Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
323d8180
Commit
323d8180
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
3fb69127
Changes
1
Hide whitespace changes
Inline
Side-by-side
Showing
1 changed file
with
37 additions
and
0 deletions
+37
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia166.txt
...gual-corpora/vikaspedia.in/vikashpedia_health_odia166.txt
+37
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia166.txt
0 → 100644
View file @
323d8180
ବିଦ୍ୟାଳୟରେ ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ
ଉପକ୍ରମ
ରକ୍ତହୀନତା ବିଶ୍ଵର ଏକ ବୃହତ ଜନସ୍ୱାସ୍ଥ୍ୟ ସମସ୍ୟା ।
ରକ୍ତହୀନତା ଯୋଗୁଁ ଶାରୀରିକ ଏବଂ ମାନସିକ ଦକ୍ଷତା ହ୍ରାସ ପାଇଥାଏ ।
ଲୋହିତ ରକ୍ତକଣିକାରେ ଥିବା ଲାଲ ଅଂଶକୁ ହିମୋଗ୍ଲୋବିନ କୁହାଯାଏ, ଯାହାକି ମୁଖ୍ୟତଃ ଲୌହସାର ଏବଂ ପ୍ରୋଟିନ୍ ( ପୁଷ୍ଟିସାର) ରେ ତିଆରି ହୋଇଥାଏ ।
ଏହା ଶରୀରର ବିଭିନ୍ନ ଅଂଶକୁ ଅମ୍ଳଯାନ ଯୋଗାଇଥାଏ, ଫଳରେ ଶରୀର ଫୁର୍ତ୍ତୀ ଓ ସତେଜ ରହେ ।
ଲୌହସାର ଅଭାବରେ ହିମୋଗ୍ଲୋବିନର ପରିମାଣ କମିଯାଏ ।
ଏଣୁ ରକ୍ତର ଅମ୍ଳଯାନ ଧାରଣ କ୍ଷମତା କମିଯାଏ ।
ଶରୀରରେ ହିମୋଗ୍ଲୋବିନ ପ୍ରସ୍ତୁତିରେ ବାଧା ଉପଜିଲେ ମନୁଷ୍ୟ ରକ୍ତହୀନତାର ଶିକାର ହୋଇଥାଏ ।
ରକ୍ତହୀନତା ପ୍ରଭାବ
ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ ।
ଶାରୀରିକ କାର୍ଯ୍ୟଦକ୍ଷତା କମିଯାଏ ।
ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବାରମ୍ବାର ରୋଗାକ୍ରାନ୍ତ ହୁଏ ।
ଶିକ୍ଷାଗତ ଦକ୍ଷତା ହ୍ରାସ ପାଏ ।
ରକ୍ତହୀନତା ଦୁରିକରଣ
ସୁଷମ ଖାଦ୍ୟ ସେବନ ( ପୁଷ୍ଟିସାର, ସ୍ନେହସାର, ଜିବସାର) ଡାଲି, ସବୁଜ ପନିପରିବା ଫଳ, କ୍ଷୀର, ମାଛ, ମାଂସ, ଅଣ୍ଡା ଇତ୍ୟାଦି ।
ବିଭିନ୍ନ ପ୍ରକାର କୃମିର ସଂକ୍ରମଣ ଋଅକିବା ଲାଗି ପରିଚ୍ଛନ୍ନତା ଓ ସୁଅଭ୍ୟାସ ହାତଧୋଇବା ।
ଚପଲ ପିନ୍ଧି ପାଇଖାନା ଯିବା ।
ଆଇରନ୍ ଓ କୃମିନାଶକ ବଟିକା ସେବନ କରିବା ।
ଆଇରନ୍ ଓ କ୍ରୁମିନାଶକ ବଟିକା ସେବନ କରିବା
ନିର୍ଦ୍ଦେଶାବଳୀ
ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପ୍ରତି ସୋମବାର ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଟିକା ଖାଇବେ ଏବଂ ଅନ୍ତତଃ ଏକ ଗ୍ଳାସ ପାଣି ପିଇବେ ।
ଛାତ୍ରଛାତ୍ରୀମାନଙ୍କ ବଟିକାଦେବା ପୂର୍ବରୁ ପ୍ରତ୍ୟକ ଶ୍ରେଣୀ ଶିକ୍ଷକ / ଶିକ୍ଷାତ୍ରୀ ପ୍ରଥମେ ନିଜେ ଗୋଟିଏ ଆଇରନ୍ (ବଡ) ବଟିକା ଖାଇବା ।
ସୋମବାର ଛୁଟି ପଡୁଥିଲେ ଛାତ୍ରଛାତ୍ରୀଙ୍କୁ ଘରେ ଖାଇବା ପାଇଁ ବଟିକା ଦିଆଯିବ ।
କ’ଣ କରିବା ଉଚିତ୍
ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟିତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଆଇରନ୍ ବଟିକା ଖାଇବା ଉଚିତ୍ ।
ବୈଦ୍ଧତା ତାରିଖ ( expiry date) ଦେଖି ଔଷଧ ସେବନ କରିବା ଉଚିତ୍ ।
ଆଇରନ୍ ବଟିକା ପାଣି ସହିତ ସେବନ କରିବା ଉଚିତ୍ ଏବଂ ପରେ ଯଥେଷ୍ଟ ପରିମାଣରେ ପାଣି ପିଇବା ଉଚିତ ।
ସୂଚନା
ଆଇରନ୍ନ ବଟିକା ଖାଇଲେ ବେଳେବେଳେ କିଛି ପିଲାମାନଙ୍କୁ ସାମାନ୍ୟ ପାର୍ଶ୍ଵପ୍ରତିକ୍ରିୟା ( ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ପେଟବଥା, କୋଷ୍ଠକାଠିନ୍ୟ ଓ କଳାଝାଡା ଇତ୍ୟାଦି) ହୋଇପାରେ ।
କିନ୍ତୁ ସମୟାନୁକ୍ରମେ ଏହା କମିଯାଏ ।
ଏଣୁ ଏହାର ପାଶ୍ଵପ୍ରତିକ୍ରିୟା ଚିନ୍ତାଜନକ ନୁହେଁ ।
ଏଥିରେ ଭୟ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା
ରକ୍ତହୀନତା ଦୁରିକରଣ କାର୍ଯ୍ୟକ୍ରମ ଓ ଆଇରନ୍ ବଟିକା ସେବନର ଉପକାରିତା ବିଷୟରେ ଗ୍ରାମବାସୀ ମାନଙ୍କୁ ତଥା ଛାତ୍ରଛାତ୍ରୀ ମାନଙ୍କୁ ସଚେତନା କରାଇବେ ।
ପିଲାମାନେ ଯେପରି ନିୟମିତ ଆଇରନ୍ ଓ କୃମିନାଶକ ବଟିକା ସେବନ କରିବେ ଏଥିପ୍ରତି ଧ୍ୟାନଦେବେ ।
ଏହି କାର୍ଯ୍ୟକ୍ରମର ସମୀକ୍ଷା ଓ ସୁପରିଚାଳନା ସୁନିଶ୍ଚିତ କରାଇବେ ଏବଂ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସହଯୋଗ କରିବେ ଏବଂ ନିର୍ଦ୍ଧିଷ୍ଟ ଦିନରେ ପିଲାଙ୍କ ଉପସ୍ଥିତି ସୁନିଶ୍ଚିତ କରାଇବେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment