Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
7200695e
Commit
7200695e
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
d075a6cc
Changes
1
Hide whitespace changes
Inline
Side-by-side
Showing
1 changed file
with
26 additions
and
0 deletions
+26
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia15.txt
...ngual-corpora/vikaspedia.in/vikashpedia_health_odia15.txt
+26
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia15.txt
0 → 100644
View file @
7200695e
ଅନ୍ଧାର କଣା
ଉପକ୍ରମ
ଏ ରୋଗରେ ଜଣେ, ଆଲୋକ କମିଥିଲେ ଦେଖିବାର ଅସୁବିଧା ଭୋଗ କରେ ।
ତେଣୁ ରାତିରେ ପ୍ରାୟତଃ ଦେଖିପାରେ ନାହିଁ ।
ସାଧାରଣତଃ ଗାଁ ଗହଳିର ଲୋକେ ଏହା ଭୋଗ କରିଥା’ନ୍ତି ।
ଭିଟାମିନ ‘A’ ଅଭାବରୁ ଏହା ହୋଇଥାଏ ।
ହୁଏତ ଗର୍ଭାବସ୍ଥାରେ ମା’ର ଏହି ଖାଦ୍ୟପ୍ରାଣର ଅଭାବ ବା ଜନ୍ମପରେ ଛୁଆର ପୁଷ୍ଟିସାର ଅଭାବ, ଏହାର ମୁଖ୍ୟ କାରଣ ।
ଅନେକ ସମୟରେ ଅବଶ୍ୟ ଏହାର ପରିମାଣ ଯଥେଷ୍ଟ ଥିଲେ ମଧ୍ୟ ସେସବୁକୁ ଉପଯୁକ୍ତ ଭାବରେ ପରିପୋଷଣ ଓ ଗ୍ରହଣ କରିବାର ଶକ୍ତି ଶାରୀରିକ ଯନ୍ତ୍ରମାନଙ୍କର ନଥିବା କାରଣରୁ ମଧ୍ୟ ଜଣକୁ ଏହା ଭୋଗ କରିବାକୁ ପଡେ ।
ସୁତରାଂ ଏହାର ଚିକିତ୍ସା ସମୟରେ ଏହି ଖାଦ୍ୟସାରର ଯୋଗାଣ ତଥା ଶରୀରରେ ଏହାର ଉପଯୁକ୍ତ ବିନିଯୋଗ ହେବା ଦିଗକୁ ମଧ୍ୟ ଦୃଷ୍ଟି ଦେବାର କଥା ।
ଖାଦ୍ୟ ଭିତରେ ଶାଗ, ମାଂସ, କଲିଜା, ଲହୁଣି, ମାଛତେଲ, ଅଣ୍ଡା ଇତ୍ୟାଦିର ଯଥେଷ୍ଟ ବ୍ୟବହାର ସହିତ ନିମ୍ନଲିଖିତ ଔଷଧ, ଅବସ୍ଥା ଭେଦରେ ବ୍ୟବହାର କରିବାକୁ ହେବ, ଏ ରୋଗ ଆରୋଗ୍ୟ କରିବା ପାଇଁ ।
ଲକ୍ଷଣଗୋଧୂଳିପରେ ଆଦୌ ଦେଖାଯାଉନଥିବ ; ଆଖି ଆଗରେ ଲାଲ ବା ଅଗ୍ନିସ୍ଫୁଲିଙ୍ଗ ଭଳି ଆଲୁଅ ଦେଖାଯାଉଥିବ ; ବତି ଚାରିପଟେ ନାନାରଙ୍ଗର ଆଲୋକମାନ ଘେରି ରହିଲା ଭଳି ଜଣାପଡୁଥିବ ତାହାହେଲେ ବେଲାଡୋନା – ୧୦୦୦ ସପ୍ତାହକୁ ପାନେକରି ଖା’ନ୍ତୁ ।
ଯଦି କେହି ଅନ୍ଧାର କଣା, ସନ୍ଧ୍ୟାବେଳେ ଆଲୁଅ ଆଖିରେ ପଡୁପଡୁ ଝିଲଝିଲ୍ କରିବା ଅନୁଭବ କରୁଥିବେ ଓ ଆଖି ଆଗରେ କଳାକଳା ପୋତକ ଉଡୁଥିବା ଭଳି ମନେ କରୁଥିବେ, ପେଟରେ ଅମ୍ଳ ହେଉଥିବ, ତାହାହେଲେ ଲାଇକୋପୋଡିୟମ – ୧୦୦୦, ପନ୍ଦର ଦିନରେ ଥରେ ଖାଇବା ତାଙ୍କର ଦରକାର ।
ଏହାର ରୋଗୀର ଅପରାହ୍ନ ଚାରିଟା ବାଜିଲେ ହିଁ କାମଦାମ ସବୁବନ୍ଦ ।
କିଛି ଦେଖିପାରେନା ।
ଭଲଥିଲେ ହଠାତ୍ ଅନ୍ଧାରକଣା ଆରମ୍ଭ ହେଇ ଯାଇଛି, ତାହାହେଲେ ତାଙ୍କର ସଲଫର ଖାଇବା ଦରକାର ।
ଅବଶ୍ୟ ସଲଫର ରୋଗୀ ଖୁବ୍ ଅପରିଷ୍କାର, ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ, ସକାଳୁ ଉଠୁଉଠୁ ଅତର୍ଛିଆ ଝାଡା ଦଉଡନ୍ତି, ବହୁତ ପାଣି ପିଅନ୍ତି ଓ ସେ ଅନୁପାତରେ ତାଙ୍କର ଖାଇବା ବହୁତ କମ୍ ।
ଡେଙ୍ଗା ପତଳା ଲୋକ, ଆଖି ଆଗରେ ଜୁଳୁଜୁଳିଆ ପୋକ ଉଡିଲାଭଳି ମନେକରୁଥିବେ ; ଖୁବ୍ ଥଣ୍ଡାପାଣି, କୋଲ୍ଡ ଡ୍ରିଙ୍କ, ଆଇସକ୍ରିମ ଖାଇବାରେ ଅତ୍ୟଧିକ ଆଗ୍ରହ, ମେଘା ଘଡଘଡି ଚଡଚଡି କୁ ପ୍ରାଣଭୟ, ଏପରି ଲୋକଙ୍କୁ ଅନ୍ଧାରକଣା ହୋଇଥିଲେ ଫସଫରସ ଉଚ୍ଚଶକ୍ତିର ଦେବା ଦରକାର, ପୂର୍ବ ଔଷଧ ମାନଙ୍କ ଭଳି ।
ବେଲାଡୋନାର ଲକ୍ଷଣ ଥାଇ ଉପଶମ ନ ହେଲେ ଭେରାଟ୍ରମ – ଏଲକମ ଏହି ରୋଗ ଭଲ କରି ଦେଇଥାଏବୋଲି ଡା : ଝାରଙ୍କ ମତ ।
କେତେକ କ୍ଷେତ୍ରରେ ଦେଖିବେ, ମଝିରେ ମଝିରେ କେବଳ ଏଭଳି ଅସୁବିଧା ହେଉଛି, ଲଗାତାର ନୁହେଁ ।
କିଛିଦିନ ହେଲା, ପୁଣି ଆପେ ଆପେ ଭଲ ।
ଏଭଳି କ୍ଷେତ୍ରରେ ଷ୍ଟ୍ରାମୋନିୟାମ ଖୁବ୍ ଭଲ କାମ କରେ ବୋଲି ଡା: କେ : ସି: ଭଞ୍ଜ କୁହନ୍ତି ।
ବରାବର ବାଇଦୋଷ ଧରି ଅଜୀର୍ଣ୍ଣ ଝାଡା ଭୋଗୁଥିବ, ଦେହ ଦିନକୁ ଦିନ ଦୁର୍ବଳ ହୋଇ ଯାଉଥିବ, ତାହାହେଲେ ଚାଇନା – ୩୦ ଦିନକୁ ଦୁଇଥର କରି କିଛିଦିନ ଖାଇଲେ ଅନ୍ଧାର କଣା ବେଶ୍ ଉପଶମ ହୁଏ ।
ଅତ୍ୟଧିକ ଶୁକ୍ରକ୍ଷୟ, ରଜଃସ୍ରାବ, ବହୁସନ୍ତାନର ଜନନୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଉପକାରୀ ।
ଦିନସାରା ଆଖି ଝିଲଝିଲ୍ କରୁଥିବ ଓ ରାତିହେଲେ ସମ୍ପୂର୍ଣ୍ଣ ଅନ୍ଧ, ପେଟ ଦୋଷ, ପେଟମରା ରୋଗ – ଖାଇଲେ ଯନ୍ତ୍ରଣା ଲାଘବ, ବଦମେଜାଜି ହିଂସ୍ର ଲୋକଙ୍କ ପାଇଁ ଏନାକାର୍ଡିୟାମ ଅମୋଘ ସେହିଭଳି ଯେଉଁ ପିଲାମାନେ, ମାଟି, ଅଙ୍ଗାର, ଖଡି ଖାଉଥିବେ, ପରିସ୍ରା ଗନ୍ଧ ଖୁବ୍ ଯୋର ଥିବ , ସେମାନଙ୍କୁ ଏସିଡ ନାଇଟ୍ରିକ ଦେଲେ ନିଶ୍ଚିତ ଭଲ ହେବ ।
କେତେକଙ୍କ ମତରେ ହଠାତ୍ ଅନ୍ଧାରକଣା ଆରମ୍ଭ ହେଇଥିଲେ ରାନାନକୁଲସବଲ୍ ବ ଖୁବ୍ର ଭଲ କାମ କରେ ।
ସେ’ଟା ଅବଶ୍ୟ ଠିକ୍, ମାତ୍ର ଏଥିରେ ଯଦି ସାମାନ୍ୟ ଉପଶମ ହେବା ପରେ ଆଉ ଆଗାଏ ନାହିଁ, ଅଥବା କିଛି ଫଳ ଲାଭ ନ ହୁଏ ତାହାହେଲେ ସଲଫର ଦେବା ବାଞ୍ଛନୀୟ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment