Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
3665ac36
Commit
3665ac36
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
6660f5bd
Changes
1
Show whitespace changes
Inline
Side-by-side
Showing
1 changed file
with
24 additions
and
0 deletions
+24
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia214.txt
...gual-corpora/vikaspedia.in/vikashpedia_health_odia214.txt
+24
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia214.txt
0 → 100644
View file @
3665ac36
ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (NUHM)
ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମ୍ବନ୍ଧରେ
ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ଅଂଶ ଭାବରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନକୁ କ୍ୟାବିନେଟରେ ୨୦୧୩, ୧ ତାରିଖରେ ସ୍ଵୀକୃତି ଦିଆଗଲା ।
ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ ।
ଗରିବ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖିରେ ରଖି ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ ।
ବସ୍ତି ଅଞ୍ଚଳରେ ରହୁଥିବା ଲୋକ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଯୋଜନା ଯେପରି ପାନୀୟ ଜଳ, ପରିଷ୍କାର ପରିଚ୍ଛନ୍ନ, ସ୍କୁଲ ଶିକ୍ଷା ଇତ୍ୟାଦି ।
ଏହା ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା କାର୍ଯ୍ୟ କରେ ।
NUHM ସମସ୍ତ ରାଜ୍ୟ ରାଜଧାନୀରେ କାର୍ଯ୍ୟ କରେ ।
୫୦,୦୦ରୁ ଅଧିକ ଲୋକସଂଖ୍ୟା ଥିବା ସହରରେ ଏହା କାର୍ଯ୍ୟ କରେ ।
NUHM ଲକ୍ଷ୍ୟ
ଦରକାର ଥିବା ସହରରେ ଗରିବ, ଅବହେଳିତ ଲୋକ ମାନଙ୍କ ପାଇଁ ଏହା କାର୍ଯ୍ୟ କରେ ।
ଦ୍ରୁତଗତିରେ ବଢୁଥିବା ସହରାଞ୍ଚଳ ଜନସଂଖ୍ୟାଙ୍କର ସଂଖ୍ୟା ପାଇଁ NUHM ଗଠନ ଓ ପରିଚାଳନା କରାଇବା ।
ଗୋଷ୍ଠୀର ସହଭାଗିତା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଯୋଜନା, ତଦାରଖ ଇତ୍ୟାଦି କରିବା ।
ସହରାଞ୍ଚଳ ଗରିବ ଲୋକଙ୍କୁ ଦରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇବା ।
NGOଙ୍କ ସହ ସହଭାଗିତା କରି ସ୍ୱାସ୍ଥ୍ୟ ସେବା ଯୋଗାଇବା ।
କାର୍ଯ୍ୟକ୍ରମ ପାଇଁ NUHMର ଫ୍ରେମୱାର୍କ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ NUHM, NHM ଅଧିନରେ ଗଠନ କରାଗଲା ।
ମୁନିସିପାଲଟି କର୍ପୋରେସନ, ମୁନିସପାଲଟି ବିଜ୍ଞପତି ଅଞ୍ଚଳ, କମିଟି ଏବଂ ସହର ପଞ୍ଚାୟତ ଇତ୍ୟାଦି ମିଳିମିଶି ସହରାଞ୍ଚଳ ସ୍ୱାସ୍ଥ୍ୟ ପାଇଁ ଯୋଜନା ତିଆରି କରନ୍ତି ।
NUHM ଅଞ୍ଚଳ
NUHM ସମସ୍ତ ରାଜ୍ୟ ରାଜଧାନୀ ଜିଲ୍ଲା ମୁଖ୍ୟାଳୟ ଏବଂ ସହର/ଟାଉନ ଯାହାର ଲୋକ ସଂଖ୍ୟା ୫୦,୦୦୦ରୁ ଅଧିକ ।
ପ୍ରାଥମିକ ସ୍ତରରେ ଏହା ବସ୍ତି ଅଞ୍ଚଳ ଏବଂ ଅବହେଳିତ ଗୋଷ୍ଠୀ ଯେପରି ରିକ୍ସା ଚାଳକ, ଫୁଟପାଥ ବିକାଳି, ରେଲୱେ, ବସ କୁଲି, ଘରନଥିବା ଲୋକ, ରାସ୍ତାକଡ଼ର ଶିଶୁ, ନିର୍ମାଣ ଯାଗାର କର୍ମଚାରୀ ।
ରାଶି ବଣ୍ଟନ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଶି ୭୫ : ୨୫ ହିସାବରେ ଖର୍ଚ୍ଚ କରାଯାଏ ।
ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସିକିମ, ଜାମ୍ମୁ କାଶ୍ମୀର, ହିମାଞ୍ଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ମାନଙ୍କରେ କେନ୍ଦ୍ର ଓ ରାଜ୍ୟ ରାଶି ୯୦ : ୧୦ ହିସାବରେ ଖର୍ଚ୍ଚ କରାଯାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment