Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
a91f682a
Commit
a91f682a
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
4dce7a75
Changes
1
Hide whitespace changes
Inline
Side-by-side
Showing
1 changed file
with
22 additions
and
0 deletions
+22
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia168.txt
...gual-corpora/vikaspedia.in/vikashpedia_health_odia168.txt
+22
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia168.txt
0 → 100644
View file @
a91f682a
ବିଭିନ୍ନ ରୋଗରୁ ସବୁଦିନ ପାଇଁ ମୁକ୍ତି ଚାହାଁନ୍ତି କି
ବିଭିନ୍ନ ରୋଗରୁ ସବୁଦିନ ପାଇଁ ମୁକ୍ତି
ବଦଳୁଥିବା ପାଣିପାଗ ଏବଂ ଜୀବନଶୈଳୀରେ ଦେଖାଯାଉଥିବା ପରିବର୍ତ୍ତନ କାରଣରୁ ଲୋକମାନେ ସାଧାରଣତଃ ବିଭିନ୍ନ ରୋଗବ୍ୟାଧିର ଶିକାର ହୋଇଥାନ୍ତି ।
ବର୍ତ୍ତମାନ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଇବାକୁ ଲାଗିଛି ।
ଯାହା କାରଣରୁ ସହଜରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଯାଆନ୍ତି ।
ମାତ୍ର ଆମେ ଆପଣଙ୍କୁ ଆଜି ୭ଟି ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।
ଟିପ୍ସ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇଥାନ୍ତି ।
ମାତ୍ର ଏହି ସମସ୍ୟା ମଣିଷକୁ ଭିତରେ ଭିତରେ ମାରି ଦେଇଥାଏ ।
ଏଥିପାଇଁ ଏହା ଜରୁରୀ ଅଟେ ଯେ ଆପଣ ଏଭଳି ସମସ୍ୟାରୁ ନିଜକୁ ସବୁବେଳେ ଦୂରେଇ ରୁହନ୍ତୁ ।
ପରିଷ୍କାର ପରିଚ୍ଛନ୍ନ ଉପରେ ଅଧିକ ଧ୍ୟାନ ଦେବା ଉଚିତ ।
ଅଧିକତର ରୋଗ ସାଧାରଣତଃ ଅପରିଷ୍କାର କାରଣରୁ ହିଁ ବ୍ୟାପିଥାଏ ।
ଅପରିଷ୍କାର ସ୍ଥାନରେ ବିଭିନ୍ନ ପ୍ରକାରର ରୋଗଜୀବାଣୁ ନିଜର ବଂଶବିସ୍ତାର କରିଥାନ୍ତି ଓ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି ।
ରୋଗରୁ ମୁକ୍ତି ପାଇବାପାଇଁ କେବଳ ଯେ ଆଖପାଖ ପରିବେଶକୁ ସଫା ରଖିବା ଦରକାର ତାହାନୁହେଁ ବରଂ ଏହାସହ ନିଜ ଶରୀରକୁ ମଧ୍ୟ ସଫା ରଖିବା ଅତ୍ୟନ୍ତ ଜରୁରୀ ଅଟେ ।
ପ୍ରତିଦିନ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ଭଲଭାବରେ ସଫା କରି ଖାଇବା ଉଚିତ ।
କମଜୋରି ବା ଦୁର୍ବଳତା ଅନୁଭବ କରୁଥିଲେ ବାହାରକୁ ନ ଯାଇ ଘରେ ବିଶ୍ରାମ ନେବା ଉଚିତ ।
ଯଦି ଏହି ସମୟରେ ବାହାରକୁ ଯାନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦର କାରଣ ହୋଇଥାଏ ।
ଦୀର୍ଘ ଦିନ ଧରି ଏକ ସୁସ୍ଥ ଓ ବଳିଷ୍ଠ ଜୀବନ ବଂଚିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରତିଦିନ ଅଧଘଂଟା ଲେଖାଏଁ ବ୍ୟାୟାମ କିମ୍ବା ଯୋଗ କରିବାର ଅଭ୍ୟାସ ରଖିବା ଉଚିତ ।
ସବୁଦିନ ପାଇଁ ସୁସ୍ଥ ରହିବାକୁ ହେଲେ ଆପଣ କରୁଥିବା ଡାଇଟ୍ ଉପରେ ଧ୍ୟାନ ଦେବା ଉଚିତ ।
ଏଥିପାଇ ସବୁବେଳେ ଖାଦ୍ୟରେ ଉପଯୁକ୍ତ ପରିମାଣର ପୌଷ୍ଟକ ଆହାର ସେବନ କରିବା ଉଚିତ ।
ଯଦି ଆପଣଙ୍କର କେବେ କୌଣସି ପ୍ରକାର ଜ୍ୱର କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ମନେ ରଖନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ବି ଔଷଧ ସେବନ କରିବା ଅନୁଚିତ ।
ଖାଲି ସେତିକି ନୁହେଁ ଛୋଟ ଛୋଟ ଜ୍ୱର ପାଇଁ ମଧ୍ୟ କୌଣସି ପ୍ରକାରର ପେନ କିଲର ଭଳି ଔଷଧ ଖାଇବା ଉଚିତ ନୁହେଁ କାରଣ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment