Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
8b3e2651
Commit
8b3e2651
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
9b5fb963
Changes
1
Show whitespace changes
Inline
Side-by-side
Showing
1 changed file
with
48 additions
and
0 deletions
+48
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia144.txt
...gual-corpora/vikaspedia.in/vikashpedia_health_odia144.txt
+48
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia144.txt
0 → 100644
View file @
8b3e2651
ଗଲା ଯନ୍ତ୍ରଣା
ଗଲା ଯନ୍ତ୍ରଣା
ଗଳାରେ ଯଦି ସାମାନ୍ୟ ଯନ୍ତ୍ରଣା ଅନୁଭୂତ ହେଉଥାଏ, ତେବେ ଏହାକୁ ଅବହେଳା କରିବା ଠିକ୍ ନୁହେଁ ।
ଖାସ୍ ସ୍କୁଲ ପଢୁଆ ପିଲା ଏବଂ ଯୁବପିଢ଼ି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।
ଗଳା ସଂକ୍ରମଣ ଷ୍ଟ୍ରେପ୍ ଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ; ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ ।
ଏହାକୁ ମଧ୍ୟ ଷ୍ଟ୍ରେପଟୋକୋକାଲ ଫାରେନଜିଟିସ୍ କୁହାଯାଏ ।
ଏହାଦ୍ଵାରା ଗଳା, ଲସିକା ଗ୍ରନ୍ଥି ଓ ଟନସିଲ ଆଦି ଫୁଲିଯାଇ ଦରଜ ହୋଇଥାଏ ।
ଅନେକ ସମୟରେ ଗଳା ସଂକ୍ରମଣ ପ୍ରତି ଏତେଟା ନଜର ରହେନି ଏବଂ ଚିକିତ୍ସାରେ ବିଳମ୍ବ ହୋଇଯାଏ ।
ଏହା ଯଦି ସାଂଘାତିକ ରୂପ ନିଏ, ତେବେ ରୁମାଟିକ ଜ୍ଵର, ବୃକକ ଫୁଲିବା ଏବଂ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ଦେଖାଯାଏ ।
କାରଣ
ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ସଂକ୍ରମିତ ବ୍ୟକ୍ତିର ଛିଙ୍କ ଏବଂ କାଶ ଦ୍ଵାରା ଏହା ବ୍ୟାପିଥାଏ ।
ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିର ଛିଙ୍କ ଏବଂ କାଶ ସଂସ୍ପର୍ଶରେ ଆସିଲେ ସେ ବ୍ୟକ୍ତି ବି ସଂକ୍ରମିତ ହୁଅନ୍ତି ।
ଅଇଁଠା ଖାଦ୍ୟ ଓ ପାନୀୟ ଦ୍ଵାରା ଏହା ମଧ୍ୟ ସଂକ୍ରମିତ ହୁଏ ।
ଲକ୍ଷଣ
ହଠାତ ଗଳାରେ ଯନ୍ତ୍ରଣା ସହ ଖାଦ୍ୟ ଢୋକିବା ବେଳେ ଯନ୍ତ୍ରଣା ଅନୁଭବ ହେବା ।
ଟନସିଲ ଦରଜ ହୋଇ ଲାଲ ଦେଖାଯିବା ।
ଟନସିଲ ଏବଂ ଗଳାରେ ଧଳାଦାଗ ଦେଖାଯିବା ।
ଜ୍ଵର ହେବା ଏବଂ ମୁଣ୍ଡ ବିନ୍ଧିବା ।
ଶିଶୁଙ୍କ କ୍ଷେତ୍ରରେ ବାନ୍ତି ହେବା ।
ଶରୀର ବିକ୍ଷେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ ହୁଏ ।
ଗଣ୍ଠି ଯନ୍ତ୍ରଣା ଏବଂ ଶ୍ଵାସକ୍ରିୟାରେ ବାଧା ଯଦି ହେଉଥାଏ; ତେବେ ଚିକିତ୍ସକଙ୍କ ପରାମର୍ଶ ଲୋଡ଼ନ୍ତୁ ।
୪୮ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଗଳାରେ ଯନ୍ତ୍ରଣା ଅନୁଭବ କରିବାକୁ ପଡ଼େ ।
୧୦୧ ଡିଗ୍ରୀରୁ ଉଦ୍ଧି ତାପମାତ୍ରାରେ ଜର ହେବା ସହ ଜ୍ଵର୨ ଦିନରୁ ଅଧିକ ଲାଗି ରହିଥାଏ ।
ଦୁଇଦିନରୁ ଊର୍ଦ୍ଧ୍ଵ ସମୟ ଆପଣ ଉଭୟ ଖାଇବା ଓ ଶ୍ଵାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି ।
ଦୁଇଦିନ ଆଣ୍ଟିବାୟୋଟିକ୍ ନେବା ପରେ ବି ଯଦି ଅବସ୍ଥାରେ ଉନ୍ନତି ଆସୁନଥାଏ, ତେବେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ଘରୋଇ ଚିକିତ୍ସା
ଆବଶ୍ୟକ ବିଶ୍ରାମ ନିଅନ୍ତୁ ।
ଯଦି ସମ୍ଭବ ହେଉଛି, ବାହାରକୁ ନଯାଇ ଘରେ ଗୁହନ୍ତୁ ।
ପାଣି ପିଇବା ବନ୍ଦ କରନ୍ତୁନି, ଉଷୁମ ପାଣି ପିଇବା ଭଲ ।
ମସଲା ଏବଂ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁନି ।
ନିୟମିତ ଭାବେ ଗାର୍ଗଳ କରନ୍ତୁ ।
ଧୂମପାନଠୁ ଦୂରେଇ ରୁହନ୍ତୁ ।
ହାତ ସବୁବେଳେ ସଫା ରଖନ୍ତୁ ।
ଛିଙ୍କ ଏବଂ କାଶ ସମୟରେ ପାଟି ରଖନ୍ତୁ ।
ରୋଗ ଚିହ୍ନଟ ଏବଂ ଚିକିତ୍ସା
ଚିକିତ୍ସକଙ୍କ ନିକଟରେ ପରୀକ୍ଷା କରନ୍ତୁ ।
ଏଥିପାଇଁ ଏକ ଗ୍ୟାପିଡ ଷ୍ଟ୍ରେପ ଟେଷ୍ଟ କରାଯିବ ।
ଏହି ଟେଷ୍ଟ ୧ o ମିନିଟରେ ଫଳାଫଳ ପ୍ରଦାନ କଲେ ବି ଏହା ସଠିକ ସିଦ୍ଧାନ୍ତ ଦେଇପାରି ନଥାଏ ।
ଏହି କ୍ଷେତ୍ରରେ ଥ୍ରୋଟ କଲଚର ବି କରାଯାଏ ।
ଚିକିତ୍ସକମାନେ ଷ୍ଟ୍ରେପ ଇନଫେକସନ ଚିକିତ୍ସା ପାଇଁ ପେନ ରିଲିଭର ଏବଂ ଆଣ୍ଟିବାୟୋଟିକ୍ ଉପରେ ନର୍ଭର କରିଥାନ୍ତି ।
ବେଳେ ବେଳେ ଷ୍ଟ୍ରେପ ସଂକ୍ରମଣର ଯଦି ଚିକିତ୍ସା ନକରାଯାଏ, ତେବେ ଏହି ସଂକ୍ରମଣ ନେକ୍ ଟିସ୍ୟୁ ପର୍ଯ୍ୟନ୍ତ ବ୍ୟାପିଯାଏ ଏବଂ ଏହା ବେକରେ ସଂକ୍ରମଣ ନେକ୍ ଟିସ୍ୟୁ ପର୍ଯ୍ୟନ୍ତ ବ୍ୟାପିଯାଏ ଏବଂ ଏହା ବେକରେ ସଂକ୍ରମଣ ଜନିତ ଫୁଲାର କାରଣ ହୁଏ ।
ଏହି ଅବସ୍ଥାକୁ କୁହାଯାଏ ପେରିଟୋନସିଲାର ଆବସେସ ।
ଏହା ଦ୍ଵାରା ଖାଦ୍ୟ ଢୋକିବା ଏବଂ ଶ୍ଵାସକ୍ରିୟାରେ ଖୁବ୍ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।
ଏଥିପାଇଁ ତୁରନ୍ତ ଚିକିତ୍ସା ଆବଶ୍ୟକ ।
ଷ୍ଟ୍ରେପ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବାର ୨ ରୁ ୫ ଦିନ ପରେ ଏହି ଲକ୍ଷଣ ଦେଖାଦେଇଥାଏ ।
୫ରୁ ୧୫ ବର୍ଷ ବୟସ ଭିତରେ ଷ୍ଟ୍ରେପ ଥ୍ରୋଟ ଖୁବ ସାଧାରଣ ।
ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ତଥା ତାଙ୍କ ଛିଙ୍କ ଏବଂ ଲାଲ ଦ୍ଵାରା ଏହା ବ୍ୟାପିଥାଏ ।
ଗଲା ଯନ୍ତ୍ରଣା ସଂକ୍ରମଣ କ୍ଷେତ୍ରରେ ଅବହେଳା ନକରି ତୁରନ୍ତ ଅଭିଜ୍ଞ କର୍ଣ୍ଣ – ନାସା ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment