Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
3333c9d5
Commit
3333c9d5
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2893e253
Changes
1
Show whitespace changes
Inline
Side-by-side
Showing
1 changed file
with
37 additions
and
0 deletions
+37
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia99.txt
...ngual-corpora/vikaspedia.in/vikashpedia_health_odia99.txt
+37
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia99.txt
0 → 100644
View file @
3333c9d5
ସୂତିକା ଜ୍ଵର
ସୂତିକା ଜ୍ଵର
ସୂତିକା ପରେ ଅର୍ଥାତ ଶିଶୁ ଜନ୍ମ ହେବାପରେ ଯେଉଁ ଜ୍ଵର ହୁଏ ତାକୁ ସୂତିକା ଜ୍ଵର କୁହାଯାଏ ।
ଲକ୍ଷଣ
ପେଟ ମଧ୍ୟରେ କର୍ତ୍ତନବତ୍ ବେଦନାନୁଭବ ।
ସାରା ଶରୀରରେ ଅତି ପୀଡା ଅନୁଭବ ।
ପତଳାଝାଡା ମଧ୍ୟ ହୁଏ ।
ଜ୍ଵର ହୁଏ ଅର୍ଥାତ୍ ଶରୀରର ତାପମାତ୍ରା ବଢିଯାଏ ।
ଦେହ ଦରଜ ସହ ଫୁଲିଥାଇପାରେ ।
ଦେହ ଭାରି ଭାରୀ ଲାଗେ ।
ତୁଷା ହୁଏ ।
ଦେହ ଥରିଲା ପରେ ଅନୁଭବ ହୁଏ ।
ରକ୍ତ ଲକ୍ଷଣଗୁଡିକ ସାଧାରଣତଃ ଶିଶୁଜନ୍ମର ୨ୟ ବା ତୃତୀୟ ଦିନ ଦେଖାଯାଏ ।
ତଳିପେଟ ଓ ଅଣ୍ଟା ଦରଜ ହୁଏ ।
କାରଣ
ଠିକ୍ ସମୟରେ ଶିଶୁ ଜନ୍ମ ନ ହେଲେ ।
ଶିଶୁ ଜନ୍ମ ସମୟରେ ଅତି ଭୟ କରିଗଲେ ।
ସୂତିକାବସ୍ଥାରେ ସଫାସୁତୁରା ନ ରହିଲେ ସଂକ୍ରମଣ ଦ୍ଵାରା ସୂତିକା ଜ୍ଵର ହୋଇଥାଏ ।
ଚିକିତ୍ସା
ଉପରୋକ୍ତ କାରଣଗୁଡିକ ବର୍ଜନୀୟ ଓ ଚିକିତ୍ସ୍ୟ ।
ମୁଖ୍ୟତଃ ଉପବାସ ବା ଯେତେ ପାର କମ୍ ଓଜନର ଗରିଷ୍ଠ ଖାଦ୍ୟ ଖାଇବ ।
ମୁଖ୍ୟତଃ ପୁଷ୍ଟିକର ଖାଦ୍ୟ ଖାଇବ ଯାହା କି ଶୀଘ୍ର ହଜମ ହୋଇପାରିବ ।
ଯଥା – ପରିବାସିଝା , ରୁଟି ଗୋଘୃତ, ଅଣ୍ଡା , ମାଂସ ଇତ୍ୟାଦି ।
ସମ୍ପର୍କ ଶୋଇ ରହିବେ ଓ ଥଣ୍ଡାଠାରୁ ଦୂରରେ ରହିବେ ୧ ମାସ ପର୍ଯ୍ୟନ୍ତ ।
ତଳିପେଟ ଓ ଯୌନାଙ୍ଗକୁ ଗୋଘୃତ ବା ଉଷୁମ ସୋରିଷତେଲରେ ମାଲିସ୍ଵ କରି କନାବିଣ୍ଡାକୁ ନିଆଁରେ ଦେଖାଇ ଉଷୁମ କରି ସେକ ଦେବ ।
କଷା, ପିତା ଓ ଉତ୍ତେଜକ ଖାଦ୍ୟ ଖାଇବା ଉଚିତ ।
ତୁଟୁକା ଔଷଧ
ଶୁଦ୍ଧ ହିଙ୍ଗୁଳ, ଗନ୍ଧକ ଟାଙ୍ଗଣାଖାଇ, ଜାଫ୍ରାନ କେଶର ଅଙ୍କରାନ୍ତି ସମଭାଗ ନେଇ ଆଡ ବା ପାନ ରସରେ ମିଶାଇ କରି ସକାଳ ସନ୍ଧ୍ୟାରେ ୧ ଗ୍ରାମ ଲେଖାଏଁ ସେବନୀୟ ।
କଳାଜୀରା ବସ ଗ୍ରାମକୁ ୧୦୦ ମି.ଲି. ଜଳରେ ସିଝାଇ ଅଧା ରହିଲେ ତାକୁ ପାନ କରିବ ।
ସପ୍ତାହକୁ ୩ ଥର ।
ଏହା ଦ୍ଵାରା ସମସ୍ତ ସୂତିକା ରୋଗ ଭଲ ହୁଏ ।
ଶାସ୍ତ୍ରୀୟ ଔଷଧ
୧. ସର୍ବଜ୍ଵର ହର ଲୌହ, ମୃତ୍ୟୁଞ୍ଜୟ ରସ, ମେଥିମୋଦକ ଦଶମୁଲାରିଷ୍ଟ ଜିରକାଦି ମୋଦକ ମୃତସଞ୍ଜୀବନୀ ସୁରା, ପ୍ରତାପ ଲଙ୍କାଶ୍ଵର ରସ ବୃହତ୍ ଗର୍ଭ ଚିନ୍ତାମଣି ରସ ଇତ୍ୟାଦି ।
ସୂତିକା ଜ୍ଵର ପାଇଁ
ସର୍ବଜ୍ଵରହର ଲୌହ – ୧ଟି ବଟିକା ଦିନକୁ ୨ ଥର ଗଙ୍ଗଶିଉଳି ପତ୍ର ରସ ସହ ।
ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
ମୃତସଂଜୀବନୀ ସୁରା – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment