁ ଅଧିକ ତ୍ୱରାନିତ୍ଵ କରାଯାଇଛି ।
ଜାତୀୟ ମାତୃତ୍ଵ ସୁବିଧା ଯୋଜନା ପରିବର୍ତ୍ତେ ଏପ୍ରିଲ ୨୦୦୫ରେ ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଗଲା ।
ଅଗଷ୍ଟ ୧୯୯୫ ମସିହାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତରେ ଜାତୀୟ ମାତୃତ୍ଵ ସୁବିଧା ଯୋଜନା କରଯାଇଥିଲା ।
୨୦୦୧-୦୨ରେ ଗ୍ରାମୀଣ ବିକାଶ ବିଭାଗରୁ ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ସ୍ଥାନାନ୍ତର କରଯାଇଥିଲା ।
ଏହି ଯୋଜନାରେ ବିପିଏଲ ପରିବାରର ପ୍ରତ୍ୟକ ଗର୍ଭବତୀମାନଙ୍କୁ ଯାହାଙ୍କୁ ୧୯ବର୍ଷରୁ ଊର୍ଦ୍ଧ୍ଵ ହୋଇଥିବ ୨ଟି ଜନ୍ମତ ଛୁଆଙ୍କ ପାଇଁ ୫୦୦ଟଙ୍କା ପ୍ରଦାନ କରାଯାଉଥିଲା ।
ଯାହା ସାରା ଦେଶରେ ଏକକ ଭାବରେ ପ୍ରଚଳନ କରାଯାଉଥିଲା ।
ସାରା ଦେଶରେ ଏହି ଯୋଜନା ଦ୍ଵାରା ମହିଳାମାନେ ଉପକୃତ ହେଉଥିବା ବେଳେ ରାଜ୍ୟମାନଙ୍କୁ କମ ପ୍ରଦର୍ଶନ ଓ ଅଧିକ ପ୍ରଦର୍ଶନ ଭାବରେ ବିଭକ୍ତ କରାଯାଇଛି ।
କମ ଓ ବେଶୀ ପ୍ରଦର୍ଶନ ରାଜ୍ୟରେ କେତେକ ମହିଳା ଡାକ୍ତରଖାନାରେ ପ୍ରସବ କରାଇଛନ୍ତି ତା ଉପରେ ନିର୍ଭର କରେ ।
ଯେଉଁ ରାଜ୍ୟରେ ୨୫ପ୍ରତିଶତ କିମ୍ବା ତା' ଠାରୁ କମ୍ ପ୍ରସବ ଡାକ୍ତରଖାନାରେ ହୋଇଥାଏ ତେବେ ତାକୁ କମ ପ୍ରଦର୍ଶନ ରାଜ୍ୟ ଭାବରେ ଅତିହିତ କରାଯାଏ ।
ଭାରତର ୮ଟି ରାଜ୍ୟ ଉତ୍ତାରଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀର, ଓଡ଼ିଶା, ଓ ଆସାମ ଇତ୍ୟାଦି କମ ପ୍ରଦର୍ଶନ ରାଜ୍ୟ ଭାବରେ ଗଣାହୁଏ ।
ଅନ୍ୟ ରାଜ୍ୟଗୁଡ଼ିକ ଅଧିକ ପ୍ରଦର୍ଶନ ଭାବରେ ଗଣାଯାଏ ।
ଜନନୀ ସୁରକ୍ଷା ଯୋଜନାର ପ୍ରାକ୍ କଥନ
ଗର୍ଭାବସ୍ଥାର ଜଟିଳତା ପାଇଁ ଭାରତରେ ୫୬,୦୦୦ମହିଳା ପ୍ରତ୍ୟେକ ବର୍ଷ ପ୍ରାଣ ହାରନ୍ତି ।
ସେହିପରି ପ୍ରତ୍ୟେକ ବର୍ଷ ୧୩ଲକ୍ଷ ନବଜାତ ଶିଶୁ ନିଜର ପ୍ରଥମ ଜନ୍ମବାର୍ଷିକ ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି ।
୨/୩ ତୃତୀୟାଂଶ ଶିଶୁ ଜନ୍ମର ପ୍ରଥମ ୪ ସପ୍ତାହ ମଧ୍ୟରେ ପ୍ରାଣହରାନ୍ତି ।
ଏହାଛଡ଼ା ୭୫ଶିଶୁ ପ୍ରତିଶତ ମୃତ୍ୟୁ ଜନ୍ମର ପ୍ରଥମ ସପ୍ତାହ କିମ୍ବା ୨ଦିନ ମଧ୍ୟରେ ହୋଇଥାଏ ।
ମାତୃମୃତ୍ୟୁ ହାର ଶିଶୁ ମୃତ୍ୟୁହାରକୁ କମାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ଡାକ୍ତରଖାନାରେ ପ୍ରସବକୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ କରାଗଲା ।
ଏହାଦ୍ୱାରା ଦକ୍ଷ ତାଲିମପ୍ରାପ୍ତ କର୍ମଚାରି ତଥା ଡାକ୍ତରଙ୍କ ତତ୍ତ୍ଵାବଧାନରେ ପ୍ରସବ କରାଗଲେ ଗର୍ଭବତୀଙ୍କ ପାଇଁ ବିପଦ ଆଶଙ୍କା କମିଯିବ ।
ଲକ୍ଷ୍ୟ – ମାତୃମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ରୋକିବା ଏବଂ ଡାକ୍ତରଖାନାରେ ପ୍ରସବକୁ ଉତ୍ସାହିତ କରାଇବା ।
ଧାର୍ଯ୍ୟ ହିତାଧିକାରୀ ଏବଂ ସୁବିଧା
ବିପିଏଲ, ଆଦିବାସୀ ତଥା ଅନ୍ୟାନ୍ୟ ଯୋଗ୍ୟ ସମସ୍ତ ଗର୍ଭବତୀ ମହିଳାଙ୍କୁ, ସରକାରୀ ଚିକିତ୍ସାଳୟ କିମ୍ବା ସରକାରୀ ଅନୁଦାନ ପ୍ରାପ୍ତ ଯେ କୌଣସି ଡାକ୍ତରଖାନାରେ ପ୍ରସବ କରାଇଲେ ଆବିକ ସୁବିଧା ଯୋଗାଇଦିଆଯିବ ।
ଏହି ଯୋଜନା ଅନ୍ତର୍ଗତ ମହିଳା ସ୍ୱାସ୍ଥ୍ୟ କର୍ମୀ ଆଶା ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଏ ।
ଯୋଗ୍ୟ ଗର୍ଭବତୀ ମହିଳାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯାଏ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment