Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
7f23a748
Commit
7f23a748
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1878e4fc
Changes
1
Hide whitespace changes
Inline
Side-by-side
Showing
1 changed file
with
37 additions
and
0 deletions
+37
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia92.txt
...ngual-corpora/vikaspedia.in/vikashpedia_health_odia92.txt
+37
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia92.txt
0 → 100644
View file @
7f23a748
ଶରୀରକୁ ବିଶୁଦ୍ଧ କରନ୍ତୁ ସହଜରେ
ଉପକ୍ରମ
ବିଭିନ୍ନ କାରଣକୁ ଶରୀରରେ ପ୍ରତିଦିନ ବହୁ ପରିମାଣରେ ବିଷାକ୍ତ ପଦାର୍ଥ ବା ଟକ୍ସିନ୍ ଜମା ହୁଏ ।
ଏହି ବିଷାକ୍ତ ପଦାର୍ଥ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ ।
ଏଥିସହ ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଥାଏ ।
ଶରୀରରୁ ଟକ୍ସିନ ବାହାରି ପାରିଲେ ଶରୀର ଓ ମନ ସୁସ୍ଥ ରହିଥାଏ ।
ତେବେ ସେଥିପାଇଁ ଆବଶ୍ୟକ ଉପଯୁକ୍ତ ଖାଦ୍ୟଶୈଳୀ ଓ ଶାରୀରିକ ପରିଶ୍ରମ ।
ପ୍ରତିଦିନ ଶରୀରରେ ସୃଷ୍ଟି ହେଉଥିବା ଟକ୍ସିନ୍ ବା ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ସବୁବେଳେ ଡାକ୍ତରଙ୍କ ପାଖକୁ ଦୌଡିବା ଦରକାର ନାହିଁ ।
ଅତି ସରଳ ଓ ସହଜ ଉପାଯରେ ଆପଣ ଚାହିଁଲେ ଶରୀରକୁ ବିଶୁଦ୍ଧ କରିପାରିବେ ।
କିନ୍ତୁ ସେଥିପାଇଁ ଦରକାର ଦୃଢ ଇଚ୍ଛାଶକ୍ତି ଓ ଧର୍ଯ୍ୟ ।
କାରଣ ଏହି ପ୍ରକ୍ରିୟା ଆପଣକୁ ଗୋଟିଏ ଦିନ ପାଇଁ ନୁହେଁ, ନିତିଦିନିଆ ଅଭ୍ୟାସରେ ପରିଣତ କରିବା ଦରକାର ।
ଏହା ଶରୀରକୁ ସୁସ୍ଥ ରଖିବା ସହ ନିଜକୁ ମଧ୍ୟ ଫିଟ୍ ରଖିପାରିବେ ।
ତେଣୁ ପ୍ରତିଦିନ ଡାଏଟ୍ ଚାର୍ଟରେ ଭିଟାମିନ୍ ଓ ମିନେରାଲ୍ ରେ ଭରପୂର ଥିବା ଖାଦ୍ୟକୁ ସାମିଲ କରିବାକୁ ପଡିବ ।
ଗରମ ଲେମ୍ବୁ ପାଣି
ପ୍ରତିଦିନ ସକାଳୁ ଉଠିବା ପରେ ବ୍ରଶ୍ କରି ସାରି ଲେମ୍ବୁ ରସ ମିଶା ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ ।
ଏହା ମଧ୍ୟ ଶରୀରକୁ ‘ଡିଟକ୍ସିଫିକେସନ୍’ (ବିଷାକ୍ତ ପଦାର୍ଥମୁକ୍ତ) କରିବାରେ ସହାୟକ ହୋଇଥାଏ ।
ଗରମ ପାଣି ଶୀଘ୍ର ଖାଦ୍ୟ ହଜମରେ ସହାୟକ ହେଉଥିବା ବେଳେ ଲେମ୍ବୁରେ ଥିବା ‘ଭିଟାମିନ୍ ସି’ ଶରୀର ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।
ସବୁଜ ପରିବା
ପ୍ରତିଦିନ ବ୍ରେକ୍ ଫାଷ୍ଟରେ କିଛି ସବୁଜ ପରିବାକୁ ସାମିଲ କରନ୍ତୁ ।
ଯେପରିକି ସକାଳ ଜଳଖିଆ ସହଆପଣସାଲାଡ୍, ଧନିଆପତ୍ର, ବନ୍ଧାକୋବି, ଗାଜର ଭଳି ପାରିବା ଖାଇପାରିବେ ।
ଏହା ଶରୀରର ପୁଷ୍ଟିସାଧନରେ ବେଶ୍ ସହାୟକ ହୋଇଥାଏ ।
ଗ୍ରୀନ୍ ଟି
ସକାଳ ୧୦ରୁ ୧୧ଟି ଭିତରେ ଆପଣ କଫି ଛାଡି ‘ ଗ୍ରୀନ୍ ଟି’ ପିଇବା ଅଭ୍ୟାସ କରନ୍ତୁ ।
ଏହା ଶରୀରରୁଟକ୍ସିନ ବାହାର କରିବା ସହ ମେଦ କମାଇବାରେ ସାହାଯ୍ୟ କରିଥାଏ ।
ସାଲାଡ
ଲଞ୍ଚରେ ଆପଣ ଯେଥେଷ୍ଟ ପରିମାଣର ସାଲାଡ ସାମିଲ କରନ୍ତୁ ।
ସାଲାଡ ଶରୀରକୁ ଉପୟୁକ୍ତ ଭିଟାମିନ୍ ଓମିନେରାଲ୍ ପ୍ରଦାନ କରିଥାଏ ।
ସନ୍ଧ୍ୟା ସମୟରେ ଅନ୍ୟକିଛି ଖାଦ୍ୟ ପରିବର୍ତ୍ତେ ସ୍ନାକ୍ସ ଭାବେ ଗାଜର, କାକୁଡି, ପାଳଙ୍ଗ, ବିଟ୍ ଖାଇବା ଶରୀର ପାଇଁ ବେଶ୍ ହିତକର
ଡିନର୍ ବା ରାତ୍ରି ଭୋଜନରେ ସର୍ବଦା ତେଲ ଓ ମସଲା ଜାତୀୟ ଖାଦ୍ୟରୁ ଦୂରେଇ ରହି ହାଲକ ଖାଦ୍ୟ ଖାଆନ୍ତୁ ।
ରୁଟି ସହିତ ସନ୍ତୁଳା, ସାଲାଡ ଓ ସିଝା ଟମାଟୋ ସୁପ୍ କୁ ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ ।
ଏହା ଶରୀରର ପୁଷ୍ଟିସାଧନରେ ସହାୟକ ହେବା ସହ ରକ୍ତ ଶର୍କରା ପରିମାଣକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
ନ୍ୟୁଟ୍ରିସନିଷ୍ଟଙ୍କ ମତ ଅନୁଯାୟୀ ଏହି ଭଳି ଡାଏଟ୍ ଚାର୍ଟ ଅନୁଯାୟୀ ନିଜର ଖାଦ୍ୟଶୈଳୀକୁ ବଦଳାଇଲେ ଶରୀରରେ ଥିବା ଯାବତୀୟ ଟକ୍ସିନ୍ ନିର୍ଗତ ହେବା ସହ ଫିଟ୍ ମଧ୍ୟ ରହିପାରିବେ ।
ଶରୀରକୁ ଟକ୍ସିନ୍ ମୁକ୍ତ ରଖିବା ପାଇଁ ଖାଦ୍ୟଶୈଳୀରେ ପାରିବର୍ତ୍ତନ ସହ ବଥରୁମକୁ ମଧ୍ୟ ସଫାସୁତରାରଖିବା ଏକାନ୍ତ ଆବଶ୍ୟକ ।
ବଥରୁମ୍ ରେ ଥିବା ଆବର୍ଜନା ବା ବ୍ୟାକ୍ଟେରିଆ ପାଦ ସଂସ୍ପର୍ଶରେ ଆସି ଶରୀରକୁ ପ୍ରବେଶ କରିଥାଏ ।
ଏହା ମଧ୍ୟ ଶରୀରରେ ଟକ୍ସିନ୍ ସୃଷ୍ଟି କରିଥାଏ ।
ତେଣୁ ନିରୋଗ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ସହ ସୁସ୍ଥ ପରିବେଶ ଆବଶ୍ୟକ ।
ପ୍ରତିଦିନ ଏଭଳି ଡାଏଟ୍ ଚାର୍ଟ ଅନୁଯାୟୀ ଖାଦ୍ୟ ଖାଇବା ସହିତ ସୁସ୍ଥତା ଅବଲମ୍ବନକରିବା ଦ୍ଵାରା ଶରୀରରୁ ଟକ୍ସିନ୍ ବା ବିଷାକ୍ତ ପଦାର୍ଥ ସହଜରେ ବାହାରିଯିବ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment