Commit 8f943c51 authored by Nayan Ranjan Paul's avatar Nayan Ranjan Paul

Upload New File

parent 3333c9d5
ସୂତିକା ସନ୍ନିପାତ
ସୂତିକା ସନ୍ନିପାତ ସାଧାରଣତଃ ସୂତିକା ସମୟରେ କଫ ଥଣ୍ଡାଦ୍ଵାରା ହୋଇଥାଏ ।
ତେଣୁ ସୂତିକା ସମୟରେ ଗର୍ଭିଣୀକୁ ଯେତେପାର ଜଳଠାରୁ ବା ଥଣ୍ଡାଠାରୁ ଦୂରରେ ରଖିବା ଉଚିତ୍ ନ ହେଲେ ଥଣ୍ଡା ହୋଇ ମା’ ଓ ପିଲା ଉଭୟ କ୍ଷତିରେ ବା ରୋଗାକାନ୍ତ ହୋଇଥାନ୍ତି ।
ମା’କୁ ଯେଉଁ ରୋଗ ହୁଏ ତାହା ପ୍ରାୟତଃ ସଂକ୍ରମିତ ହୋଇ କ୍ଷୀର ସହ ଯାଇ ଶିଶୁକୁ ହୋଇଥାଏ ।
କାରଣ
ଉପରୋକ୍ତ କାରଣ ଓ ସୂତିକାରିସାର ଓ ସୂତିକା ଜ୍ଵର କାରଣ ସହ ପ୍ରାୟତଃ ସମାନ ।
ଚିକିତ୍ସା
ଉପରୋକ୍ତ କାରଣଗୁଡିକି ବର୍ଜନୀୟ ।
ତୁଟୁକା ଚିକିତ୍ସା
ଖଡିସିଝୁର ଚେର ୨ ଗ୍ରାମପାଣିରେ ବତୁରାଇ ସେଥିରେ ୧ ଗ୍ରାମ୍ ପିପ୍ପଳୀ ମିଶାଇ ବାଟିକରି ସକାଳ ସନ୍ଧ୍ୟା ପିଆଇବ ରୋଗୀକୁ ।
ଖଡିସିଝୁ ଆଣି ସୋରିଷ ବା ରାଶିତେଲେରେ ଫୁଟାଇ ସେ ତେଲକୁ ମୁଣ୍ଡକୁ ଛାଡି ପାଦ, ତଳିପାଦ, ହସ୍ତ ସମସ୍ତ ଶରୀରରେ ଘାସିବ ବା ମାଲିସ୍ କରିବ ।
ସୀତାଫଳ ଗଛର ଛାଲି ୨ ଗ୍ରାମ୍ ରେ ପିପ୍ପଳୀ ୧ ଗ୍ରାମ୍ ମିଶାଇ ବାଟି
ରୋହି ମାଛର ପିତ୍ତକୁ ଖୁଆଇଲେ ଦେହ ଗରମ ହୋଇ ଥଣ୍ଡା ଛାଡିଯାଏ ।
ଶାସ୍ତ୍ରୀୟ
କସ୍ତୁରୀ ଭୈରବ ରସ, ମତୃସଞ୍ଜୀବନୀ ରସ, ମୁତସଞ୍ଜୀବନୀ ସୁରା ଘୋର ନୃସିଂହ ରସ, ଦଶମୂଳ କ୍ଵାଥ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment