Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
c50a0bce
Commit
c50a0bce
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
99a5e1c2
Changes
1
Show whitespace changes
Inline
Side-by-side
Showing
1 changed file
with
27 additions
and
0 deletions
+27
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia207.txt
...gual-corpora/vikaspedia.in/vikashpedia_health_odia207.txt
+27
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia207.txt
0 → 100644
View file @
c50a0bce
ଜନନୀ ସୁରକ୍ଷା ଯୋଜନା
ଯୋଜନାର ଉଦ୍ଦେଶ୍ୟ
ଏହି ଯୋଜନା ୨୦୦୫ ମସିହା ଏପ୍ରିଲ ମାସ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରଯାଇଥିଲା ।
ଏହା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଏକ ଅଂଶବିଶେଷ ।
ଗରିବ ଗର୍ଭବତୀ ମା’ମାନଙ୍କୁ ସାହାଯ୍ୟ ଯୋଗାଇ ଦେଇ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ହିତାଧିକାରୀଙ୍କ ଯୋଗ୍ୟତା
ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ସମସ୍ତ ଗର୍ଭବତୀ ମହିଳା ଯାହାଙ୍କର ବୟସ ୧୯ବର୍ଷ ବା ତା’ ଠାରୁ ଅଧିକ, ସେମାନେ ଅତି ବେଶୀରେ ୨ ଟି ଛୁଆ ଜନ୍ମ କରିବା ପର୍ଯ୍ୟନ୍ତ ଏହି ସୁବିଧା ହାସଲ କରିପାରିବେ ।
ଚିହ୍ନଟ ପ୍ରକ୍ରିୟା
ସାଧାରଣତଃ ଆଶା କର୍ମୀମାନେ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରିଥାନ୍ତି ଓ ଜନନୀ ସୁରକ୍ଷା ଯୋଜନାରେ ସହାୟତା ପାଇବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥାନ୍ତି ।
ସାହାଯ୍ୟର ପରିମାଣ
ଡାକ୍ତରଖାନାରେ ପ୍ରସବ ନିମନ୍ତେ ସମସ୍ତ ଗର୍ଭବତୀ ମା’ମାନଙ୍କୁ ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ ।
ପ୍ରତ୍ୟେକ ଗର୍ଭବତୀଙ୍କୁ ଡାକ୍ତରଖାନକୁ ନେବା ଓ ସେମାନଙ୍କ ଭଲ ମନ୍ଦ ବୁଝିବା ପାଇଁ ଆଶା ଆଶା କର୍ମୀମାନଙ୍କୁ ଟଙ୍କା ଦିଆଯାଇଥାଏ ।
୨୯ ବର୍ଷରୁ ଉଦ୍ଧ୍ୱ ଗର୍ଭବତୀ ମହିଳା ନିଜ ବାସ ଗୃହରେ ତାଲିମପ୍ରାପ୍ତ ଧାଇଙ୍କ ଦ୍ଵାରା ପ୍ରସବ କଲେ ଆର୍ଥିକ ସାହାଯ୍ୟ ପାଇବାର ନିୟମ ରହିଛି ।
ଦୁଇଟି ସନ୍ତାନ ପ୍ରସବ କରିବା ପର୍ଯ୍ୟନ୍ତ ଏହି ସାହାଯ୍ୟ ପ୍ରସବ ସମୟରେ କିମ୍ବା ପ୍ରସବର ୭ ଦିନ ପୂର୍ବରୁ ଆଶାକର୍ମୀ କିମ୍ବା ଏ.ଏନ୍.ଏମ୍ ଦିଦି ଏହି ଟଙ୍କା ପ୍ରଦାନ କରିବେ ।
ସାହାଯ୍ୟକାରୀ ଅଧିକାରୀ – ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ
ଅଭିଯୋଗ ଦାଖଲ
ଏହି ଯୋଜନା ସାହାଯ୍ୟ ପାଇବାରେ ଯଦି ଆସୁବିଧା ଦେଖାଦେଲା ସିଧାସଳଖ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇପାରିବ ।
ଗ୍ରାମପଞ୍ଚାୟତର ଭୂମିକା
ପ୍ରକୃତ ଗର୍ଭବତୀ ଚିହ୍ନଟରେ ସହାୟତା କରିବା ।
ଏହି ଯୋଜନାର କାର୍ଯ୍ୟକାରିତା ଅନୁଧାନ ଓ ତଦାରଖ କରିବା ।
ପଞ୍ଚାୟତସମିତିର ଭୂମିକା
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର / ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀମାନଙ୍କ କାମ ତଦାରଖ କରିବା ।
ମିଳିତ ବୈଠକରେ ଏ ସଂକ୍ରାନ୍ତ ସମସ୍ୟାର ଆଲୋଚନା କରିବା ସଚେତନତା ସୃଷ୍ଟିରେ ସହଯୋଗ କରିବା ।
ଜିଲ୍ଲାପରିଷଦର ଭୂମିକା
ସ୍ୱାସ୍ଥ୍ୟସେବା ତଥା ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରିତାରେ କିଛି ସମସ୍ୟା ଦୃଷ୍ଟିକୁ ଆସିଲେ ମିଳିତ ବୈଠକରେ ଆଲୋଚନା କରିବା ।
ଜନନୀ ସୁରକ୍ଷା ଯୋଜନାରେ ଅନୁଧ୍ୟାନ ଓ ତଦାରଖରେ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ସାହାଯ୍ୟ କରିବା ।
ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର /ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକଳାପ ତଦାରଖ କରିବା ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment