Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
d875d9eb
Commit
d875d9eb
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
710d6d64
Changes
1
Show whitespace changes
Inline
Side-by-side
Showing
1 changed file
with
38 additions
and
0 deletions
+38
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia29.txt
...ngual-corpora/vikaspedia.in/vikashpedia_health_odia29.txt
+38
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia29.txt
0 → 100644
View file @
d875d9eb
ଉପଦଂଶ
ଉପଦଂଶ ଏକ ସଂକ୍ରାମକ ଅସୁରକ୍ଷିତ ଯୌନ ସମ୍ପର୍କିତ ରୋଗ ।
ଏହା ସ୍ତ୍ରୀ ପୁରୁଷ ଏ ସନ୍ତାନକୁ ମଧ୍ୟ ହୋଇଥାଏ ।
ଉପଦଂଶ ସଂକ୍ରମିତ ପୁରୁଷ ସ୍ତ୍ରୀ ସହ ଓ ସ୍ତ୍ରୀ ପୁରୁଷ ସହ ଯୌନସମ୍ପର୍କ ରଖିଲେ ହୋଇଥାଏ ।
ପୁରୁଷ ସଂକ୍ରମିତ ହୋଇଥିଲେ ଯେତେ ଶୀଘ୍ର ସ୍ତ୍ରୀକୁ ନ ହୁଏ ମାତ୍ର ସ୍ତ୍ରୀ ସଂକ୍ରମଣ ହୋଇଥିଲେ ପଥମଥର ମିଳିନରେ ମଧ୍ୟ ପୁରୁଷକୁ ଉକ୍ତ ରୋଗ ସଂକ୍ରମିତ ହୋଇଥାଏ ।
ଲକ୍ଷଣ
ପୁରୁଷ
ବହଳିଆ ସବୁଜଯୁକ୍ତ ଦଳଦିଆ ଗନ୍ଦସ୍ରାବ ଯୌନନେନ୍ଦ୍ରିୟରୁ ହୁଏ ।
ପରିସ୍ରା ସମୟରେ ଅତ୍ୟଧିକ କଷ୍ଟ ହୁଏ ।
ଲିଙ୍ଗର ଅଗ୍ରଭାସ ଫୁଲିକରି ଦରଜ ଅନୁଭବ ହୁଏ , ।
ବେଶି ସ୍ରାବ ହେଲେ ଲିଙ୍ଗର ପାର୍ଶ୍ଵରେ ଥିବା ଗ୍ରନ୍ଥି ଫୁଲିଯାଏ ।
Prostategland ଟି ଫୁଲିଯାଏ ।
ଶୁକ୍ରନଳୀଟି ଚାପିଲେ ଫୁଲିଳା ଭଳି ଜଣାଯାଏ ।
ଗଣ୍ଠିଗୁଡିକ ଦରଜ ରହେ ।
ଶରୀର ଅତ୍ୟନ୍ତ ଦୁର୍ବଳ ଲାଗିବା ସହ ବିନ୍ଧା ଓ ଦରଜ ଲାଗେ ।
ସମୟ ସମୟରେ ସ୍ଥାନିକ ଜ୍ଵଳନ ହୋଇପାରି ବୋଧହୁଏ ।
10. ଉକ୍ତ ଲସା ବାହାରିବା ସମୟରେ ଅତି ପୀଡା ହୁଏ ।
ସ୍ତ୍ରୀ
ଯୋନିରୁ ଦୁର୍ଗନ୍ଧଯୁକ୍ତ ସ୍ରାବ ହୁଏ ।
ଏଥିରେ ସାଧାରଣତଃ ଗର୍ଭାଶୟ ମୁଖ ( cervix)ଟି ଫୁଲିଥାଏ ।
ପରିସ୍ରା ବାରମ୍ବାର ବା କମ୍ ହୁଏ ।
ଗ୍ରନ୍ଥି ଗୁଡିକ ପ୍ରାୟ ମୁଖ୍ଯତଃ ଜଂଘ ଗ୍ରନ୍ଥି ( Inguinalgland) ପ୍ରାୟତଃ ଫୁଲିଥାଏ ।
ଗଣ୍ଠିଗୁଡିକ ଦରଜ ।
ବିନ୍ଧା ବା ଫୁଲିଥାଏ ।
ପରିସ୍ରା ନଳୀ ରେ ଫୁଲା ଥାଏ ବା ଦରଜ ଥାଏ ।
କ୍ରମଶଃ ଗଣ୍ଠିବିନ୍ଧା ଓ ଦରଜ ହୁଏ ।
ଚକ୍ଷୁଗୁଡିକ ଲାଲ ବା ଫୁଲା ରହେ ବା ପାଣି ଗଦେ ।
ଶେଷରେ ଉକ୍ତ ରୋଗର ଚିକିତ୍ସା ନ କଲେ କର୍କଟ ମଧ୍ୟ ହୋଇପାରେ ।
ଚିକିତ୍ସା
ସଂକ୍ରମିତ ପୁରୁଷ, ସ୍ତ୍ରୀ ଇଭୟ ମିଲନ ନିଷେଧଯେତେ ପର୍ଯ୍ୟନ୍ତ ଉକ୍ତ ସଂକ୍ରମଣ ନ କମିଛି ।
ପ୍ରତ୍ଯେକ ଦିନ କିଛି ନିମ୍ବ ଛାଲି ବା ପାତ୍ର ନେଇ ତା’ର ଚାରିଗୁଣ ଜଳ ଦେଇ ନିଆଁରେ ଶିଝାଇବେ ।
୧ ଗୁଣ ଜଳ ରହିଲେ ଓହ୍ମାଳ ଛାଣି ସେହି ଜଳରେ ପୁରୁଷର ଳିଙ୍ଗ ଓ ସ୍ତ୍ରୀର ଯାଉନାଙ୍ଗ ଓ ଗର୍ଭାଶୟ ମୁଖ୍ୟ ( Cervix) କୁ ସକାଳ ଓ ସନ୍ଧ୍ୟାରେ ୨ ଥର ଧୌତ କରିବା ଉଚିତ୍ ।
ଯୌନେନ୍ଦ୍ରିୟକୁ ବା ଜନନେନ୍ଦ୍ରିୟକୁ ଧୌତ ପରେ ଖାଣ୍ଟି ଗୋଘୁତ – ୧୦୦ ଗ୍ରାମ ନିମ୍ବ ଛାଲି ଗୁଣ୍ଡ – ୫୦ ଗ୍ରାମହଳଦୀ – ୫୦ ଗ୍ରାମ, କାଶୀଶ – ୨୦ ଗ୍ରାମ ଗୁଣ୍ଡକରି ମିଶାଇ ମଲମ ଭଳି ହେଲେ ଳିଙ୍ଗ ଓ ଗର୍ଭାଶୟ ମୁଖ୍ୟରେ ଲଗାଇବେ ।
ଆବସ୍ଥିକ ଲକ୍ଷଣକୁ ନେଇ ଚିକିତ୍ସା କରିବା ଉଚିତ୍ ।
ଅର୍ଥାତ୍ ଦେହ ଦରଜ ଥିଲେ ଦେହଦରଜ ଔଷଧ ଖାଇବ ।
ମୁଣ୍ଡ ବିନ୍ଧା ହେଲେ ମୁଣ୍ଡବିନ୍ଧା ଔଷଧ ଖାଇବ ଇତ୍ୟାଦି ।
ନିମ୍ନୋକ୍ତ ଔଷଧକୁ ଉଭୟ ସ୍ତ୍ରୀ ଓ ପୁରୁଷ ପାନ କରିବେ ତଥା ମୈଥୁନ ବର୍ଜନୀୟ ଓ ସର୍ବଦା ସଂକ୍ରମଣରୁ ଦୂରରେ ରହିବା ପାଇଁ ଚେଷ୍ଟିତ ହେବେଯଥା – ଲୁଗାପଟା ପ୍ରତ୍ୟେହ ଗରମ ପାଣିରେ
ଧୌତ କରିବେ ଓ ସର୍ବଦ ସଫା ରହିବାକୁ ଚେଷ୍ଟା କରିବେ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment