Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
574dffff
Commit
574dffff
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
a176d46f
Changes
1
Hide whitespace changes
Inline
Side-by-side
Showing
1 changed file
with
23 additions
and
0 deletions
+23
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia1.txt
...ingual-corpora/vikaspedia.in/vikashpedia_health_odia1.txt
+23
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia1.txt
0 → 100644
View file @
574dffff
କାନ
ଉପକ୍ରମ
କାନ ଏକ ଶ୍ରବଣ ଅଙ୍ଗ ଯାହା ଶବ୍ଦ ଶୁଣି ପାରେ ।
ଏହା ଠାରୁ ଅନେକ ଅଧିକ କାମ କାନ ଦ୍ଵାରା ସାଧିତ ହୁଏ ।
ଦେହର ସନ୍ତୁଳନ (Balance) ଓ ପୋଜିସନ ରକ୍ଷା କରିବା ମଧ୍ୟ ଏହାର କାମ ।
ଶ୍ରବଣ ମଣ୍ଡଳର ଏହା ଏକ ଅଂଶ ।
ଆମେ ବାହାରେ ଦେଖାଯାଉଥିବା ଅଂଶକୁ କାନ କହୁ ଯାହାକୁ ଇଂରାଜୀରେ ପିନ୍ନା ବା ଅରିକ୍ଲ ହୁହାଯାଏ ।
ଶ୍ରବଣ ଯନ୍ତ୍ରର ଏହା ପ୍ରଥମ ଅଙ୍ଗ ।
ମୁଣ୍ଡର ଦୁଇ ପାଖରେ ସମ ଭାବ ଅବସ୍ଥିତିରେ ଦୁଇଟି କାନ ଥାଏ ଯାହା ଦ୍ଵାରା ଏହି ବ୍ୟବସ୍ଥା ଦ୍ଵାରା ଶବ୍ଦ ଆସୁଥିବା ସ୍ଥାନ ଜାଣିହୁଏ ।
କାନ ଓ ଶ୍ରବଣର ପରିଚୟ
ଶବ୍ଦ ବୋଧ ଶକ୍ତିକୁ ଇଂରାଜୀରେ ଅଡିସନ୍ କହନ୍ତି ।
ଶବ୍ଦ ଏକ ଶକ୍ତି (Energy) ତଥା ଏକ ରୈଖିକ ଚାପ ତରଙ୍ଗ ଯାହା ବାୟୁ, ଜଳ ଓ ଅନ୍ୟାନ୍ୟ ମାଧ୍ୟମରେ ଗତି କରେ ।
ଏହା ଦ୍ଵାରା ଶୃତିଗତ ଭାବ ଆଦାନ ପ୍ରଦାନ ହୁଏ ।
କାନ କେବଳ ଶବ୍ଦ ଗ୍ରହଣ କରେ, ମସ୍ତିଷ୍କ ଦ୍ଵାରା ଶୁଣି ହୁଏ ।
କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ଅବସ୍ଥିତ ଶ୍ରବଣ ସ୍ଥାନରେ ସ୍ନାୟୁ ତରଙ୍ଗ ପ୍ରବେଶ ଓ ତାହାର ଚିହ୍ନଟ ଯୋଗୁ ଶୁଣି ହୁଏ ।
ବାହାରୁ ଆସୁଥିବା ଶବ୍ଦ ତରଙ୍ଗ କାନ ଦ୍ଵାରା ସ୍ନାୟୁ ତରଙ୍ଗରେ ପରିଣତ ହୁଏ ଯାହା ମସ୍ତିଷ୍କକୁ ପଠାଯାଏ ।
କାନର ବାହାରକୁ ଦେଖା ଯାଉଥିବା ଅଂଶ ଧ୍ଵନୀ ତରଙ୍ଗ ସଂଗ୍ରହ କରେ ।
ଏହି ତରଙ୍ଗ ମଝି କାନ ଦ୍ଵାରା ବର୍ଦ୍ଧିତ ହୁଏ ଓ ଅନ୍ତ କର୍ଣ୍ଣରେ ଥିବା ତରଳ ପଦାର୍ଥରେ ଏହା ତରଙ୍ଗ ସୃଷ୍ଟି କରେ ।
ଏହି ତରଳ ପଦାର୍ଥ ମଧ୍ୟରେ ଏକ ପ୍ରକାର କେଶ ସ୍ନାୟୁ କୋଷ ଥାଏ ଯାହା ଏହି ତରଳ ପଦାର୍ଥ ଥିବା କୋଠରୀର କାନ୍ଥର ଜୀବ କୋଷରୁ (epithelium) ଆସିଥାଏ ।
ଶବ୍ଦ ଯୋଗୁ ତରଳ ପଦାର୍ଥରେ ସୃଷ୍ଟି ହୋଇଥିବା ତରଙ୍ଗ ଏହି କେଶମାନଙ୍କୁ ଉତ୍ତେଜିତ କରେ ।
ତରଳ ପଦାର୍ଥର ଚଳନ ଅନୁସାରେ କେଶ ବଙ୍କା ସିଧା ହେଉଥାଏ ଓ ଏହାର କମ୍ପନ ଅନୁସାରେ କେଶ ସ୍ନାୟୁରେ ସ୍ନାୟୁ ତରଙ୍ଗ ସୃଷ୍ଟି କରେ ।
ଏହି ସ୍ନାୟୁ ତରଙ୍ଗ (Nerve impulse) ମସ୍ତିଷ୍କରେ ପ୍ରବେଶ କରେ ।
ଏହି କେଶ ଏକ ପ୍ରକାର ମେକାନୋରିସେପ୍ଟର (Mechanoreceptor) କାମ କରେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment