Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
0dc518a8
Commit
0dc518a8
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2e573a9a
Changes
1
Hide whitespace changes
Inline
Side-by-side
Showing
1 changed file
with
33 additions
and
0 deletions
+33
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia53.txt
...ngual-corpora/vikaspedia.in/vikashpedia_health_odia53.txt
+33
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia53.txt
0 → 100644
View file @
0dc518a8
ନିଜ ପାଇଁ ସ୍ୱାସ୍ଥ୍ୟକର ପାନୀଯ ତିଆରି କରନ୍ତୁ
ଉପକ୍ରମ
ତାଜଜା ଫଳ, ପନିପରିବା ଏବଂ ଡାଲି ଆଦି ପୁଷ୍ଟିକରଖାଦ୍ୟ ଆମକୁ ସହଜରେ ମିଳିପାରିଥାଏ ।
ଏଗୁଡ଼ିକୁ ବ୍ୟବହାର କରାଯାଇ ପାରିଲେ ଆମେ ସୁସ୍ଵାଦ ସହିତ ସ୍ୱାସ୍ଥ୍ୟ ପାଇ ପାରିବା ।
ଋତୁ କାଳୀନ ଉପଲବ୍ଧ ଫଳ ପାରିବା ଗୁଡିକ ଆମ ପ୍ରକୃତିର ସର୍ବଶ୍ରେଷ୍ଟ ଅବଦାନ ।
ସେଇ ସବୁ ଋତୁ ଗିଡିକରେ ହେଉଥିବା ରୋଗ ଗୁଡିକ ବିରୁଦ୍ଧରେ ଆମର ବିଜୟକୁ ଏହା ସୁନିଶ୍ଚିତ କରିଥାଏ ।
ତରଭୁଜ ଖରାଦିନେ ମିଳିଥାଏ, ଏହାର ରସ ଆମ ଶରୀରକୁ ଶୀତଳତା ପ୍ରଦାନ କରିଥାଏ ।
ତାଜା ଫଳରେ ବହୁଳ ପରିମାଣରେ ଖାଦ୍ୟପ୍ରାଣ ଓ ଖଣିଜ ସାର ରହିଥାଏ ।
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆମକୁ ସାମର୍ଥ୍ୟ ଦେଇଥାଏ ।
ଫଳଟିକୁ ଖାଇବା ଅପେକ୍ଷା ରସରେ ଏହାର ଅଧିକ ଖାଦ୍ୟପ୍ରାଣ ମିଳି ପାରିଥାଏ ।
ଏହାର ରସ ସହଜରେ ହଜମ ହୋଇ ପାରିଥାଏ ।
କମଳା ଲେମ୍ବୁ, ଅମୃତଭଣ୍ଡା ଆପେଳ( ସେଓ) ଆଦିରେ ମଞ୍ଜି ସବୁ ରହିଥାଏ ।
ମଞ୍ଜି ଗୁଡିକର ସ୍ଵାଦ ତିକ୍ତ ।
ଭୁଲରେ ଯଦି ଆମେ ମଞ୍ଜିଟିଏ ଖାଇଦେଉ ତେବେ ପାଟି ପିତା ହୋଇଯାଏ ।
ଏଣୁ ଏଗୁଡ଼ିକର ରସ ନିର୍ଗତ କରି ପିଇଲେ ଦେହ ପାଇଁ ଭଲ ।
କାକୁଡି ସୁପ୍ ( ଥଣ୍ଡା)
ଉପକରଣ-
୨ କପ ଛୋଟ କଟା କାକୁଡି, ୩ ପାଖୁଡା ରସୁଣ, ୧/୨ କପ୍ ଲେମ୍ବୁରସ, ୧ କପ ଦହି ୩/୪ ଚାମୁଚ ଗୋଲମରିଚ ଚୂର୍ଣ୍ଣ ୨ ଚାମୁଚ ଧନିଆ ପତ୍ର, ୧ ଚାମୁଚ ତେଲ ଶ୍ଵାସ ଅନୁଯାୟୀ ଆବଶ୍ୟକୀୟ ଲୁଣ ।
ତିଆରି ପ୍ରଣାଳୀ-
ଦହି ବ୍ୟତୀତ ସମସ୍ତ ଉପକରଣ ମିଶାନ୍ତୁ , ୧ କପ୍ ପାଣି ଦେଇ ଗ୍ରାଇଣ୍ଡରରେ ମୁଣ୍ଡ ତିଆରି କରନ୍ତୁ ।
ଫ୍ରିଜରେରାଖୀଥଣ୍ଡା କରନ୍ତୁ ।
ପରସିବା ପୂର୍ବରୁ ଦହି ମିଶାନ୍ତୁ ।
କାକୁଡି ଓ ଦହି ପାକସ୍ଥଳୀ ପାଇଁ ଲାଭଦାୟକ ।
ଅମ୍ଳନାଶ କରିବାରେ ଏହାର ଗୁଣ ରହିଛି ।
ଆଡ ଲେମ୍ବୁ ସରବତ
ଉପକରଣ-
୩-୪ କପ୍ ଚିନି, ୬୦୦ ମି.ଲି. ପାଣି, ୧/୨ ଚାମୁଚ ଆଡ ବଟା, ୧/୨ କପ୍ ଲେମ୍ବୁ ରସ, ଛୋଟ ଛୋଟ ବରଫ ଖଣ୍ଡ
ପ୍ରଣାଳୀ
ଏକ ପ୍ରତିରେ ଚିନି, ପାଣି ଓ ଅଦାକୁ ରଖନ୍ତୁ
ନିଆଁରେ ଗରମ କରି ସିରା ହେବା ପର୍ଯ୍ୟନ୍ତ ରଖନ୍ତୁ
ଲେମ୍ବୁରସ ପକାନ୍ତୁ
ଥଣ୍ଡାକରି ବୋତଲରେ ଢାଳନ୍ତୁ
୨ ଚାମୁଚରେ ଏକ ଗ୍ଲାସ ପାଣି ମିଶାଇ ଛୋଟ ବରଫ ଖଣ୍ଡ ପକାଇ ବିତରଣ କରନ୍ତୁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment