Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
39665a75
Commit
39665a75
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
344c2f56
Changes
1
Hide whitespace changes
Inline
Side-by-side
Showing
1 changed file
with
40 additions
and
0 deletions
+40
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia112.txt
...gual-corpora/vikaspedia.in/vikashpedia_health_odia112.txt
+40
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia112.txt
0 → 100644
View file @
39665a75
ଖରାଦିନେ କାନର ଯତ୍ନ
ଉପକ୍ରମ
ଦିନକୁ ଦିନ ଖରାର ପ୍ରକୋପ ବଢି ଚାଲିଛି ।
ଅସହ୍ୟ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ତେବେ ଏହି ସମୟରେ ଶରୀରର ଯତ୍ନ ନିହାତି ଦରକାର ପଡିଥିବାବେଳେ ବିଶେଷକରି କାନ ପ୍ରତି ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବାର ଆବଶ୍ୟକତା ରହିଛି ।
କାନ ଏକ ଗୁରୁତ୍ଵପୂର୍ଣ୍ଣ ଇନ୍ଦ୍ରିୟ
ଶରୀରର ପଞ୍ଚ ଇନ୍ଦ୍ରିୟ ମଧ୍ୟରୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆଉ ମୂଲ୍ୟବାନ ହେଉଛି କାନ ।
ତେବେ ଆମଅଗୋଚରରେ କାନ ଯେଉଁପରି ଭାବରେ ବାହ୍ୟ ତାପମାତ୍ରା ବା ଧୂଳିକଣାର ସଂସ୍ପର୍ଶ ଆସିଥାଏ, ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଖରାଦିନେ ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କର ଥଣ୍ଡପାଣି ପିଇବା, ଶୀତତାପ ନିୟନ୍ତ୍ରିତ ଘରେ ରହିବା ଏବଂ କିଛି ନ ହେଲେ ଖୋଲା ପାଣିରେ ମନଭରୀ ଗାଧୋଇବା ପାଇଁ ଆଗ୍ରହ ରହିଥାଏ ।
କିନ୍ତୁ ଏହାର ପରବର୍ତ୍ତୀ ସ୍ଥିତିକୁ ହୁଏତ କଳନା କରିନଥାଉ ।
ଶରୀରର ସୂକ୍ଷ୍ମ ଶରୀରତତ୍ତ୍ଵ ଉପାଦାନକୁ ନେଇ କାନ ତିଆରି ହୋଇଥାଏ ।
ଏହି ଉପାଦାନକୁ ପ୍ରାୟ ଦୁଇଶହ ଜିନ୍ ସନ୍ତୁଳିତ କରିଥାନ୍ତି ।
ଉପରୋକ୍ତ ଥଣ୍ଡା ପାନୀୟ ଏବଂ ଥଣ୍ଡା ପବନ ଆଦିର ପ୍ରଭାବ ଶରୀର ଉପରେ ପଡିବା ଦ୍ଵାରା ଆଲର୍ଜି ହୋଇ କାନ ସମସ୍ୟାସୃଷ୍ଟି ହୋଇଥାଏ ।
ଏହା ସାଧାରଣତଃ ମଧ୍ୟକର୍ଣ୍ଣକୁ ଅଧିକ ଭାବରେ ପ୍ରଭାବିତ କରିଥିବାବେଳେ ଅନ୍ତଃକର୍ଣ୍ଣ ମଧ୍ୟ କିଛିମାତ୍ରାରେ ପ୍ରଭାବିତ ହୋଇଥାଏ ।
ବର୍ଷାଦିନେ ଏବଂ ଶୀତ ଦିନେ ଆଲର୍ଜିର ମାତ୍ରା ଅଧିକ ଥିବାରୁ କାନ ସମ୍ଭନ୍ଧୀୟ ଅସୁବିଦା ଭୋଗିବାକୁ ପଡିଥାଏ ।
ମାତ୍ରା ଖରାଦିନିଆ କାନ ସମସ୍ୟା ମଧ୍ୟ ସାଧାରଣ ଘଟଣା; ଯାହା ଲୋକଲୋଚନକୁ ଖୁବ୍ କମ୍ ଆସିଥାଏ ।
ଖରାଦିନେ ସାଧାରଣତଃ ବାୟୁମଣ୍ଡଲରେଧୂଳିକଣା ଏବଂ ଜଳୀୟବାଷ୍ପର ପ୍ରଭାବ ରହିଥାଏ ।
ଧୂଳିକଣା ସହିତ ଜଳୀୟବାଷ୍ପର ଆର୍ଦ୍ରତାର ମିଶ୍ରଣ ହେଲେ ଏହା ସଂସ୍ପର୍ଶରେ ଆସିଥିବାକାନ ସ୍ଵାଭାବିକ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।
କାନ ପ୍ରଥମେ ଏହି ଆର୍ଦ୍ର ଧୂଳିକଣା ଓ ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ନାକର ପ୍ରଦାନ ସୃଷ୍ଟି ହୋଇଥାଏ ।
କେତେକ କ୍ଷେତ୍ରରେ ନାକ ଭିତରର ଝିଲ୍ଲୀ ମଧ୍ୟ କ୍ଷତ୍ରିଗ୍ରସ୍ତ ହୋଇଥାଏ ।
ପ୍ରାରମ୍ଭିକ ସମୟରୁ ଏହା ହାଲକା ବା ସ୍ଵାଭାବିକ ଲାଗୁଥିଲେ ବି ପରବର୍ତ୍ତୀ ସମୟରେ ଏହା ଯନ୍ତ୍ରଣାର କାରଣ ପାଲଟିଥାଏ ।
ପ୍ରଦାହ
ନାକର ଏହି ପ୍ରଦାହ ଦ୍ଵାରା ନାକରୁ ମଧ୍ୟକର୍ଣ୍ଣକୁ ଯାଇଥିବା ନଳୀଟି ମଧ୍ୟରେ ପ୍ରଦାହ ସୃଷ୍ଟି ହୋଇଥାଏ ।
ଫଳରେ ମଧ୍ୟକର୍ଣ୍ଣର ପ୍ରଦାହ ହୋଇ କାନ ବିନ୍ଧିବା, କାନ କୁଣ୍ଡେଇ ହେବା, କାନରେ ଶବ୍ଦ ହେବା, କାନକୁ କମ୍ ଶୁଭିବା ଏବଂ ପରିଶେଷରେ କେତେକ କ୍ଷେତ୍ରରେ କାନରୁ ପାଣି ବାହାରିଥାଏ ।
ବେଳେ ବେଳେ ପୂଜରେ ରକ୍ତ ବି ଆସିଥାଏ ।
ଏହି କାରଣରୁ କାନର ପରଦାରେ ବହୁତ ସମୟରେ କଣା ହୋଇଥାଏ ।
ଏହାଦ୍ୱାରା ଅନ୍ତଃକର୍ଣ୍ଣରେ ଥିବା ସ୍ନାୟୁକୋଷ ଗୁଡିକ ପ୍ରଭାବିତ ହୋଇ ସ୍ରବନହାନି ହେବାର ସମ୍ଭାବନା ରହିଥାଏ ।
ଆଉ କେତେକ କ୍ଷେତ୍ରରେ ଯେଉନମାନଙ୍କ ପୂର୍ବରୁ ମୁଣ୍ଡରେ ପାଣି କମି ଥାଏ, ଖରାଦିନରେ ସେମାନେ କାନବିନ୍ଧାରସମ୍ମୁଖୀନ ହୋଇଥାନ୍ତି ।
ତେବେ ଏ କ୍ଷେତ୍ରରେ ଅବିଳମ୍ବେ ବାକ୍ ଶ୍ରବଣ ବିଶେଷଜ୍ଞଙ୍କ ପରାମର୍ଶନିହାତି ନାବା ଜରୁରୀ ।
ଖରାଦିନେ କେତେକ କ୍ଷେତ୍ରରେ ଏସି ବା କୁଳରର ଥଣ୍ଡା କମ୍ପ୍ରେସନ୍ କୁ ସାମ୍ନା କରି କେତେକ ଲୋକ କାନ ଆଉ ମୁହଁକୁ ତାପରୁ ମୁକ୍ତି ପାଇବା ପାଇଁ କିଛି ସମୟ ରଖିଥାନ୍ତି ।
କିନ୍ତୁ ଏହି ଦୁଇଟି ଅଙ୍ଗପାଇଁ ଏହା ବହୁତ ବିପଜ୍ଜନକ ।
କାରଣ ଥଣ୍ଡାବାୟୁ କାନର ଅଭ୍ୟନ୍ତରୀଣ କୋଷକୁ ସିଧାସଳଖ ପ୍ରଭାବିତ କରିଥାଏ ।
ଖରାଦିନେ ନଦୀ ବା ପାଖରୀରେ ସ୍ନାନ କଲାବେଳେ କାନ ବା ନାକ ଯେପରି ବୁଡା ପାଣି ସଂସ୍ପର୍ଶରେ ନ ଆସିବ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ ।
ସେହିପରି ଅତ୍ୟଧିକ କୌଣସି ଥଣ୍ଡାପାନୀୟ ବା ଖାଲି ପାଣି ତତ୍ କାଳ ପିଅନ୍ତୁ ନାହିଁ କାରଣ ଏହା ଗଳା ପ୍ରଦାହ କରିବା ସହ ନାକ ଓ କାନର ଯନ୍ତ୍ରଣାର କାରଣ ସହ ନାକ ଓ କାନର ଯନ୍ତ୍ରଣାର କାରଣ ପାଲଟିଥାଏ ।
ଧୂଳିକଣା ଥିବା ବାର୍ଯ୍ୟବସ୍ତୁ ବା ଯେ କୌଣସି ଧୂଆଁ ଠାରୁ ଆପଣଙ୍କ କାନ ଓ ନାକକୁ ଦୂରେଇ ରଖିବା ବହୁତ ଭଲ ।
ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶୋଉଥିଲେ ରାତିରେ ବିଶୋଧିତ ତୁଳାର ଏକ ଗୋଳା ଦୁଇ କାନରେ ଦିଅନ୍ତୁ ।
କୁଳର ବ୍ୟବହାର କରୁଥିଲେ ଝରକା କବାଟ ଖୋଲା ରଖନ୍ତୁ ।
କାନ କୁଣ୍ଡେଇ ହେଲେ ବିଶୋଧିତ ତୁଳାର ଷ୍ଟିକ ବ୍ୟବହାର କରନ୍ତୁ ନାକ ଭିତରେ କାଠି ପୁରାଇ ଛିଙ୍କିବା ବଦଭ୍ୟାସକୁ ଦୂରେଇ ଦିଅନ୍ତୁ ।
ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କଥା, ଯେଉଁମାନେ ଶ୍ରବଣଯନ୍ତ୍ର ବ୍ୟବହାର କରୁଛନ୍ତି ଖରା ସଂସ୍ପର୍ଶ ଯେଉଁ ଝାଳ ନିର୍ଗତ ହୋଇଥାଏ ସେମାନେ କିଛି ଘଣ୍ଟାର ବ୍ୟବଧାନ ଭିତରେ ଯନ୍ତ୍ରକୁ ଭଲ ଭାବରେ ପୋଛି ବ୍ୟବହାର କରନ୍ତୁ ।
ବେଳେ ବେଳେ ଯନ୍ତ୍ରର ବ୍ୟାଟେରୀ କମ୍ପାଟମେଣ୍ଟରେ ଝାଳ ପଶି ମେସିନ୍ କୁ ଅଚଳ କରିଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment