Commit b769deed authored by Nayan Ranjan Paul's avatar Nayan Ranjan Paul

Upload New File

parent f3362c6c
ସାତ ସଞ୍ଜୀବନୀ
ଔଷଧୀୟବୃକ୍ଷ
ମଣିଷ ହଜାରହଜାର ବର୍ଷତଳୁ ଚିକିତ୍ସା ପାଇଁ ଗଛଲତା ବ୍ୟବହାର କରିଆସୁଛି ।
ଏପରିକି ଆଧୁନିକ ଯୁଗରେ ବି ଔଷଧ ପ୍ରସ୍ତୁତିରେ ଏଗୁଡିକର ବ୍ୟବହାର ବନ୍ଦ ହୋଇନାହିଁ ।
ଜାଣନ୍ତୁ, ସାତଟି : ଏପରି ଔଷଧୀୟବୃକ୍ଷ ସମ୍ପର୍କରେ ଯାହା ଅସୁସ୍ଥ ମଣିଷ ଲାଗି ସଞ୍ଜବନୀ ସଦୃଶ କାମ କରିଥାଏ ।
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ( ଡବ୍ଲଏଚଓ) ଯେଉଁ କେତେକ ଉପଯୋଗୀ ଔଷଧର ତାଲିକା ପ୍ରକାଶ କରିଛି ତା' ମଧ୍ୟରେ ସିଙ୍କୋନା ଗଛରୁ ଉପଲବ୍ଧ କୁଇନାଇନ୍ ମଧ୍ୟ ରହିଛି ।
ଦୀର୍ଘଦିନ ଧରି ଏହା ମ୍ୟାଲେରିଆ ରୋଗର ମହୌଷଧି ଭାବେ ବ୍ୟବହୃତ ହୋଇଥିଲା ।
ଅବଶ୍ୟ ଡବ୍ଲଏଚଓ ଏବେ କେବଳ ଏହା ଦ୍ଵାରା ମ୍ୟାଲେରିଆର ଚିକିତ୍ସା କରିବାକୁ ପରାର୍ମର୍ଶ ଦେଉନାହିଁ ।
ସାତ ସଞ୍ଜୀବନୀ
କାଓସ୍ଳିପ:
ଘଣ୍ଟି ଆକାରର ।
ଏହି ହଳଦିଆ କାଓସ୍ଳିପ୍ ଫୁଲ ନିଶ୍ଚିତ ଭାବେ ଆକର୍ଷକ ।
ତେବେ ସୁନ୍ଦର ହେବା ସହ ଏହା ଗୁଣକାରୀ ।
ସାଧାରଣତଃ ୟୁରୋପ ଏବଂ ପଶ୍ଚିମ ୟୁରୋପ ଅଞ୍ଚଳରେ ଦେଖାଯାଉଥିବା ଏହି ଫୁଲ ଆଜ୍‌ମା ଓ ବ୍ରୋଙ୍କାଇଟିସ୍ ରୋଗରେ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।
ଗୁଆରାନା:
ବ୍ରାଜିଲରେ ଆମାଜନ ଅଞ୍ଚଳରେ ଦେଖାଯାଉଥିବା ଗୁଆରାନା ଲତାରୁ ଏକ ପ୍ରକାର ପାନୀୟ ପ୍ରସ୍ତୁତ କରାଯାଏ ଯାହାକୁ ଲୋକେ ବେଶ୍ ସଉକରେ ପିଇଥାନ୍ତି ।
ଏହି ଲତାରେ ହେଉଥିବା ଛୋଟଛୋଟ ଲାଲ୍ କୋଳିରେ କେଫିନ ରହିଥାଏ ।
ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରେ ଏହା ଉପକାରୀ ।
ଆଫ୍ରିକୀୟ ଚେରୀ:
ଏହି ଗଛର ଛାଲି ଖୁବ୍ ଗୁଣକାରୀ ।
କେନିଆରେ ପାରମ୍ପରିକ ଚିକିତ୍ସାରେ ଏହାର ଛାଲି ଖୁବ୍ ବ୍ୟବହାର କରାଯାଏ ।
ମ୍ୟାଲେରିଆରୁ ଆରମ୍ଭ କରି ପେଟ
ଏବଂ କିଡନୀ ରୋଗରେ ଏହି ଛାଲି ଲାଭଦାୟକ ।
ପ୍ରୋଷ୍ଟେଟ୍ କ୍ୟାନ୍ସର ଚିକିତ୍ସାରେ ଏହକୁ ବିଶେଷ ବ୍ୟବହାର କରାଯାଏ ।
ଜିନ୍‌ସାଙ୍ଗ:
ବହୁଳ ବ୍ୟବହାର ହେଉଥିବା ଜଡିବୁଟି ଭିତରୁ ଜିନ୍‌ସାଙ୍ଗ ଅନ୍ୟତମ | ଏହାର ଚେର ଏସିଆ ଏବଂ ଉତ୍ତର ଆମେରିକାରେ ବିଭିନ୍ନ ରୋଗ ଚିକିତ୍ସାରେ ବ୍ୟବହାର କରାଯାଏ ।
ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ କ୍ଲାନ୍ତି ଦୂର କରିବାରେ ଏହା ବିଶେଷ ସହାୟକ ।
ଭେଟିଭର ଘାସ (ଖସଖସ୍)
ଭାରତରେ ମିଳୁଥିବା ଏହି ଘାସ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ ।
ଆଣ୍ଟିସେପ୍ଟିକ ଗୁଣଯୁକ୍ତ ହୋଇଥିବାରୁ ଏହା କ୍ରିମ ଏବଂ ସାବୁନ୍ ପ୍ରସ୍ତୁତିରେ ବି ପ୍ରୟୋଗ ହୁଏ ।
ଏହା ଏକ ଉତ୍ତମ ପଶୁଖାଦ୍ୟ ଏବଂ ଏଥିରୁ ବ୍ୟାଗ, ଆସନ ଆଦି ପ୍ରସ୍ତୁତ କରାଯାଇପାଚୋର |
ଡାଣ୍ଡେଲିଅନ :
ପ୍ରୋଟିନ୍ ଏବଂ ଖଣିଜ ଲବଣରେ ଭରପୂର ଏହି ଗଛ ।
ମଣିଷ ଶରୀରର ଅଦରକାରୀ ତରଳ ପଦାର୍ଥ ନଷ୍ଟ କରିବା ଲାଗି ଏହାକୁ ବ୍ୟବହାର କରାଯାଏ ।
ପ୍ର ।
ଥା ମି କ ଗବେଷଣାରେ ଏହି ଗଛ ହଜମକ୍ରିୟାରେ ଖୁବ୍ ଉପଯୋଗୀ ବୋଲି ।
ଜଣାପଡିଥିଲେ ।
ଏହା ପିତ୍ତକୋଷ (ଗଲ୍ କ୍ଲାଡର) ଏବଂ ଯକୃତ ( ଲିଭର) ପାଇଁ ଖୁବ୍ ଉପକାରୀ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment